Daily Archives

July 10, 2021

ଲଣ୍ଡନ ପାଇଁ ବିପଦ ଆଣିଲାଣି ୟୁରୋ କପ୍ । କୋଭିଡ୍ ନିୟମ ନ ମାନି ଷ୍ଟାଡିଅମରେ ଦର୍ଶକଙ୍କ ଭିଡ ବଢିବା ନେଇ ଚିନ୍ତା ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଫିକା ପଡିବା ସହ ୟୁରୋପରେ ଅନୁଷ୍ଠିତ ହୋଇଛି ୟୁରୋ କପ-୨୦୨୦ । ଆଉ ଏହି ସମୟରେ ଷ୍ଟାଡିଅମରେ ଦେଖିବାକୁ ମିଳୁଛି ପ୍ରଶଂସକଙ୍କ ଖଚାଖଚ ଭିଡ । ଖାଲି ସେତିକି ନୁହେଁ ରାସ୍ତାରେ ମଧ୍ୟ ଫୁଟବଲ ପ୍ରେମୀଙ୍କ ଜବରଦସ୍ତ ଉତ୍ସବ ଦେଖିବାକୁ ମିଳିଛି । ଯାହା କରୋନାର…

ତ୍ରିପୁରାରେ ବଢୁଛି ଡେଲ୍ଟା ପ୍ଲସର ମାମଲା । ୯୦ ପ୍ରତିଶତ ଆକ୍ରାନ୍ତଙ୍କ ନମୁନାରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ।

କନକ ବ୍ୟୁରୋ: ପୂର୍ବାଞ୍ଚଳରେ ତିନୋଟି ରାଜ୍ୟ ଆସାମ, ମଣିପୁର ଏବଂ ମିଜୋରାମରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବାପରେ ତ୍ରିପୁରାରେ ମଧ୍ୟ ଡେଲ୍ଟା ପ୍ଲସକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତ୍ରିପୁରା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ରିପୁରାରେ ସଂକ୍ରମିତ…

ଚିନ୍ତା ବଢାଉଛି କରୋନା ସଂକ୍ରମଣ । କେରଳ ଓ ମହାରାଷ୍ଟ୍ରରେ ପୁଣି ଉପର ମୁହାଁ କରୋନା ଗ୍ରାଫ । ଦେଶରେ ଗତ ୨୪ ଘଣ୍ଟାରେ…

କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ବି ହୋଇନି ଏବେ ତୃତୀୟ ଲହରକୁ ନେଇ ଚିନ୍ତା ଦେଖା ଦେଲାଣି । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା କମିବା ପରେ ହଠାତ ପୁଣି ଉପର ମୁହାଁ ହେବା ଦେଶରେ ତୃତୀୟ ଲହରର ଆଶଙ୍କାକୁ ବଢାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୨, ୭୬୬ ଜଣ…

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି । ୟୁପି ସରକାରଙ୍କ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲକୁ ନେଇ ବିତର୍କ…

କନକ ବ୍ୟୁରୋ: ୨୦୨୨ରେ ନିର୍ବାଚନକୁ ଯାଉଥିବା ଉତ୍ତରପ୍ରଦେଶରେ ପ୍ରସ୍ତୁତ ହୋଇଛି ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲ । ଆଉ ଏହାର ଡ୍ରାଫ୍ଟ ଅନୁସାରେ... - ଦୁଇରୁ ଅଧିକ ସନ୍ତାନ ଥିଲେ ଜଣେ ସ୍ଥାନୀୟ ନିର୍ବାଚନ ଲଢିପାରିବ ନାହିଁ - ସରକାରୀ ଚାକିରି ପାଇଁ ଆବେଦନ ଉପରେ ମଧ୍ୟ ରୋକ୍ ଲାଗିଛି -…

ବିଭିନ୍ନ ଦେଶରେ କଟକଣା କୋହଳ ହେଉଥିବାରୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମୁଖ୍ୟ ବୈଜ୍ଞାନିକ ସୌମ୍ୟା…

କମିନାହିଁ ମହାମାରୀ ଡବ୍ଲୁଏଚ୍ଓ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ ୨୪ ଘଣ୍ଟାରେ ବିଶ୍ୱରେ ୫ ଲକ୍ଷ ନୂଆ ମାମଲା ୯,୩୦୦ ଜଣଙ୍କ ଜୀବନ ନେଇଛି କରୋନା ଗତ ୨୪ ଘଣ୍ଟାର ସୂଚନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ସତର୍କ କରାଇଛନ୍ତି ।…

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ । ଜାତିଭିତ୍ତିକ ପ୍ରତିନିଧିତ୍ୱ ଓ…

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ବଢିଛି । ମୋଦୀଙ୍କ କ୍ୟାବିନେଟରେ ନୂଆ ମନ୍ତ୍ରୀଙ୍କୁ ନେଇ ଏକ ଟ୍ୱିଟ୍ କରିଛନ୍ତି ଅମର । ସେ ଲେଖିଛନ୍ତି, ୩୬ ଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୨୬ ଜଣ ପ୍ରଫେସନାଲ୍ ଅଛନ୍ତି । ୧୩ ଜଣ ଓକିଲ, ୬ ଜଣ…