Daily Archives

July 20, 2021

ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ । ମଲ୍ଲିକାର୍ଜୁନ ଖଡଗେ କହିଲେ, ଦ୍ୱିତୀୟ ଲହର ପାଇଁ ଅନ୍ୟ ଦେଶ ପ୍ରସ୍ତୁତ ହେଉଥିବା…

କନକ ବ୍ୟୁରୋ: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । କରୋନାର ଦ୍ୱିତୀୟ ଲହରବେଳେ ସରକାର ସଠିକ୍ ଭାବେ କାମ କରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ବିଜେପି ସରକାରକୁ ସହି ପାରୁ ନାହିଁ । ସଂସଦର…

ବକ୍ରି-ଇଦ୍ ନେଇ କେରଳ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବାବେଳେ…

କନକ ବ୍ୟୁରୋ: କେରଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ କେରଳ ସରକାର ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବା ବେଳେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେବା ଲୋକଙ୍କ…

ଭାରତରେ କରୋନା ମୃତ୍ୟୁ ନେଇ ଆମେରିକୀୟ ସଂସ୍ଥାର ଦାବି। ସରକାରୀ ହିସାବଠାରୁ ୧୦ ଗୁଣା ଲୋକଙ୍କ ହୋଇଛି ମୃତ୍ୟୁ 

କନକ ବ୍ୟୁରୋ: ଭାରତରେ କରୋନା ଜନିତ ମୃତ୍ୟୁକୁ ନେଇ ଆମେରିକାର ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ଯେଉଁ ତଥ୍ୟ ରଖିଛି, ତାହା ଚକିତ କରିଦେଲା ଭଳି । ସରକାର ଦେଉଥିବା କରୋନା ମୃତ୍ୟୁ ସଂଖ୍ୟାର ୧୦ ଗୁଣା ଲୋକଙ୍କ ଜୀବନ ମହାମାରୀ ଭୂତାଣୁ ନେଇଛି ବୋଲି ଏହି ସଂସ୍ଥା କହିଛି । ଭାରତରେ ଜାନୁୟାରୀ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦିନ ଗଡୁଛି, ରହସ୍ୟ ବଢୁଛି । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର ।

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ଟିମ୍ ଉଭୟ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗାଁରେ ପହଁଚି ଜେରା କରିଛନ୍ତି । ଏପରିକି ବିଦ୍ୟାଭାରତୀଙ୍କୁ ଦୀର୍ଘ ୪ଘଂଟା ଜେରା କରାଯାଇଥିବା ଜଣାପଡିଛି । ସେପଟେ ପୋଲିସକୁ ସହାୟତା…

ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଫସିଲେ ବଲିଉଡ ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା । ହ୍ୱାଟସଆପ୍…

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଫଶି ଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ଗତ ରାତିରେ ତାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ । ଗିରଫ ପରେ ମୁମ୍ବାଇ ପୋଲିସ କହିଛି ଅଶ୍ଳୀଳ ଫିଲ୍ମ ନିର୍ମାଣ…

ଚାଉଳ ଉଠା ଓ ଚାଷୀଙ୍କ ସବିସିଡି ଟଙ୍କା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ଏଫସିଆଇ କାର୍ଯ୍ୟାଳୟ ସାମ୍ନାରେ…

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ରାଜନୀତି । ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ବିରୋଧୀ ନାରା ଦେଇଛି ବିଜେଡି । ଚାଷୀଙ୍କ ସବସିଡି ଟଙ୍କା କେନ୍ଦ୍ର ଦେଉନଥିବା ଅଭିଯୋଗ କରି ଧାରଣାରେ ବସିଛି ବିଜେଡି । ଏଫସିଆଇ ଚାଉଳ ଉଠାଣରେ ଅବହେଳା ପ୍ରସଙ୍ଗକୁ ନେଇ ଏଫସିଆଇ କାର୍ଯ୍ୟାଳୟ…