Daily Archives

July 18, 2021

ଚିନ୍ତାରେ ଯାଜପୁର ଜିଲ୍ଳା କଂଟାବଣିଆ ଗାଁର ବେତ କାରିଗର । କରୋନା ସ୍ଥିତି ଛଡ଼ାଇ ନେଇଛି ରୋଜଗାର, ବିକ୍ରି ବଟା ନାହିଁ,…

କନକ ବ୍ୟୁରୋ : ଚିନ୍ତାରେ ଏବେ ବେତ କାରିଗର । ବୃତିରେ ଏବେ କରୋନା ସାଜିଛି ବାଧକ । ସମସ୍ୟା ଘେରରେ ବେତ କାରିଗରଙ୍କ ଜୀବିକା । ଦୀର୍ଘ ପଚାଶ ବର୍ଷ ଧରି ଚଳିଆସୁଥିବା ବୃତି ଏବେ କରୋନା ପାଇଁ ବାଧାପ୍ରାପ୍ତ । ନା ଅଛି ବିକ୍ରି ନା ମିଳିଛି କିଛି ସରକାରୀ ସହାୟତା । ଏହେଉଛି ଯାଜପୁର ଜିଲ୍ଳା…

ସଫଳ ଚିଙ୍ଗୁଡ଼ି ଚାଷୀ ପି ଜଗନ୍ନାଥମ । ଗୁଣପୁରରେ ଚିଙ୍ଗୁଡ଼ି ଚାଷରୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି…

କନକ ବ୍ୟୁରୋ : ଅବବ୍ୟବହୃତ ଜମିରେ ଚିଙ୍ଗୁଡ଼ି ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଯୋଗାଇଛନ୍ତି ଜଣେ ଚାଷୀ । ଗୁଣପୁରରେ ଚିଙ୍ଗୁଡ଼ି ଚାଷ କରି ସଫଳ ହୋଇ ଉଦାହରଣ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଜିଲ୍ଲାରୁ ଆସିଥିବା ଜଣେ ଯୁବ ଚାଷୀ ପି ଜଗନାଥମ  । ସେ ୧୧ ଏକର…

ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ରାୟଗଡା ଚାନ୍ଦିଲି ଗାଁର ଆଦିବାସୀ ଯୁବତୀଙ୍କ ପ୍ରୟାସ, ମାସକୁ ୧୦ରୁ ୧୨…

କନକ ବ୍ୟୁରୋ : ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ଏସବୁ ପ୍ରସ୍ତୁତ କରୁଛନ୍ତି ରାୟଗଡା ବ୍ଲକ ଚାନ୍ଦିଲି ଗ୍ରାମ ଆଦିବାସୀ କଲେଜର ଯୁୂବତୀମାନେ । ଏହି ଅଳଙ୍କାର ପ୍ରସ୍ତୁତ କରି ମାସିକ ୧୦ରୁ ୧୨ହଜାର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ୨୫ ଜଣ ଯୁବତୀ ମିଶି ବାଉଁଶରୁ ଅଳଙ୍କାର…

ଉପାନ୍ତ ଅଞ୍ଚଳର ସଫଳ ଯୁବ ଚାଷୀ । ଛତୁ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ନିଯୁକ୍ତି,…

କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳର ସଫଳ ଯୁବ ଚାଷୀ  । ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ରୋଜଗାର ଦେବା ଭଳିି ଚାଷ କରି ଦେଖାଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଅଂଚଳର ଯୁବ ଛତୁ ଚାଷୀ ତରଣୀସେନ ନାଏକ  । ଛତୁ ଚାଷ କରି ଅଂଚଳରେ ସେ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ପାଞ୍ଚ ବର୍ଷ…

ଧୂପକାଠି ପ୍ରସ୍ତୁତ କରି ନିଜେ ହୋଇଛନ୍ତି ସ୍ୱାବଲମ୍ବୀ । ଅନ୍ୟ ମାନଙ୍କ ପାଇଁ ଖୋଲିଛନ୍ତି ରୋଜଗାରର ବାଟ, ସଫଳ ଉଦ୍ୟୋଗୀ…

କନକ ବ୍ୟୁରୋ : ଧୂପକାଠି ପ୍ରସ୍ତୁତ କରି ସେ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି  । ଏହାସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାରର ମାଧ୍ୟମ  । ଏ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ମାଠପଡ଼ା ଗ୍ରାମର ଜଣେ ସଫଳ ମହିଳା ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ  ।  ଡ଼ମାଇ ନାୟକ  ଧୂପକାଠି…

ରାଜନୀତିର ମଞ୍ଚରେ ବାପା ସହ ଲଢୁଛି ଝିଅ । ମାଲକାନଗିରିରେ ବାପା-ଝିଅ ଲଢେଇକୁ ନେଇ ଚର୍ଚ୍ଚା, ବାପା କହିଲେ ଝିଅ କଥାରେ…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମାଲକାନଗିରିର ବାକା ପରିବାର । ଗତ ୧୫ ତାରିଖରେ ମାଲକାନଗିରି ଜିଲ୍ଲା ଯୋଜନା ବୈଠକରେ ବିଧାୟକ ବାପା ଓ ଜିଲ୍ଲା ପରିଷଦ ଝିଅଙ୍କ କଳି ପରେ ଏହି ଚର୍ଚ୍ଚା ସୃଷ୍ଟି ହୋଇଛି । କନକ ନ୍ୟୁଜକୁ ମନ୍ତବ୍ୟ ଦେଇ ବାପା ପୂର୍ଣ୍ଣଚନ୍ଦ୍ର ବାକା କହିଛନ୍ତି, ଝିଅ କଥାରେ ଦମ…