Daily Archives

July 4, 2021

କୁକୁଡା ଫାର୍ମ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । କୋରାପୁଟ ତେନ୍ତୁଳିପଦରର ଶାନ୍ତିମଣିଙ୍କ କୁକୁଡ଼ା ଫାର୍ମକୁ ନେଇ…

କନକ ବ୍ୟୁରୋ : ନିଜର ଦୃଢ ଇଚ୍ଛାଶକ୍ତିଏବଂ ଆତ୍ମବିଶ୍ୱାସ ଯୋଗୁଁ ବ୍ରଏଲର ଚାଷ କରି ସ୍ୱାବଲମ୍ବୀ ହୋଇ ଆଜି ସମାଜର ଜଣେ ସଫଳ ମହିଳା ଭାବେ ଛିଡ଼ା ହୋଇଛନ୍ତି ଶାନ୍ତିମଣି ସିରିକା ଆଉ ଅନ୍ୟ ମହିଳା ମାନଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଛନ୍ତି । ଶାନ୍ତିମଣିଙ୍କ କୁକୁଡ଼ା ଫାର୍ମ । କୋରାପୁଟ ଜିଲ୍ଲାର…

ନିୟମଗିରିର ସପୁରୀ ଚାଷ ଉପରେ କରୋନା ମାଡ । ବିକ୍ରି ହୋଇପାରୁନି ଅମଳ ଫସଲ । ଅଭାବୀ ବିକ୍ରିର ଲାଭ ଉଠାଉଛନ୍ତି ଦଲାଲ 

କନକ ବ୍ୟୁରୋ: ନିୟମଗିରିର ବିରଳ ଆଦିମ ଜନଜାତିଙ୍କୁ ଏବେ କରୋନା ଛାଟ  । ନିୟମଗିରିରେ ଉତ୍ପାଦିତ ସେମାନଙ୍କ ସପୁରୀ ବିକ୍ରି ହେବାରେ ଅସୁବିଧା ଯୋଗୁଁ ଅଭାବୀ ବିକ୍ରିର ଆଶଙ୍କା ସୃଷ୍ଟି ହେଉଛି । ଯାହାର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ । ନିୟମଗିରିର ସପୁରୀ ଚାଷକୁ କରୋନା ମାଡ  । ରାୟଗଡ଼ା…

କରୋନା କାଳରେ ମାନ୍ଦା ପଡିଗଲା ତେନ୍ତୁଳି ବ୍ୟବସାୟ । ମାଥିଲି ବ୍ଲକ ଚେଡେଙ୍ଗା ପଂଚାୟତରେ ତେନ୍ତୁଳି ପ୍ରକ୍ରିୟାକରଣ…

କନକ ବ୍ୟୁରୋ: ତେନ୍ତୁଳି ଦେଇଛି ରୋଜଗାର । ତେନ୍ତୁଳି କୁ ପ୍ରକ୍ରିୟାକରଣ କରି ସ୍ୱାବଲମ୍ବୀ ଏବେ ଆଦିବାସୀ ମହିଳା । ସରକାରୀ ପ୍ରୋତ୍ସାହନ ରୁ ସହାୟତା ପାଇ ତେନ୍ତୁଳି ସଂଗ୍ରହ କରିବା ପରେ ଏହାକୁ ପ୍ରକ୍ରିୟାକରଣ କରି ଆର୍ଥିକସ୍ତରରେ ବେଶ୍ ସ୍ୱଚ୍ଛଳ ହୋଇପାରିଥିଲେ ଆଦିବାସୀ ଗାଁ ଗଣ୍ଡାର ସ୍ୱଂୟ…

ମୁକ୍ତା ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ । ୧୫ ବର୍ଷ ଧରି ଛତୁ ଚାଷ ପରେ ଏବେ ମୁକ୍ତା ଚାଷରେ ହୋଇଛନ୍ତି ସଫଳ ।

କନକ ବ୍ୟୁରୋ: ସଫଳ ଚାଷୀ ସାରଦା ପ୍ରସାଦ ରାୟ । ଘର ଜଗତସିଂହପୁର ବ୍ଲକ୍ ଯଁକୋଟି ପଂଚାୟତ ବିରିବାଟି ଗାଁରେ । ଦୀର୍ଘ ୧୫ ବର୍ଷ ଧରି ସଫଳତାର ସହ ଛତୁ ଚାଷ ପରେ ଏବେ ମୁକ୍ତା ଚାଷ କରିବାକୁ ମନୋବଳାଇଛନ୍ତି । ନିଜ ବାରି ପୋଖରୀରେ ମୁକ୍ତା ଚାଷ କରୁଛନ୍ତି । ଦୀର୍ଘ ୧୫ ବର୍ଷ ହେବ ବ୍ରବସାୟ…

ଛତୁ ଚାଷ ଯୋଗାଇଛି ରୋଜଗାର । ରାଜକନିକାରେ ମାବୁଢି ଜାଗୁଳାଇ ଛତୁ ଫାର୍ମ ଛତୁ ଚାଷୀଙ୍କୁ ରୋଜଗାର ସହ ଅନ୍ୟ କେତେକଙ୍କୁ…

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାରମାନିଛି ସବୁକିଛି । ମାବୁଢି ଜାଗୁଳାଇ ଛତୁ ଫାର୍ମ ନାମରେ ଛତୁଚାଷ କରି ପ୍ରମୋଦ କୁମାର ସିଂ ୬ଜଣ ପିଲାଙ୍କୁ ନିଯୁକ୍ତି ଦେବା ସହ ୨୦୦୦ ବେଡ ଛତୁଚାଷ କରି ଆଳି, ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା ଜିଲ୍ଲା ସହ ରାଉଲକେଲାକୁ ଯୋଗାଇଥାନ୍ତି ଛତୁ । ନିଜେ…

କରୋନା ଛଡେଇ ନେଲା ଶିକ୍ଷୟିତ୍ରୀ ଚାକିରି । କଷ୍ଟ ସମୟରେ ହାରି ନଯାଇ ବିକଳ୍ପ ରୋଜଗାର ବାଛିନେଲେ ମହିଳା, ଏବେ ବିଏମସିର…

କନକ ବ୍ୟୁରୋ : ମହାମାରୀ କରୋନା ଅନେକଙ୍କ ରୋଜଗାର ଛଡାଇ ନେଇଛି । ଆର୍ଥିକ ଅନଟନ ଭିତରେ ପରିବାର ପୋଷିବା କଷ୍ଟକର ହୋଇପଡୁଥିବାବେଳେ ଅଧିକାଂଶ ଲୋକ ସଂଘର୍ଷ ଜାରି ରଖିଛନ୍ତି । ବିକଳ୍ପ ରୋଜଗାର ବାଛି କଷ୍ଟେମଷ୍ଟେ ଚଳିଯାଉଛନ୍ତି । ଭୁବନେଶ୍ୱରର ସ୍ମୃତିରେଖା ବେହେରା । କରୋନା କାଳରେ…