Daily Archives

July 28, 2021

ଫାଇଜର ଓ ଆଷ୍ଟ୍ରାଜେନିକା ଟିକାକୁ ନେଇ ଲ୍ୟାନସେଟର ଚିନ୍ତାଜନକ ରିପୋର୍ଟ । ୧୦ ସପ୍ତାହ ପରେ ୫୦ ପ୍ରତିଶତ କମିଯାଉଛି…

କନକ ବ୍ୟୁରୋ: ଫାଇଜର ଓ ଆଷ୍ଟ୍ରାଜେନିକା ଟିକାକୁ ନେଇ ଲ୍ୟାନସେଟର ଚିନ୍ତାଜନକ ରିପୋର୍ଟ । ୧୦ ସପ୍ତାହ ପରେ ୫୦ ପ୍ରତିଶତ କମିଯାଉଛି ଟିକା ନେଇ ତିଆରି ହୋଇଥିବା ପ୍ରତିରୋଧ ଶକ୍ତି । ୨ରୁ ୩ ମାସ ପରେ ହ୍ରାସ ପାଉଛି ସଂପୂର୍ଣ୍ଣ ଆଣ୍ଟିବଡି । ୟୁନିଭରସିଟି କଲେଜ ଲଣ୍ଡନର ଅଧ୍ୟୟନରୁ ଏପରି…

ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଭାରତ ଗସ୍ତ । କହିଲେ,  ଭାରତ ସହ ସମ୍ପର୍କ ଓ ସହଯୋଗିତା ବୃଦ୍ଧି କରିବ…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଭାରତରେ ପହଁଚିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ଗସ୍ତର ପ୍ରଥମ ଦିନରେ ସେ ଭାରତର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର ସହ ସାକ୍ଷାତ କରିଛନ୍ତି । ପରେ ରାଷ୍ଟ୍ରୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଛନ୍ତି…

ଆଜିଠୁ କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ ।

କନକ ବ୍ୟୁରୋ: କର୍ଣ୍ଣାଟକରେ ଆରମ୍ଭ ହେଲା ବାସବରାଜ ବୋମାଇଙ୍କ ସରକାର । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ । ରାଜ୍ୟପାଳ ଥାବର ଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଆଉ ଏହାପରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ କରାଯିବ ବୋଲି…

କରୋନା କାଳରେ ମଣିଷ ହେଉଛି କଲବଲ । ଚାପଗ୍ରସ୍ତ ହୋଇ ଚରମ ନିଷ୍ପତ୍ତି ନେଉଛି କି ମଣିଷ?

କନକ ବ୍ୟୁରୋ : କରୋନା କାଳରେ କଲବଲ ହେଉଥିବା ମଣିଷର ଚାପ ଆହୁରି ବଢ଼ିଯାଇଛି ଯେତେବେଳେ ତଲାବନ୍ଦ ଯୋଗୁଁ ଅନେକ କିଛି ଓଲଟପାଲଟ ହୋଇଯାଇଛି । ରୋଜଗାର ଯାଇଛି, ଆୟ କମିଛି, ବେଉସା ଯାଇଛି, ରୋଗ ପାଇଁ ଖର୍ଚ୍ଚ ବଢ଼ିଛି । ଆଉ ଚାପରେ ଥିବା ମଣିଷ ଅନେକ ସମୟରେ ଚରମ ନିଷ୍ପତି ନେବାର ଏକାଧିକ ନଜିର…

ଦିଲ୍ଲୀରେ ଦିଦିଙ୍କ ଡେରା । ହେବିୱେଟ ନେତାଙ୍କୁ ଭେଟୁଛନ୍ତି ମମତା । ସେପଟେ ବିଜେପି ରଖିଛି ତେରେଛା ନଜର ।

କନକ ବ୍ୟୁରୋ: ଦିଲ୍ଲୀରେ ଦିଦିଙ୍କ ଡେରା । ୪ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୁଛନ୍ତି ମାରାଥନ ମିଟିଂ । ବିଜେପି ବିରୋଧି ସାମୁଖ୍ୟକୁ ଜୋରଦାର କରିବା ପାଇଁ ଗୋଟିଏ ପରେ ଗୋଟିଏ ହେବିୱେଟ ନେତାଙ୍କୁ ଭେଟୁଛନ୍ତି ମମତା । ଆଜି କଂଗ୍ରେସ ସୁପ୍ରିମୋ…

ରାଜ୍ୟରେ ଖୋଲିବ ମେଡିକାଲ କଲେଜ । ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଲେ ଏସିଏସ୍ ।

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ଏବେ ଦିନକୁ ଦିନ ତଳମୁହାଁ ହେଉଥିବାବେଳେ ଏପରି ସ୍ଥିତିରେ ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବନ୍ଦ ପଡିଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍ ପ୍ରଦୀପ୍ତ…