Daily Archives

July 12, 2021

ବଜ୍ରପାତ ସାଜିଲା କାଳ । ରାଜସ୍ଥାନ, ଜୟପୁର ଅମେର ଦୁର୍ଗ ନିକଟରେ ସେଲଫି ଉଠାଇବା ବେଳେ ବଜ୍ରପାତରେ ଗଲା ୧୧ ଜଣଙ୍କ ଜୀବନ…

କନକ ବ୍ୟୁରୋ: ଜୀବନ ନେଲା ଆକାଶ ବିଜୁଳି । ରବିବାର ରାଜସ୍ଥାନ ଜୟପୁର ସ୍ଥିତ ଅମେର ଫର୍ଟରେ ଜମିଥିଲା ପର୍ଯ୍ୟଟକଙ୍କ ଗହଳି । ଆଉ ଏତିକି ବେଳେ ପ୍ରକୃତି ସାଜିଲା କାଳ । ହଠାତ ବଜ୍ରାଘାତରେ ଟଳିପଡିଲେ ୧୧ ଜୀବନ । ଅମେର ଦୁର୍ଗ ବୁଲିବାକୁ ଯାଇଥିବା ଅନେକ ପର୍ଯ୍ୟଟକ ସେଲଫି ନେବା ସମୟରେ ବିଜୁଳି…

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ରାସ୍ତାରେ ବହିଲା ବନ୍ୟାପାଣି । ଭାସିଗଲା ଦୋକାନ ଘର ସହ ଏକାଧିକ କାର୍ ।

କନକ ବ୍ୟୁରୋ: ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଦେଶରେ ଲଢେଇ ଚାଲିଥିବାବେଳେ, ଏବେ ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଧନ,ଜୀବନ ପ୍ରଭାବିତ କରିଛି । ହିମାଚଳରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ବାଦଲ ଫଟା ବର୍ଷାରେ ଧର୍ମଶାଳାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା…

ପର୍ଯ୍ୟଟନରେ ସୃଷ୍ଟି ହେଲା ନୂଆ ଧାରା । ଭର୍ଜିନ ଗାଲାଟିକରେ ୯୦ ମିନିଟର ଯାତ୍ରା କଲେ ରିଚାର୍ଡ ବ୍ରାନସନ୍ । ଜିରୋ…

କନକ ବ୍ୟୁରୋ: ଦେଶରେ ପ୍ରତିଦିନର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାକୁ ନେଇ ବୈଜ୍ଞାନିକ ବିପିନ ଶ୍ରୀବାସ୍ତବ ମଡେଲ ପ୍ରସ୍ତୁତ କରିଛନ୍ତି । ତେବେ ବଡ଼କଥା ହେଉଛି, ପ୍ରତିଦିନ ଯେତିକି ମୃତ୍ୟୁ ରେକର୍ଡ ହେଉଛି, ତାହା ୨୪ ଘଣ୍ଟାର ମୃତ୍ୟୁ ନୁହେଁ । ଅଡିଟ୍ ପରେ ରାଜ୍ୟ ସରକାର ଏହାକୁ ଧିରେ ଧିରେ…

କଂଗ୍ରେସ ରାଜନୀତିରେ ପୁଣି ଝଡ । ସଂସଦୀୟ ଦଳ ନେତା ପଦରୁ ହଟିବେ ଅଧିର ରଞ୍ଜନ ଚୌଧୁରୀ । ଲିଷ୍ଟରେ ବି ନାହିଁ ରାହୁଲଙ୍କ…

କନକ ବ୍ୟୁରୋ : କଂଗ୍ରେସ ଏବେ ସଂସଦରେ ନିଜ ଦଳର ନେତା ଅର୍ଥାତ ସଂସଦୀୟ ଦଳ ନେତା ପଦରୁ ହଟାଇବ ବୋଲି ଜଣାପଡିଛି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ସୋନୀଆ ଗାନ୍ଧୀଙ୍କୁ କଡା ପତ୍ର ଲେଖି ସମାଲୋଚିତ କରୁଥିବା କୌଣସି ନେତାଙ୍କୁ ଏହି ପଦରେ ଅଧିଷ୍ଠିତ କରାଯାଇ ପାରେ । ଅଧିର ରଂଜନ ଚୌଧୁରୀ…

ଆସିଗଲା କି ତୃତୀୟ ଲହର? ବିଶିଷ୍ଟ ବୈଜ୍ଞନିକ ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିପିନ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର କରୋନା ଗ୍ରାଫରୁ ଜଣାପଡୁଛି ଯେ, ଜୁଲାଇ ମାସରେ ସଂକ୍ରମଣ ହାର ୩ ପ୍ରତିଶତ ତଳେ ରହିଥିଲେ ବି ଜୁନ ମାସ ଆରମ୍ଭରେ ଏହା ଯେପରି ଭାବେ ହ୍ରାସ ପାଉଥିଲା, ସେହିଭଳି ଗତିରେ ତଳକୁ ଖସୁନାହିଁ ସଂକ୍ରମଣ । ଭାରତରେ କରୋନା ଦ୍ୱିତୀୟ ଲହର ଶୀର୍ଷକୁ ଯାଇ ତଳକୁ…

ଘୋଷଯାତ୍ରାରେ ତିନିଠାକୁରଙ୍କ ରଥ ଟାଣିଲେ ବାହୁବଳୀ ସେବାୟତ । ଚର୍ଚ୍ଚାରେ ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଏବଂ…

କନକ ବ୍ୟୁରୋ: ଏଥର ରଥଯାତ୍ରାରେ ସେବାୟତଙ୍କ ପାଇଁ ବଢ଼ି ଯାଇଥିଲା ଦାୟିତ୍ୱ । ଭକ୍ତଙ୍କ ଅନୁପସ୍ଥିତରେ ରଥକୁ ଟାଣିବାର ଗୁୁରୁଦାୟିତ୍ୱ ସେବାୟତଙ୍କ ହାତକୁ ଚାଲି ଆସିଥିଲା । ଆଉ ବେଶ ଦାୟିତ୍ୱ ଓ ନିଷ୍ଠାର ସହ ତିନି ରଥକୁ ଟାଣି ନେଇଥିଲେ ସେବାୟତ । ଏହାରି ଭିତରେ ୩ ଜଣ ବାହୁବଳୀ ସେବାୟତଙ୍କ…