Daily Archives

July 23, 2021

ପେଗାସସ୍ ଗୁଇନ୍ଦାଗିରିକୁ ନେଇ ଥମୁନି ବିବାଦ । କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ହାତରୁ କାଗଜ ଛଡେଇ ଚିରିବା ଘଟଣାରେ ହେଲା…

କନକ ବ୍ୟୁରୋ: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡ଼ାଇବା ଘଟଣାରେ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସଂସଦର ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକାଳରେ ସେ ଯୋଗଦେଇ ପାରିବେ ନାହିଁ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ…

ଲଗାଣ ବର୍ଷା ପରେ ମହାରାଷ୍ଟ୍ରରେ ବନ୍ୟା ବିତ୍ପାତ । ଭୂସ୍ଖଳନ ଯୋଗୁଁ ଚାଲିଗଲା ୩୬ ଜଣଙ୍କ ଜୀବନ । ବନ୍ୟା ପ୍ରପୀଡ଼ିତଙ୍କ…

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି । ରାଜସ୍ଥାନ, ମହାରାଷ୍ଟ୍ର ଓ ତେଲେଙ୍ଗାନା, ଆନ୍ଧ୍ରରେ ବନ୍ୟା ବିତ୍ପାତ । ଲଗାଣ ବର୍ଷା ପାଇଁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଭୟଙ୍କର ବନ୍ୟା ପରିସ୍ଥିତି । ବର୍ଷା ଓ ବନ୍ୟା ଫଳରେ କୋଙ୍କଣ କ୍ଷେତ୍ରରେ ଥିବା ରାୟଗଡ ଓ ରତ୍ନଗିରି…

କରୋନା ଭିତରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ । ଟୋକିଓରେ ପହଁଚିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

କନକ ବ୍ୟୁରୋ: କରୋନା ଡର ଭିତରେ ଟୋକିଓରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ । କ୍ରୀଡାଗ୍ରାମରେ ପାଖାପାଖି ୮୦ରୁ ଅଧିକ ଖେଳାଳି ଓ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହେବା ପରେ ଉଦ୍ଘାଟନି ଉତ୍ସବ ଉପରେ ରହିଥିଲା ସମସ୍ତଙ୍କ ନଜର । ବେଶୀ ଜାକଜକମରେ ନହେଲେ ବି ଭାଗ ନେଉଥିବା ଦେଶର…

ଓଡ଼ିଶା କ୍ରିକେଟ ଦଳର ଦାୟିତ୍ୱ ନେବା ପରେ ଭୁବନେଶ୍ୱର ପହଞ୍ଚିଲେ କୋଚ୍ ୱାସିମ ଜାଫର । ବିମାନବନ୍ଦର ଅପେକ୍ଷା ଗୃହରେ…

କନକ ବ୍ୟୁରୋ: ଅତିଥିଙ୍କୁ ସମ୍ମାନ ଦେବା ଓଡିଆଙ୍କ ପରିଚୟ । ହେଲେ ଆଜି ବିମାନବନ୍ଦରରେ ଯେଉଁ ଘଟଣା ଘଟିଲା ତାହା ଆମ ସମସ୍ତଙ୍କୁ ଦୁଃଖିତ ଓ ଚକିତ କରିଛି । ଓଡିଶା ରଣଜୀ ଟିମର କୋଚ୍ ଭାବେ ଦାୟିତ୍ୱ ପାଇ ଓଡିଶା ଆସିଛନ୍ତି ୱାସିମ ଜାଫର । ହେଲେ ତାଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର…

ନୀଳକନ୍ଦରକୁ ବିଜେ କରୁଛନ୍ତି ନୀଳମଣି । ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ କଲେ ମାନଭଞ୍ଜନ । ରତ୍ନବେଦୀରେ ଚତୁର୍ଦ୍ଧାମୂରତି

କନକ ବ୍ୟୁରୋ: ମହାପ୍ରଭୁଙ୍କ ମାନବୀୟ ଲୀଳା । ବଡ଼ ଭାଇ ଓ ସାନ ଭଉଣୀଙ୍କୁ ଧରି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିବା ବିଧି ରହିଛି । ଘୋଷଯାତ୍ରା ପରେ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ବେଳେ…

୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ । ବିଦେଶମନ୍ତ୍ରୀ ଓ ଏନଏସଏଙ୍କ ସହ…

କନକ ବ୍ୟୁରୋ : ଆମେରିକାର ବୈଦେଶିକମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଜୁଲାଇ ୨୭-୨୮ ଦୁଇଦିନ ଧରି ସେ ଭାରତରେ ରହିବେ । ସେ ବୈଦେଶିକମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା । ଏହି ସମୟରେ ସେ ଭାରତର ବୈଦେଶିକମନ୍ତ୍ରୀ ଏସ.ଜୟଶଂକର ଓ ଜାତୀୟ…