Daily Archives

July 6, 2021

ପାହାଡିଆ ଅଞ୍ଚଳରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ହିମାଚଳ ପ୍ରଦେଶ,ଉତ୍ତରାଖଣ୍ଡ ଓ ଜମ୍ମୁକଶ୍ମୀରରେ ଲକଡାଉନ୍ କଟକଣା କୋହଳ…

କନକ ବ୍ୟୁରୋ: ପାହାଡିଆ ରାଜ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ହିମାଚଳପ୍ରଦେଶ,ଉତ୍ତରାଖଣ୍ଡ ଓ ଜମ୍ମୁକଶ୍ମୀର ପରି ରାଜ୍ୟରେ କଟକଣା କୋହଳ ହେବା ପରେ ମେଟ୍ରୋ ସିଟିରୁ ହଜାର ସଂଖ୍ୟକ ପର୍ଯ୍ୟଟକଙ୍କମାନେ ସେଠାରେ ପହଁଚୁନ୍ତି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସୁଦ୍ଧା ଶେଷ ବି ହୋଇ…

ଦେଶରେ କମୁଛି କରୋନା ସଂକ୍ରମଣ । ୧୧୧ ଦିନରେ ସବୁଠାରୁ କମ୍ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଣ୍ଟାରେ ୩୪,୭୦୩ ଆକ୍ରାନ୍ତ,…

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କମିବାରେ ଲାଗିଛି । ସୋମବାର ଦେଶରେ ୩୪,୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୧୧୧ ଦିନରେ ଭିତରେ ସବୁଠାରୁ କମ୍ । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୫୫୩କୁ ଖସିଛି । ଏହାରି ସହିତ ଦେଶରେ ଦୈନିକ ସଂକ୍ରମଣ ହାର…

ମାନବାଧିକାର କର୍ମୀ ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ମିଳିତ ଜାତିସଂଘର ଶୋକ । ମାନବିକ ଅଧିକାର ଶାଖାର ହାଇ କମିଶନର…

କନକ ବ୍ୟୁରୋ: ମାନବାଧିକାର କର୍ମୀ ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି । ମାନବିକ ଅଧିକାର ଶାଖାର ହାଇ କମିଶନର କହିଛନ୍ତି ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି ଏବଂ ବିଚଳିତ ମଧ୍ୟ କରିଛି । ଏକ ଟ୍ୱିଟ୍ କରି ମିଳିତ ଜାତିସଂଘ କହିଛି କରୋନା…

କାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ଶପଥ ନେଇପାରନ୍ତି ନୂଆ ମୁହଁ…

କନକ ବ୍ୟୁରୋ: ଆସନ୍ତାକାଲି ହୋଇପାରେ ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କାଲି ସନ୍ଧ୍ୟା ୬ଟାରେ ଏହି ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ । ମୋଦି ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ମନ୍ତ୍ରୀ ରହିବା କଥା । ତେବେ ବର୍ତମାନ ୫୩ ଜଣ ମନ୍ତ୍ରୀ ଅଛନ୍ତି । ୯ ଜଣ…

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ବଦଳିଲେ ୮ଟି ରାଜ୍ୟର ରାଜ୍ୟପାଳ । କେନ୍ଦ୍ରମନ୍ତ୍ରୀ ଥାବର ଚନ୍ଦ…

କନକ ବ୍ୟୁରୋ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳାଇଛନ୍ତି କେନ୍ଦ୍ର ସରକାର । ନୂଆ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୋଦି ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥିବା ଥାବର…

ଭୁବନେଶ୍ୱର ମୋବାଇଲ ସୋ ରୁମରୁ ଚୋରି କରି ଧରାପଡିଲେ ସୁନ୍ଦରୀ ଲୁଟେରା । ଆଇଫୋନ ନେଇ ଫେରାର ହୋଇଯାଇଥିଲେ ଯୁବତୀ ।

କନକ ବ୍ୟୁରୋ: ଭୁବନେଶ୍ୱର ବାପୁଜୀ ନଗରର ମୋବାଇଲ ଷ୍ଟୋରକୁ ବେଶ ଆଭିଜାତ୍ୟପୁର୍ଣ୍ଣ ଠାଣି ସହ ଆସିଥିଲେ ଜଣେ ଯୁବତୀ । ଏହାପରେ ଦେଢ ଲକ୍ଷ ଟଙ୍କାର ଆଇଫୋନ୍ କିଣିବା ପାଇଁ ଦୋକାନୀଙ୍କୁ କହିଥିଲେ । ଦୋକାନ ଭିତରେ ମୋବାଇଲ ଦେଖିବା ସହ ବେଶ କିଛି ସମୟ କାଟିଥିଲେ ଆଉ ସୁବିଧା ଦେଖି ଚମ୍ପଟ…