Daily Archives

July 25, 2021

କୋରାପୁଟରେ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ଗୋଟିଏ ଏକର ଚାଷରୁ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ କରୁଛନ୍ତି…

କନକ ବ୍ୟୁରୋ : କୋରାପୁଟ ଲମତାପୁଟ ଅଂଚଳରେ ଏବେ ମହିଳାମାନେ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ବାଂଗୁରୁପଡ଼ା, ପଇବେଡା, କନାଗାଁ, ରାଣୀତୋଟା ଭଳି ଗାଁରେ ଶହେ ଏକରରୁ ଅଧିକ ଜମିରେ ଏଥର ତରଭୁଜ ଚାଷ ହୋଇଛି । ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିହନ ଯୋଗାଇବା ସହ ଚାଷ ପାଇଁ ପାଣିର…

ବାୟୋଫ୍ଲକ୍ସ ମାଛ ଚାଷ କରିଛି ସ୍ୱାବଲମ୍ବୀ । ବାୟୋଫ୍ଲକ୍ସ ମାଛ ଚାଷ କରି ସଫଳ ହୋଇଛନ୍ତି ଯୁବ ଚାଷୀ ସୀତାଂଶୁ, ନିଜେ…

କନକ ବ୍ୟୁରୋ : କରୋନା ଯୋଗୁଁ ନିଜର ବୃତ୍ତି ପ୍ରଭାବିତ ହେବା ପରେ ଶିକ୍ଷିତ ଯୁବକଙ୍କୁ ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ । ନିଜସ୍ୱ ଉଦ୍ୟମରେ ବାୟୋଫ୍ଲକ୍ସ ମାଛ ଚାଷକରି ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହେଉଛି ଯାଜପୁର ଜିଲ୍ଳା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ନିକଟ ପଣସୁଧା…

ରାଜ୍ୟ ଓ ରାଜ୍ୟ ବାହାରେ ମିଳିବ ମାଲକାନଗିରି ପଣସ ଚିପସ୍ । ୨୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନେଇଛନ୍ତି ତାଲିମ…

କନକ ବ୍ୟୁରୋ : ରାଜ୍ୟ ଓ ରାଜ୍ୟ ବାହାରେ ମିଳିବ ପଣସ ଚିପସ୍ । ଗାଁ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିବେ ପଣସ ଚିପସ୍ । ତାଲିମ ଠାରୁ ଆରମ୍ବ କରି ଆବଶ୍ୟକ ସାମଗ୍ରୀ ଖର୍ଚ୍ଚ ବହନ କରିବ ନାଲକୋ ଫାଉଣ୍ଡେସନ । । ରାଜ୍ୟ ତଥା ରାଜ୍ୟ ବାହାରେ ମିଳିବ କୋରାପୁଟ ପଣସ ଚିପସ୍ର ସ୍ୱାଦ । ବର୍ତମାନ…

କେଉଁ ପରିସ୍ଥିତିରେ ଆସିବ କରୋନାର ତୃତୀୟ ଲହର ? ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କହିଲେ, ନୁଆ ଭାରିଆଣ୍ଟ ବ୍ୟାପକ ଭାବେ…

କନକ ବ୍ୟୁରୋ : କେବେ ଆସିବ କରୋନାର ତୃତୀୟ ଲହର ? କେଉଁ ପରିସ୍ଥିତିରେ ଆସିବ ତୃତୀୟ ଲହର ? ଯଦି ଆସିବ ଏହା କେତେ ଭୟଙ୍କର ହେବ ? ଏଭଳି କିଛି ଆକଳନ ଭିତରେ ଏକ ବଡ଼ ବୟାନ ରଖିଛନ୍ତି ଦିଲ୍ଲୀ ସବଦରଜଙ୍ଗ ହସ୍ପିଟାଲର ବରିଷ୍ଠ ଡାକ୍ତର ଜୁଗଲ କିଶୋର । ସେ କହିଛନ୍ତି ମୁଖ୍ୟତଃ ଦୁଇଟି ପରିସ୍ଥିତିରେ…

ୟୁଏଇରେ ବାକିଥିବା ଆଇପିଏଲ ମ୍ୟାଚ ପାଇଁ ବିସିସିଆଇ ଘୋଷଣା କଲା ତାରିଖ । ଜାଣନ୍ତୁ କେବେ କାହା ସହିତ ରହିଛି ମ୍ୟାଚ୍

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୟୁଏଇ ଠାରେ ଆୟୋଜିତ ହୋଇଥିବା ଆଇପିଏଲର ବାକି ମ୍ୟାଚ ପାଇଁ ତାରିଖ ଘୋଷଣା କରିଛନ୍ତି । ବିସିସିଆଇର ସୂଚନା ମୁତାବକ ୟୁଏଇରେ ୨୭ ଦିନ ଅବଧି ମଧ୍ୟରେ ବାକିଥିବା ୩୧ ଟି ମ୍ୟାଚ୍ ଖେଳାଯିବ । କହିରଖୁ କି କରୋନା ସଂକ୍ରମଣ କାରଣରୁ…

ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । 

କନକ ବ୍ୟୁରୋ: ତାଲାବନ୍ଦ ଯେତେ ରୋଜଗାର ବାଟ ବନ୍ଦ କରିଦେଲା । ଭୂତାଣୁ ଯେବେ ମଣିଷକୁ ଭୋକ ଯନ୍ତ୍ରଣା ଭିତରକୁ ଠେଲି ଦେଇଥିଲା । ଠିକ୍ ସେତେବେଳେ କଁସାଏ ପଖାଳ ଓ ଗୋଟିଏ ପିଆଜ ଧରି, ୟୁଟ୍ୟୁବ୍ ଜରିଆ ଆପଣଙ୍କ ସାମ୍ନାକୁ ଆସିଥିଲେ ଜଣେ ଦିନ ମଜୁରିଆ ସରଳତା, ସଂଘର୍ଷ ଓ ଗରିବ ମଣିଷର ଜୀବନ…