Daily Archives

July 29, 2021

ମେରିକମଙ୍କ ସହ ହୋଇଛି କି ଧୋକା? ପଦକ ଦୌଡରୁ ବାଦ୍ ପଡିଲେ, ଫଳାଫଳକୁ ନେଇ ବଡ ପ୍ରଶ୍ନ ଉଠାଇଲେ ଷ୍ଟାର ବକ୍ସର ମେରିକମ୍ ।

କନକ ବ୍ୟୁରୋ : ଭାରତର ଷ୍ଟାର ମହିଳା ବକ୍ସର ମେରିକମଙ୍କ ଆଉ ଏକ ଅଲମ୍ପିକ ପଦକ ଆଶା ମଉଳିଲା । ପ୍ରି-କ୍ୱାର୍ଟରଫାଇନାଲରେ ପରାଜିତ ହେବା ସହ ମେରିକମଙ୍କ ଟୋକିଓ ଅଲମ୍ପିକ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡିଛି । କଲମ୍ବିଆର ବକ୍ସର ଇନଗ୍ରିଟ୍ ଭାଲେନ୍ସିଆଙ୍କ ଠାରୁ ପରାଜିତ ହେବା ସହ ପଦକ ଦୌଡରୁ ବାଦ୍…

୧୩୨ଟି ଦେଶରେ ମାଡିଯିବା ପରେ ଚୀନକୁ ଅସ୍ତବ୍ୟସ୍ତ କଲାଣି କରୋନାର ଡେଲ୍ଟା ଭୂତାଣୁ । ୬ମାସ ପରେ ପ୍ରଥମ ଥର ପାଇଁ ପଜିଟିଭ…

କନକ ବ୍ୟୁରୋ: ଚୀନରେ ଡେଲ୍ଟା ଭାରିଆଣ୍ଟ ଆତଙ୍କ । ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଭିନ୍ନ ପ୍ରକାର ଡେଲ୍ଟା ଏବେ ଚୀନରେ ବ୍ୟାପିଲାଣି । ଉତ୍ତର ଚୀନର ଅନେକ ସହରରେ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଜଣା ପଡଛି । ନାନଜିଙ୍ଗ୍ ଏୟାରପୋର୍ଟରେ ପ୍ରଥମେ…

ଆସାମ-ମିଜୋରାମ ଭିତରେ ସୀମା ବିବାଦ । ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ସୀମା ଜଗିବେ କେନ୍ଦ୍ରୀୟ ସୁରକ୍ଷା ବଳ ।

କନକ ବ୍ୟୁରୋ: ଆସାମ ଓ ମିଜୋରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ କେନ୍ଦ୍ର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଉଭୟ ରାଜ୍ୟ ସୀମାରେ ଏଣିକି କେନ୍ଦ୍ରୀୟ ସୁରକ୍ଷା ବଳ ମୂତୟନ ହେବେ । ବୁଧବାର କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି…

ଚିନ୍ତା ବଢାଉଛି କେରଳର କରୋନା ସଂକ୍ରମଣ । ଦେଶର ଅଧା ସଂକ୍ରମିତ ଚିହ୍ନଟ ହେଉଛନ୍ତି କେବଳ କେରଳ ରାଜ୍ୟରୁ ।

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି କେରଳର କରୋନା ସଂକ୍ରମଣ । ଦେଶରେ ଦୈନିକ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତିି ସେ ମଧ୍ୟରୁ ଅଧାରୁ ଅଧିକ ମାମଲା ଆସୁଛି କେବଳ କେରଳରୁ ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ କେସ୍ ଏହି ରାଜ୍ୟରୁ ଆସୁଛି । ବୁଧବାର ଦେଶରେ ୪୩,୬୫୪ ମାମଲା ଚିହ୍ନଟ ହୋଇଥିଲା, ଆଉ…

ବାଦଲ ଫଟା ବର୍ଷା ହେଲା କାଳ, କାଶ୍ମୀର କିସ୍ତୱାରରେ ରଚିଲା ପ୍ରଳୟ । ମାଟିରେ ମିଶିଲା ଘରଦ୍ୱାର, ଭାସିଗଲେ ଲୋକ ।

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର କିସ୍ତୱାରରେ ପ୍ରକୃତି ଦେଖାଇଛି କୋପ । ବାଦଲ ଫଟା ବର୍ଷା ପରେ ଚାରିଆଡେ ଏବେ ବିଭୀଷିକାର ଚିତ୍ର । ସବୁ କିଛି ଛାରଖାର ହୋଇଯାଇଛି । ୧୦ ଫୁଟରୁ ଅଧିକ ଉଚ୍ଚରେ ଥିବା ମାଟି ବି ଧୋଇଯାଇଛି । ଏହି ବାଦଲ ଫଟା ବର୍ଷା ପରେ ହଠାତ୍ ମାଡି ଆସିଥିବା ଜଳପ୍ରଳୟରେ…

ସିସିଟିଭି ଧରାଇଦେଲା ଝାଡଖଣ୍ଡ ବିଚାରପତିଙ୍କ ମୃତ୍ୟୁର ସତ । ମର୍ଣ୍ଣିଂ ୱାକ୍ ବେଳେ ଜଷ୍ଟିସ ଉତ୍ତମ ଆନନ୍ଦଙ୍କୁ ଧକ୍କା…

କନକ ବ୍ୟୁରୋ: ଧାନବାଦ ବିଚାରପତିଙ୍କ ମୃତ୍ୟୁରେ ନୂଆ ମୋଡ । ଦୁର୍ଘଟଣା ନୁହେଁ ବଂର ଧାନବାଦ ଆଡିସିନାଲ ଡିଷ୍ଟ୍ରିକ୍ଟ ଓ ସେସନ ଜଜ୍ ଉତ୍ତମ ଆନନ୍ଦଙ୍କର ହୋଇଥିଲା ହତ୍ୟା । ସିସିଟିଭିରେ କଏଦ ହୋଇଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଉତ୍ତମ ଆନନ୍ଦଙ୍କୁ କିପରି ହତ୍ୟା କରାଯାଇଥିଲା ।…