Daily Archives

July 21, 2021

ପ୍ରିୟଙ୍କା ମୃତ୍ୟୁ ମାମଲାରେ ପୁଲିସ ପାଇଲା ପ୍ରମାଣ । ଅଭିଯୁକ୍ତ ଜଗନ୍ନାଥ କରିଛି ହତ୍ୟା, ଚିକିତ୍ସାରୁ ଭଲ ହେବା ପରେ…

ଅପରାଧୀ କହିଲା ଅପରାଧର କାହାଣୀ  କେମିତି ମାରିଲା, କାହିଁକି ମାରିଲା? ପୁଲିସ ଆଗରେ ବଖାଣିଲା ଅଭିଯୁକ୍ତ କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀର ପ୍ରିୟଙ୍କା ହତ୍ୟା ମାମଲା ଉପରୁ ପରଦା ହଟିଛି । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାକୁ…

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ…..ସନ୍ଦେହ ଘେରରେ ଡିଏଫଓଙ୍କ ବ୍ୟାକ୍ ଗେଟ୍ । କ୍ୱାଟର୍ସ କାନ୍ଥ ଭାଙ୍ଗି…

କନକ ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ସନ୍ଦେହରେ ରହି ଆସିଥିବା ଡିଏଫଓଙ୍କ ବ୍ୟାକ ଗେଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ନା, କ୍ୱାଟର୍ସର କାନ୍ଥ ଭାଙ୍ଗି ଦୁଇ ମାସ ତଳେ ଏକ ଗେଟ ତିଆରି କରିଥିଲେ ଡିଏଫଓ । ତେବେ ଏହି ଗେଟ୍ ସେ କାହିଁକି ନିର୍ମାଣ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ । ଭାଇରାଲ ହେଉଛି ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ।

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠି ଏବେ ଭାଇରାଲ ହେଉଛି । ସୌମ୍ୟଙ୍କ ମୃତ୍ୟୁର କିଛି ଦିନ ଆଗରୁ ଏହି ଚିଠି ଲେଖିଥିବା ମାନିଛନ୍ତି ବିଦ୍ୟାଭାରତୀ । ତେବେ ଚିଠିରେ ସେ ଲେଖିଛନ୍ତି ସେହି ବ୍ୟକ୍ତିଙ୍କୁ ସେ ଘୃଣା…

ବିନାଭକ୍ତରେ ବଡ଼ଦାଣ୍ଡରେ ସୁନାବେଶରେ ସଜେଇ ହେଲେ ଶ୍ରୀଜିଉ । ପ୍ରାୟ ଏକ କ୍ୱିଣ୍ଟାଲ ସୁନାରେ ସଜେଇ ହେଲେ ଠାକୁର । ଏଥର…

କନକ ବ୍ୟୁରୋ: ରଥ ଉପରେ ୨ ମହଣ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ  କିନ୍ତୁ ଏଥର କେହି ଭକ୍ତ ଭଗବାନଙ୍କୁ ଦର୍ଶନ କରି ପାରିନାହାନ୍ତି । କରୋନା ଭିତରେ କଟକଣା ମଧ୍ୟରେ ଠାକୁରଙ୍କ ସୁନା ବେଶ ଚାଲିଛି । ରଥ ଉପରେ ବିରଳ ସୁନାବେଶ ବା ଶ୍ରୀଜିଉଙ୍କ…

୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । କଡାକଡି ଭାବେ ପାଳନ ହେବ କୋଭିଡ୍ ନିୟମ ।

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ…

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୃହ ନିର୍ମାଣ ପାଇଁ ସହାୟତାର ହାତ ବଢାଇଲା ରୁଚି ପରିବାର, ଅସହାୟ ମେଧାବୀ…

କନକ ବ୍ୟୁରୋ : କଟକ ଜିଲ୍ଲା ନିମାପଡା ସ୍ଥିତ ଶେଉଳସାହି ଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ଶ୍ରେଣୀ ଗୃହ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ଏବଂ ନିର୍ଦ୍ଦେଶିକା ଶ୍ରୀମତୀ…