Daily Archives

July 8, 2021

ଘାଟିରେ ସେନାକୁ ବଡ ସଫଳତା । କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ସହ ମିଶି କଲେ ଏନକାଉଣ୍ଟର । ନିପାତ ହେଲେ…

କନକ ବ୍ୟୁରୋ: ଘାଟିରେ ସେନାକୁ ବଡ ସଫଳତା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟର କରି ୫ଜଣ ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ । ମୃତ ଆତଙ୍କୀଙ୍କ ମଧ୍ୟରେ ରହିଛନ୍ତି ଲସ୍କର-ଇ-ତୋଇବାର ଏବଂ ହିଜବୁଲ ମୁଜାହିଦ୍ଦିନର ଆତଙ୍କୀ । ବୁଧବାର ଦକ୍ଷୀଣ କାଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ…

ଦେଶରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ଆକ୍ରାନ୍ତ । କେବଳ କେରଳରେ ୧୪ ହଜାର…

କନକ ବ୍ୟୁରୋ: କରୋନା ସଂକ୍ରମଣ ମାମଲା ଧିରେ ଧିରେ ତଳକୁ ଖସୁଥିବାବେଳେ ଗତ ୨ ଦିନ ହେବ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଗତ ୨ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ସୁସ୍ଥ ହେଉଥିବା ରୋଗୀଙ୍କ ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ରିପୋର୍ଟ ହୋଇଛି । ଗତ ୫୫ ଦିନ…

ନୂଆ ଦାୟିତ୍ୱ ନେଲେ ମୋଦୀଙ୍କ ନୂଆ ଟିମ୍  । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମ୍ଭାଳିଲେ ଜ୍ୟୋତିରାଦିତ୍ୟ । କ୍ରୀଡା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ରେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଅନେକ ନୂଆ ଚେହେରା । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସେହିପରି ଅନୁରାଗ ଠାକୁର…

ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ପୋଷ୍ଟର୍ ରିଲିଜ୍ । ଖୁବଶୀଘ୍ର…

କନକ ବ୍ୟୁରୋ: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ପୋଷ୍ଟର୍ ରିଲିଜ୍ ହୋଇଛି। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ…

ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ପଖାଳ ଗବେଷଣା । ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । କରୋନାର ମୁକାବିଲା ବି…

କନକ ବ୍ୟୁରୋ: ପଖାଳ ସହ ପ୍ରତ୍ୟେକ ଓଡି଼ଆଙ୍କର ରହିଛି ପୁରୁଣା ସଂପର୍କ । ଏହା ହେଉଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଗରିବ ହେଉ କି ଧନୀ ପଖାଳ କଂସା ସହିତ ରହିଛି ସମସ୍ତଙ୍କର ନିବିଡ଼ ସଂପର୍କ । ଆଉ ସେହି ପଖାଳ ସଂପର୍କରେ ଏମିତି କିଛି ତଥ୍ୟ ଆସିଛି, ଯାହା ଓଡ଼ିଶାର ଲୋକଙ୍କ ପଖାଳ ଖିଆ ଅଭ୍ୟାସକୁ…

କରୋନାକୁ ନେଇ କେନ୍ଦ୍ର ବଜାଇଲା ସତର୍କ ଘଣ୍ଟି । ଓଡିଶା ସମେତ ୮ ରାଜ୍ୟକୁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରର ପରାମର୍ଶ…

କନକ ବ୍ୟୁରୋ: ଦେଶରେ ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ସଂକ୍ରମଣ ବଢିବା କେନ୍ଦ୍ରର ଚିନ୍ତା ବଢାଇ ଦେଇଛି । ଓଡିଶା ସମେତ ୮ଟି ରାଜ୍ୟରେ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂକ୍ରମଣ ହାର ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । କାହିଁକି ନା,…