Daily Archives

July 19, 2021

ପଞ୍ଜାବ କଂଗ୍ରେସରେ ଆସିଲେ କି ନୂଆ କ୍ୟାପ୍ଟେନ । ସିଦ୍ଧୁଙ୍କ ପିସିସି ସଭାପତି ନିଯୁକ୍ତି ପରେ ବଡ ଧରଣର ବିବାଦ ନେଇ…

କନକ ବ୍ୟୁରୋ: ପଂଜାବ କଂଗ୍ରେସରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ନେଲେ ବଡ ନିଷ୍ପତ୍ତି । ଯେଉଁଥିରେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଦାୟିତ୍ୱ ମିଳିବା ପରେ ଗାନ୍ଧୀ ପରିବାରକୁ ଧନ୍ୟବାଦ…

ଆପଣଙ୍କ ଫୋନ ଉପରେ ଅଧିକ ରହିପାରେ ‘ପେଗାସସ୍’ର ନିୟନ୍ତ୍ରଣ, ଫୋନରେ ଆପଣ କିଛି ନକଲେ ବି ସବୁ ତଥ୍ୟକୁ କରିପାରିବ ହ୍ୟାକ୍…

କନକ ବ୍ୟୁରୋ: ପେଗାସସ୍ ସ୍ପାଏ ୱେରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆପଣଙ୍କ ଫୋନକୁ ଏହି ସଫ୍ଟୱେର କେତେ ମାତ୍ରାରେ ନିୟନ୍ତ୍ରଣ କରିପାରିବ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇସ୍ରାଏଲ କଂପାନୀ ଦ୍ୱାରା ତିଆରି ହୋଇଥିବା ଏହି ସ୍ପାଏ ସଫ୍ଟୱେର ଯଦି ଆପଣଙ୍କ ଫୋନକୁ ଟାର୍ଗେଟ୍ କରେ,…

ମାଓ ସଙ୍ଗଠନରେ ଭେଦଭାବ । ଓଡିଶା କ୍ୟାଡର ମାଓବାଦୀଙ୍କୁ ନା ମିଳୁଛି ପଦୋନ୍ନତି, ନା ମିଳୁଛି ଉଚିତ ସ୍ୱାସ୍ଥ୍ୟ ସେବା ।

କନକ ବ୍ୟୁରୋ: ମାଓ ସଙ୍ଗଠନରେ ଭେଦଭାବ । ଓଡିଶା କ୍ୟାଡର ମାଓବାଦୀଙ୍କୁ ନା ମିଳୁଛି ପଦୋନ୍ନତି, ନା ମିଳୁଛି ଉଚିତ ସ୍ୱାସ୍ଥ ସେବା । ପୁଲିସ ଡିଜିଙ୍କ ନିକଟରେ ଛତିଶଗଡ କ୍ୟାଡର ର ମାଓ ନେତ୍ରୀ ରାମେ ପଡିଆମି ଓରଫ ସବିତାଙ୍କ ଅଭିଯୋଗ ଏବେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।  ପଡିଆମିଙ୍କ ଅଭିଯୋଗ…

ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । 

କନକ ବ୍ୟୁରୋ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ତାତିଥିଲା, ତାହା ହେଉଛି ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ । ଇସ୍ରାଏଲର ସ୍ପାଏ ଓୟାର ଜରିଆରେ ଭାରତରେ ନେତାଙ୍କ ଠାରୁ ବୈଜ୍ଞାନିକଙ୍କ ମୋବାଇଲ ଫୋନ୍ ହ୍ୟାକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ।…

ବାହୁଡ଼ା ଯାତ୍ରା ପାଇଁ କଟକଣା ଲଗାଇଛି ପୁରୀ ପ୍ରଶାସନ । ଡ୍ରୋନ ଉଡାଇ ରହିବ ଲୋକଙ୍କ ଛାତ ଉପରେ ନଜର । ବାହାର ଲୋକ ଯାଇ…

କନକ ବ୍ୟୁରୋ: ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମହାପ୍ରଭୁଙ୍କ ବାହୁଡା ଯାତ୍ରା କିଭଳି ସୁରୁଖୁରରେ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରିଛି ପ୍ରଶାସନ । ବିଶେଷକରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେମିତି କେତେ ଜଣ ବାହାର ଲୋକ ବଡଦାଣ୍ଡକୁ ଚାଲି ଆସିଥିଲେ, ତାର ପୁନରାବୃତି…

ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ…

କନକ ବ୍ୟୁରୋ: ଆଜି ସଂସଦରେ ଯେଉଁ ଘଟଣା ଘଟଲା ତାହା ବୋଧହୁଏ ପୂର୍ବରୁ କେବେ ଘଟି ନଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁହାଇ ଦେଇନଥିଲେ ବିରୋଧୀ । କ୍ୟାବିନେଟ୍ ସଂପ୍ରସାରଣ ପରେ ନୂଆ ମନ୍ତ୍ରୀମାନଙ୍କ ସହ ମୋଦୀ ପରିଚୟ କରାଇଥାନ୍ତେ । ଆରମ୍ଭରେ ମୋଦୀ ସେମାନଙ୍କ ପରିଚୟ କରିବା ପାଇଁ ଠିଆ ହେଲେ…