Daily Archives

July 30, 2021

ଟ୍ରେନ ହର୍ନରେ ରହିଛି ସିଗନାଲ କୋର୍ଡ । ହର୍ନ ଶୁଣି କାମ କରିଥାନ୍ତି ଟ୍ରେନ ଗାର୍ଡ । ଜାଣନ୍ତୁ, ଟ୍ରେନ ହର୍ନ କୋର୍ଡର…

କନକ ବ୍ୟୁରୋ: ଟ୍ରେନରେ ଆପଣ ନିଶ୍ଚେ ଯାତ୍ରା କରିଥିବେ । ଅଉ ଯଦି ନ ବି କରିଥିବେ ତେବେ ଟ୍ରେନର ହର୍ନ ନିଶ୍ଚେ ଶୁଣିଥିବେ । ଅଲଗା ଅଲଗା ଷ୍ଟେସନରେ ଟ୍ରେନ ବିଭିନ୍ନ ପ୍ରକାରର ହର୍ନ ବଜାଇଥାଏ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହର୍ନ ପଛରେ ଅନେକ କାରଣ ରହିଛି । ଟ୍ରେନ ହର୍ନରେ ବିଭିନ୍ନ…

ଦେଖାଯାଉନି ବୋଲି ବାରମ୍ବାର ଅଫିସ୍ ଦୌଡ଼ାଉଛନ୍ତି କର୍ତ୍ତୃପକ୍ଷ । ସର୍ତ୍ତ ମାନିଥିଲେ ବି ମିଳୁନି ଘର ।

କନକ ବ୍ୟୁରୋ: ମଣିଷକୁ ବଞ୍ଚିବା ପାଇଁ ଯେମିତି ଖାଦ୍ୟ ଜରୁରୀ ଠିକ୍ ସେମିତି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଛାତର ଛାଇ ଆବଶ୍ୟକ ଥାଏ । ଆଉ ଗରିବ ଅସହାୟ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ସେ ସୁବିଧା ସୁାଯୋଗଠୁ ତାଙ୍କୁ ପର କରିଦେଇଛି ପ୍ରଶାସନ । ଏମାନଙ୍କୁ…

କେରଳରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମଣ । ୧୧୧ ଜଣଙ୍କୁ ସଂକ୍ରମିତ କରୁଛନ୍ତି ଜଣେ ଆକ୍ରାନ୍ତ । ତିନି ଦିନ ହେଲା…

କନକ ବ୍ୟୁରୋ: ଚିନ୍ତା ବଢାଇବାରେ ଲାଗିଛି କେରଳରେ କରୋନା ସଂକ୍ରମଣ । ବକ୍ରି-ଇଦ୍ ପାଇଁ କେରଳ ସରକାରଙ୍କ ଦ୍ୱାରା କଟକଣା କୋହଳ ହେବା ପରେ, ଏବେ ରାଜ୍ୟରେ ପରିସ୍ଥିତି ବେଶ ଭୟଙ୍କର ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ ହଜାର ଟପିଛି । ଫଳରେ ଦେଶରେ ୩୦ ହଜାର ରହୁଥିବା ଦୈନିକ ସଂକ୍ରମଣ ଏବେ…

ପାହାଡି ରାଜ୍ୟରେ ପ୍ରଳୟ । ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ବ୍ୟାପକ ଭିତିଭୂମି କ୍ଷୟକ୍ଷତି । ପାହାଡ ଶିଖରରୁ ମୃତ୍ୟୁ…

କନକ ବ୍ୟୁରୋ: ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଅସ୍ତବ୍ୟସ୍ତ ଜନ ଜୀବନ । ଏପଟେ ଉତର-ପୂର୍ବ ଭାରତରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ପଶ୍ଚିମବଙ୍ଗ କାଲିମପୋଙ୍ଗରେ ଭୂସ୍ଖଳନ ହୋଇ ୩ ମୃତ, ୩ ନିଖୋଜ । ବିପଦ ସଂକୁଳ…

ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଧିକଙ୍କ ମୃତ୍ୟୁକୁ ନେଇ ମିଛ କହୁଥିଲା ତାଲିବାନ । କ୍ରସ୍ ଫାୟାରିଂରେ ନୁହେଁ ବରଂ…

କନକ ବ୍ୟୁରୋ: ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଧିକିଙ୍କ ମୃତ୍ୟୁ ତାଲିବାନ ଆକ୍ରମଣରେ ନୁହେଁ ବରଂ ଜାଣିଶୁଣି ତାଙ୍କ ହତ୍ୟା କରିଥିଲା ତାଲିବାନ । ଆମେରିକା ଗଣମାଧ୍ୟରେ ଏଭଳି ଏକ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ହୋଇଛି ଯେ, ଆଫଗାନ୍ ସେନା ଓ ତାଲିବାନୀଙ୍କ…

ଆସନ୍ତାକାଲି ସୀମାରେ ହେବ ଭାରତ-ଚୀନ ସେନା ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖାର ମୋଲ୍ଡୋ ଠାରେ ହେବ ୧୨ ତମ…

କନକ ବ୍ୟୁରୋ: ଶନିବାର ହେବ ଭାରତ–ଚୀନ ମଧ୍ୟରେ ୧୨ ତମ କମାଣ୍ଡର ସ୍ତରୀୟ ବୈଠକ । ଲଦାଖ ସେକ୍ଟରରେ ଏହି ବୈଠକ ବସିବାକୁ ଯାଉଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ମୋଲ୍ଡୋ ଠାରେ ଏହି ବୈଠକ ହେବାକୁ ଯାଉଛି । ଶନିବାର ସକାଳ ୧୦ଟା ୩୦ରେ ଏହି ଆଲୋଚନା ହେବାକୁ ସ୍ଥିର ହୋଇଛି । ଦୁଇ ଦେଶର ସେନା…