Daily Archives

July 17, 2021

ପେସା ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ । ନିଶା ଲୋକଙ୍କୁ ଜମି ଓ ଘର ଦେବା କହି ଠକିବା

କନକ ବ୍ୟୁରୋ: ଜଣେ ନୁହେଁ କି ଦୁଇ ଜଣ ନୁହେଁ,ଏକାଧିକ ଲୋକଙ୍କୁ ଚୁନା ଲଗାଇଛି ଏହି ଠକ, କାହାକୁ ଜମି ଦେବ କହି ଠକିଛି ତ ଆଉ କାହାକୁ ଫ୍ଲାଟ ଦେବ ବୋଲି କହି କୋଟି କୋଟି ଟଙ୍କା ନେଇଯାଇଛି,ହେଲେ ନା କାହାକୁ ଜମି ମିଳିଛି ନା କାହାକୁ ଘର ମିଳିଛି,ଏବେ କମିଶନରେଟ ପୋଲିସ ହାତରେ ଧରାପଡିବା ପରେ…

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା । କ୍ୱାର୍ଟରର ଚାରିକାନ୍ଥ ଭିତରେ କଣ ଘଟିଥିଲା? ଦିନ ଯେତେ ଗଡୁଛି, ରହସ୍ୟ ସେତେ…

କନକ ବ୍ୟୁରୋ: ଅଘଟଣ, ଷଡ଼ଯନ୍ତ୍ର, ହତ୍ୟା । ମୁଖ୍ୟତଃ ଏହି ୩ଟି ବିନ୍ଦୁ ଉପରେ ଘୁରି ବୁଲୁଛି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଆଉ ଏହାରି ଭିତରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ପୁଲିସର ତଦନ୍ତକୁ…

ଉତ୍ତର ପ୍ରଦେଶରେ  କୂଅ ଦୁର୍ଘଟଣାରେ ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ବିଦିଶା ଜିଲ୍ଲାରେ ଘଟିଥିବା କୂଅ ଦୁର୍ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ବର୍ତମାନ ସୁଦ୍ଧା ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ କୂଅ ଖସିପଡିଥିବା ଏକ ୪ବର୍ଷୀୟ ଝିଅକୁ ଉଦ୍ଧାର କରିବାକୁ ଯାଇ ୨୫ରୁ ଅଧିକ ଲୋକେ କୂଅରେ…

ଋଣ ସୁଝୁଛନ୍ତି ସମ୍ବଲପୁରର ଡାକ୍ତର ନାରାୟଣୀ ପଣ୍ଡା । ଜିଏମ୍ ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିବା ପରେ…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସମ୍ବଲପୁରର ନାଁକରା ଡାକ୍ତର ନାରାୟଣୀ ପଣ୍ଡା । ନିକଟରେ ନିଜେ ପଢିଥିବା ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ । ଆଉ ଏବେ ଓଡିଶା ମୁକ୍ତା ବିଶ୍ୱ ବିଦ୍ୟାଳୟକୁ ୧୨ ଲକ୍ଷ ଟଙ୍କା ଦାନ କରିଛନ୍ତି । ନିହାତି ଗରିବ ଓ ମେଧାବୀ ପିଲାଙ୍କ…

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲା…

କନକ ବ୍ୟୁରୋ : ସତର ଛବି ଲୋକଙ୍କୁ ଦେଖାଉଥିବା ଲୋକର ନିର୍ମମ ଭାବେ ହତ୍ୟା । ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରିବା ପଛରେ ରହିଛି ତାଲିବାନର ହାତ । ଯୁଦ୍ଧର କାହାଣୀ ନିଜ କ୍ୟାମେରାରେ କଏଦ କରିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି…

ଅପହରଣ ଘଟଣାର ତଦନ୍ତ କରୁ କରୁ ବଡ଼ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ । ରେଳବାଇରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କାର…

କନକ ବ୍ୟୁରୋ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଦନ୍ତ ଚାଲିଥିଲା ଅପହରଣ ମାମଲାର, ହେଲେ ଗୁମର ଖୋଲିଲା ଠକେଇର । ଚାକିରି ଦେବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ କରି ଶଳା-ଭିଣୋଇଙ୍କୁ ଅପହରଣ କରି ନେଇଥିଲେ କିଛି ଯୁବକ । ଅପହୃତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା…