Daily Archives

July 1, 2021

କୋଭିସିଲ୍ଡକୁ ମିଳିଲା ୟୁରୋପୀୟ ସଂଘର ଅନୁମତି । ଭାରତର ଚାପ ପରେ ୟୁରୋପର ୭ଟି ଦେଶରେ କୋଭିସିଲ୍ଡ ଟିକାକୁ ମିଳିଲା…

କନକ ବ୍ୟୁରୋ : ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ୟୁରୋପୀୟ ସଂଘ । କୋଭିସିଲ୍ଡ ଟୀକାକୁ ମାନ୍ୟତା ଦେଲେ ୭ଟି ୟୁରୋପୀୟ ଦେଶ । ଭାରତର ରାଗ ପରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ୟୁରୋପୀୟ ସଂଘ । ଭାରତ ବୁଧବାର ୟୁରୋପୀୟ ସଂଘର ସଦସ୍ୟ ଦେଶ ଗୁଡିକୁ ଭାରତୀୟ ଟିକା ଏବଂ କୋୱିନ ପ୍ରମାଣ…

୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଆବେଦନ କଲା ଜାଇଡସ୍ କାର୍ଡିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ…

କନକ ବ୍ୟୁରୋ : କିଶୋରଙ୍କୁ ମିଳିବ ଭ୍ୟାକସିନ୍ । ତୃତୀୟ ଟ୍ରାଏଲ ପରେ ଜାଇଡସ୍ କାଡିଲା କମ୍ପାନି, ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଡିସିଜିଆଇକୁ ଆବେଦନ କରିଛି । ବାର ବର୍ଷ ଓ ଅଧିକ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯାଇପାରିବ । ଏହା ଏକ ଡିଏନଏ ଭ୍ୟାକସିନ୍ । ଜରୁରୀକାଳୀନ ବ୍ୟବହାର ପାଇଁ…

ଜାତୀୟ ଡାକ୍ତର ଦିବସରେ ଡାକ୍ତରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ । କହିଲେ କରୋନା ସହିତ ଲଢ଼େଇ କରୁଛି ଦେଶ, ସେନାପତି…

କନକ ବ୍ୟୁରୋ : ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଡାକ୍ତରମାନଙ୍କୁ ପ୍ରଶଂସା କରିବା ଅବସରରେ କହିଛନ୍ତି ଯେ, ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ରୂପ କୁହାଯାଏ ।…

ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୪୮ହଜାର ୪୧୫ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହଜାରେ ଉପରେ । ଡାକ୍ତରଙ୍କ ମତ…

କନକ ବ୍ୟୁରୋ : ୪୦ ହଜାର ତଳକୁ ଦୈନିକ ସଂକ୍ରମଣ ଖସିବା ପରେ ପୁଣି ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ୨ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୮ହଜାର ୪୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ସାମାନ୍ୟ…

ମହାମାରୀ ବେଳେ ପରିବାରକୁ ପର କରି ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦୁଇ ଡାକ୍ତର । ଘରଦ୍ୱାର ଛାଡି ହସ୍ପିଟାଲରେ ରହି…

କନକ ବ୍ୟୁରୋ : ଆଜି ହେଉଛି ଡାକ୍ତର ଦିବସ । କୋଭିଡ ମହାମାରୀ ସମୟରେ ଏହି ଡାକ୍ତର ପାଲଟିଛନ୍ତି ସମ୍ମୁଖ ଯୋଦ୍ଧା । ଆଜି ଆମେ ମାଲକାନଗିରିର ଏମିତି ଦୁଇଜଣ ଡାକ୍ତରଙ୍କ କଥା କହିବୁ ଯିଏ ନିଜ ଜୀବନକୁ ଖାତିର ନ କରି କୋଭିଡ ହସପିଟାଲରେ ରୋଗୀଙ୍କ ଅନବରତ ସେବା କରିଚାଲିଛନ୍ତି । ଡାକ୍ତର ନାରାୟଣ…

ମଣ୍ଡିରେ ଚାଷୀର ଧାନ ନଉଠିବାରୁ ବଢିଲା ଅସନ୍ତୋଷ । ବରଗଡ଼ରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନ ଛାଡ଼ି ଚାଲିଆସିଲେ ଚାଷୀ,…

କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । ମଣ୍ଡିରୁ ଧାନ ଉଠୁନଥିବାବେଳେ, ଚାଷୀଙ୍କ ଟୋକନ ଅବଧି ଲାପ୍ସ କରିଯାଇଛି । ଏଭଳି ସ୍ଥିତିରେ ମଣ୍ଡିରୁ ଧାନ ଉଠାଇବାକୁ, ରାଜ୍ୟ ସରକାର ଧାନ କିଣା ଅବଧି ବଢ଼ାଇବା ପାଇଁ ଚିଠି ଲେଖନ୍ତୁ ବୋଲି ଦାବି କରିଛି । ସେପଟେ ବିଜେଡି…