Daily Archives

July 15, 2021

ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।

କନକ ବ୍ୟୁରୋ: ଆଜି ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଶହ କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୨୭ତମ ଯାତ୍ରା । ଆସନ୍ତୁ ଜାଣିବା ମୋଦିଙ୍କ ବାରଣାସୀ ଗସ୍ତର କିଛି ଖାସ କଥା । ବାରଣାସୀ ଯାତ୍ରାରେ…

ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ ।…

କନକ ବ୍ୟୁରୋ: କଂଗ୍ରେସ ଦଳରେ ଲାଗିରହିଥିବା ଦୀର୍ଘ ଦିନର ବିବାଦ ଭିତରେ ଏବେ ସମାଧାନର ବାଟ ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳକୁ ଦୂର କରିବା ପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇପାରେ ବୋଲି…

ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଘଂନ । ନିୟମ ଭାଙ୍ଗି ଠାକୁର ଦର୍ଶନ କଲେ ୟୁଟ୍ୟୁବର ଗୋବିନ୍ଦକ୍ରିଷ୍ଣା…

କନକ ବ୍ୟୁରୋ: ରଥଯାତ୍ରା ସମୟରେ ନିୟମ ଉଲ୍ଲଘଂନ ମହଙ୍ଗା ପଡ଼ିଛି । ଲୋକପ୍ରିୟ ୟୁ-ଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ୍ । କଟକଣା ସତ୍ତେ୍ୱ ଛାତ କିମ୍ବା ରଥ ପାଖକୁ ଯାଇ ଭିଡିଓ କିମ୍ବା ଫଟୋ ଉଠାଇବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି…

କଟକକୁ ହେଉଛି ସୁନା ସ୍ମଗଲିଙ୍ଗ୍ । ଅମୃତସରରୁ ଚୋରାରେ ଆଣି କୋଟି କୋଟି ଟଙ୍କାର କାରବାର କରୁଛନ୍ତି ଅସାଧୁ ବ୍ୟବସାୟୀ ।

କନକ ବ୍ୟୁରୋ: ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । କାରଣ ବେଆଇନ ସୁନା କାରବାର ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଶହେ କି ୨ ଶହ ଗ୍ରାମ ନୁହେଁ, ପ୍ରାୟ ୨ କେଜି ୨୯ ଗ୍ରାମ ଓଜନର ମିକ୍ସ ଗୋଲଡ ଗହଣା ଆଣି କଟକରେ ବିକ୍ରି ପାଇଁ…

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣି ବୋହୂଙ୍କ ଉପରେ…

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ପଛରେ ଥିଲା କି ଷଡଯନ୍ତ୍ର? ଡିଏଫଓଙ୍କ ସହ ମିଶି ପତ୍ନୀ କରିଥିଲେ କି ଯୋଜନା? ପୋଡିଯିବା ସମୟରେ ପତ୍ନୀ ଜାଣିପାରିଲେ ନାହିଁ କିଭଳି? ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି ,…

ଲକଡାଉନ୍ କଟକଣାରେ ଲୋକ ଅତିଷ୍ଠ । କହିଲେ, ଦରମା କଟୁନି କି ରୋଜଗାର କମୁନି, ସରକାରୀ ବାବୁ କେମିତି ବୁଝିବେ କଟକଣା…

କନକ ବ୍ୟୁରୋ: ପୁଣି ବଢ଼ିଲା ଆଂଶିକ କଟକଣା ଅବଧି । ପୂର୍ବ ତୁଳନାରେ କଟକଣା ସାମାନ୍ୟ କୋହଳ ହୋଇଥିଲେ ବି ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି ସାଧାରଣ ଜନତା । କାରଣ, ୩ ମାସ ହେଲା କଟକଣା ଯୋଗୁଁ ଲୋକ ଅତିଷ୍ଟ ହୋଇପଡ଼ିଥିବା ବେଳେ ପ୍ରଶାସନର ନିଷ୍ପତ୍ତିକୁ ନିଜ ନିଜ ଢ଼ଙ୍ଗରେ ଲୋକ ବ୍ୟାଖ୍ୟା…