Daily Archives

July 2, 2021

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା । ନିର୍ବାଚନ ପରେ ହୋଇଥିବା ସମସ୍ତ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ସମସ୍ତ ହିଂସା ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ହିଂସାରେ…

ବଢୁଛି ପଞ୍ଜାବ ବିଜୁଳି କାଟର ରାଜନୈତିକ ତାତି । ପାୱାରକଟ୍ ନେଇ ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ମୀ, କଂଗ୍ରେସ ସରକାର…

କନକ ବ୍ୟୁରୋ : ଅସହ୍ୟ ତାତି ଭିତରେ ମୁଣ୍ଡବିନ୍ଧା ସାଜିଝି ପାୱାର କଟ୍ । ଦୀର୍ଘଘଣ୍ଟା ଧରି ବିଜୁଳି କାଟକୁ ନେଇ ପଞ୍ଜାବ ରାଜନୀତିରେ ଦେଖାଗଲାଣି ତାତି । ବିଜେପି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି । ରାଜ୍ୟ ସରକାର ବିରୋଧରେ ବିଜୁଳି କାଟକୁ ନେଇ ନାରାବାଜି କରିଛି ରାଜ୍ୟ ବିଜେପି ।…

ଟିକାକୁ ନେଇ ଟ୍ୱିଟରରେ ମୁହାଁମୁହିଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ । ରାହୁଲ ପଚାରିଲେ ଜୁଲାଇ ଆସିଲା,…

କନକ ବ୍ୟୁରୋ : ଟ୍ୱିଟରେ ମୁହାଁମୁହିଁ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୋଭିଡ୍-୧୯ ଟିକାକୁ ନେଇ ଟ୍ୱିଟରେ ପରସ୍ପରକୁ କଲେ ସମାଲୋଚନା । ରାହୁଲ ଗାନ୍ଧୀଙ୍କୁ ସାମାଲୋଚନା କରି ହର୍ଷବର୍ଦ୍ଧନ ଟ୍ୱିଟ୍ କରିଛନ୍ତି ଯେ, ଅହଙ୍କାରି ଆଉ…

କରୋନା ଟିକା ପାଇଁ ଦଳାଚକଟା । ମଧ୍ୟପ୍ରଦେଶରେ ଟିକା ନେବା ପାଇଁ ଲୋକଙ୍କ ଭିତରେ ଠେଲାପେଲା । ମୁମ୍ବାଇରେ ଟୀକାକରଣ…

କନକ ବ୍ୟୁରୋ : କରୋନା ଟିକା ପାଇଁ ଦଳାଚକଟା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛିନ୍ଦୱାଡାରେ । ଟିକା ନେବାକୁ ଅପେକ୍ଷା କରିଥିବା ଶହ ଶହ ଲୋକଙ୍କ ଭିଡ ଭିତରେ ହଠାତ୍ ଆରମ୍ଭ ହୋଇଥିଲା ଠେଲାପେଲା ଓ ଦଳାଚକଟା । ଟିକା ନେବା ପାଇଁ ଘଟଣାସ୍ଥଳରେ ଏକପ୍ରକାର ପ୍ରତିଯୋଗିତା…

ପୁଲୱାମାରେ ସେନାର ବଡ ଅପରେସନ୍ । ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ୫ ଆତଙ୍କୀ ନିପାତ, ଜଣେ ଯବାନ ସହିଦ । 

କନକ ବ୍ୟୁରୋ : ୧୨ ଘଂଟାରୁ ଅଧିକ ସମୟ ଧରି ଜାରି ରହିଥିବା ପୁଲୱାମା ଏନକାଉଣ୍ଟର ଶେଷ ହୋଇଛି । ଆଉ ସେନା ଗୁଳିରେ ନିହତ ହୋଇଛନ୍ତି ଲସ୍କର-ଇ-ତୋଇବାର ୫ ଆତଙ୍କୀ । ସେପଟେ ଆତଙ୍କୀଙ୍କ ସହ ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ପୁଲୱାମାରେ ସେନାର ଏନକାଉଣ୍ଟର । ୫ଆତଙ୍କୀ ନିହତ, ଜଣେ…

ସୁଧୁରୁନି ସୈତାନ ପାକିସ୍ତାନ । ଭାରତୀୟ ଦୂତାବାସ ଉପରେ ଉଡାଇଲା ଡ୍ରୋନ୍ । ସେପଟେ ଆଜି ପୁଣି ଜମ୍ମୁ ସୀମାରେ ଦେଖାଦେଲା…

କନକ ବ୍ୟୁରୋ : ସୁଧୁରିବନି ପାକିସ୍ତାନ । ଜମ୍ମୁ ସ୍ଥିତ ଇଣ୍ଡିଆନ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଆକ୍ରମଣ କରିବା ପରେ ଜମ୍ମୁ ଆକାଶରେ ବାରମ୍ବାର ଅଜଣା ଡ୍ରୋନ୍ ଗତିବିଧି ଦେଖିବାକୁ ମିଳୁଛି । ସେପଟେ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଉପରେ ମଧ୍ୟ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବା…