Daily Archives

July 24, 2021

ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ନେଇ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ସମସ୍ୟା । ପ୍ରମାଣ ସଂଗ୍ରହ କରିବାରେ ଲାଗିଛି…

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଜୁହୁ ସ୍ଥିତ ଘରେ ପହଁଚିଥିଲା ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ । ଅଧିକ ତଥ୍ୟ ପାଇଁ କୁନ୍ଦ୍ରାଙ୍କ ଘରେ ଯାଞ୍ଚ କରିଛି…

୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦେଶରେ ଉପଲବ୍ଧ ହୋଇପାରେ ଟିକା । ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ…

କନକ ବ୍ୟୁରୋ: କୋଭିଡର ତୃତୀୟ ଲହର ପିଲାଙ୍କ ପାଇଁ ବେଶୀ ଭୟଙ୍କର ଥିବା ଆଶଙ୍କା ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଦେଇଛନ୍ତି ଏକ ଖୁସି ଖବର । ଖୁବଶୀଘ୍ର ଦେଶର ଛୋଟ ଛୋଟ ପିଲାଙ୍କୁ ଦିଆଯିବ କରୋନା ନିରୋଧି ଟିକା କୋଭାକ୍ସିନ । ଭାରତରେ ୧୮ ବର୍ଷରୁ କମ୍ ପିଲାଙ୍କ ଠାରେ କରୋନା…

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତିି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର…

କନକ ବ୍ୟୁରୋ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର, ଗୋଆ, ବିହାର, କର୍ଣ୍ଣାଟକ । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଏହି ସବୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରରେ ୧୧ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ଉଦ୍ଧାର…

ଟୋକିଓରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ । ଚମକିଲେ ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି…

କନକ ବ୍ୟୁରୋ: ଟୋକିଓରେ ଦେଖିବାକୁ ମିଳିଛି ଦୁଇ ଓଡ଼ିଆଙ୍କ ଦମଦାର ପ୍ରଦର୍ଶନ । ଗୋଲ କରିବାରେ ସମର୍ଥ ହୋଇନାହାନ୍ତି ସତ, କିନ୍ତୁ ଏକାଧିକ ଗୋଲ ଅଟକାଇ ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନରେ ଶ୍ରେଷ୍ଠ ଯୋଗଦାନ ଦେଇଛନ୍ତି ଉପ-ଅଧିନାୟକ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ । ଆଜି ପୁରୁଷ…

କେନ୍ଦ୍ର କଂଗ୍ରେସରେ ଚାଲିଛି ରାଜ୍ୟ ଅଧ୍ୟକ୍ଷ ବଦଳି ଋତୁ । ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ ବଦଳିଲେ ଅଧ୍ୟକ୍ଷ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର କଂଗ୍ରେସ ପକ୍ଷରୁ ରାଜ୍ୟମାନଙ୍କର ଅଧ୍ୟକ୍ଷ ବଦଳି କରାଯାଉଛି । ଏହି କ୍ରମରେ ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇଛି । ଆସାମରେ ଭୂପେନ ବୋରାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ…

ଟୋକିଓରେ ଟେକ ରଖିଲେ ମୀରାବାଇ ଚାନୁ । ୪୯ କେଜି ଭାରୋତ୍ତଳନରେ ଭାରତ ପାଇଁ ଆଣିଲେ ରୌପ୍ୟ ପଦକ ।

କନକ ବ୍ୟୁରୋ: କୌଣସି ଭାରତୀୟ ମହିଳା ଭାରୋତ୍ତଳକଙ୍କ ବେକରେ ସଫଳତାର ମେଡାଲ ଝୁଲିବାକୁ ଯେଉଁ ଦୁଇ ଦଶନ୍ଧୀର ଅପେକ୍ଷା ଥିଲା, ସେହି ଅପେକ୍ଷାର ଅନ୍ତ ହୋଇଛି । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଭାରୋତ୍ତଳନରୁ ଆସିଛି ଅଲିମ୍ପିକ୍ସ ପଦକ । ପ୍ରଥମ ଦିନରେ ରୌପ୍ୟ ପଦକ ଆଣି ଟୋକିଓ ଅଲିମ୍ପିକ୍ସରେ…