Daily Archives

July 26, 2021

ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର ବିବାଦୀୟ ଡେମଚୋକ୍ କ୍ଷେତ୍ରରେ ଦେଖିବାକୁ ମିଳିଲା ଚାଇନା ଟେଣ୍ଟ ।

କନକ ବ୍ୟୁରୋ: ପୂର୍ବ ଲଦାଖର ବିବାଦୀୟ କ୍ଷେତ୍ର ଡେମଚୋକରେ ଚୀନର ଟେଣ୍ଟ୍ । ଏପରି ଖବର ଏବେ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଡେମଚୋକ୍ କ୍ଷେତ୍ରର ଭାରତୀୟ ପଟେ ଚୀନର କିଛି ନାଗରିକ ତମ୍ବୁ ଟାଣି ରହୁଛନ୍ତି । ଭାରତୀୟସେନା ପକ୍ଷରୁସେମାନଙ୍କୁ ନିଜ କ୍ଷେତ୍ରକୁ ଫେରିଯିବା…

ଅଗଷ୍ଟରେ ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ୪ ତାରିଖରେ  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇପାରେ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ଏବେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ନିଜ ପ୍ରିୟ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ । ଆଉ ଏହାରି ଭିତରେ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା କରିବାକୁ ନେଇ ଆସନ୍ତା ୪…

ଦେଶରେ ବଢୁଛି ବେକାରୀ । ଗୋଟିଏ ସପ୍ତାହରେ ଏକ ପ୍ରତିଶତରୁ ଅଧିକ ବଢିଗଲା ବେରୋଜଗାରୀଙ୍କ ସଂଖ୍ୟା ।

କନକ ବ୍ୟୁରୋ: ଦେଶରେ ପୁଣି ବଢିଲା ବେକାରୀ । ମାତ୍ର ଗୋଟିଏ ସପ୍ତାହରେ ୧ ପ୍ରତିଶତରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି । ଜୁଲାଇ ୧୮ ତାରିଖରେ ଦେଶରେ ୫.୯୮ ପ୍ରତିଶତ ଲୋକଙ୍କ ପାଖରେ କାମ ନଥିଲା ଅର୍ଥାତ ୧୦୦ ଜଣରେ ପାଖାପାଖି ୬ ଜଣଙ୍କ ପାଖରେ କାମ ନଥିଲା । ତେବେ ଜୁଲାଇ ୨୫ ତାରିଖ ବା ସପ୍ତାହକ…

କର୍ଣ୍ଣାଟକରେ ବଡ଼ ଧରଣର ରାଜନୈତିକ ହଲଚଲ । ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ୟେଦିୟୁରପ୍ପା ।  କିଏ ହେବ ପରବର୍ତ୍ତୀ…

କନକ ବ୍ୟୁରୋ: ଅନେକ ଦିନର କଳ୍ପନା ଜଳ୍ପନା ଭିତରେ ଶେଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଏସ ୟେଦିୟୁରପ୍ପା । ଗତ କିଛି ଦିନ ଧରି ୟେଦିୟୁରପ୍ପାଙ୍କ ଇସ୍ତଫା ନେଇ କର୍ଣ୍ଣାଟକରୁ ଦିଲ୍ଲୀ ଜୋର ଧରିଥିଲା ରାଜନୀତି । ଅନେକ ଥର ଇସ୍ତଫା କଥାକୁ ଅସ୍ୱୀକାର କରିଥିଲେ ବି…

ପଶ୍ଚିମବଙ୍ଗ ପରେ ଦିଲ୍ଲୀ ଉପରେ ଦିଦିଙ୍କ ନଜର । ୪ ଦିନିଆ ଗସ୍ତରେ କରିବେ ବୈଠକ ପରେ ବୈଠକ । ସୋନିଆ ଗାନ୍ଧୀ, ଶରଦ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଉପରେ ନଜର । ଯାହାକୁ ନେଇ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ । ଏହି ସମୟରେ ବିଜେପି ବିରୋଧୀ ସାମ୍ମୁଖ୍ୟର ରୂପରେଖ…

ଟ୍ରାକ୍ଟର ଚଲାଇ ସଂସଦ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୃଷି ଆଇନକୁ ବିରୋଧ କରି ଲଗାତର ବିରୋଧ ପ୍ରଦର୍ଶନ…

କନକ ବ୍ୟୁରୋ: ଟ୍ରାକ୍ଟରରେ ସଂସଦ ଗଲେ ରାହୁଲ ଗାନ୍ଧି । ନିଜେ ଟ୍ରାକ୍ଟର ଚଲାଇ ସଂସଦକୁ ଯାଇଛନ୍ତି ରାହୁଲ ଗାନ୍ଧିି । କୃଷି ଆଇନକୁ ବିରୋଧ କରି ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ କୃଷକଙ୍କୁ ସମର୍ଥନ କରି ରାହୁଲ ଗାନ୍ଧି ଟ୍ରାକ୍ଟରରେ ଯାଇଥିଲେ । ରାହୁଲ କହିଛନ୍ତି, ଏହି…