Monthly Archives

August 2021

ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ…

କନକ ବ୍ୟୁରୋ : ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ସହ ପ୍ରଥମ କରି କୂଟନୈତିକ ଆଲୋଚନା କରିଛି ଭାରତ । କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଛନ୍ତି । ଆଉ ସେମାନଙ୍କ ଉଦ୍ଧାର ନେଇ ତାଲିବାନ ସହ ଆଲୋଚନା କରିଛି ଭାରତ । କତାର ରାଜଧାନୀ ଦୋହାରେ…

ହରିକେନ ଇଡାକୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିମି ବେଗରେ ବହିଲା ପବନ, ଉଡିଗଲା ଶତାଧିକ ଘର । ସ୍ଥଳଭାଗରେ ୧୬ ଘଣ୍ଟା…

କନକ ବ୍ୟୁରୋ : ଆମେରିକାରେ ପ୍ରଳୟ ଆଣିଛି ତୋଫାନ୍ ‘ଇଡା’ । ୨୨୪ କିଲୋମିଟର ବେଗରେ ପବନ ଆସି ଉଡାଇ ନେଇଛି ଶତାଧିକ ଘର । ହରିକେନ୍ ଇଡା ପାଇଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଲ୍ୟୁସିଆନା ସହର ହରିକେନ ଇଡାରେ ବେଶୀ ପ୍ରଭାବିତ ହୋଇଛି । ତୋଫାନ୍…

ଆସାମରେ ପ୍ରଳୟଙ୍କାରୀ ବନ୍ୟା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୂତ୍ର, ୨୧ଟି ଜିଲ୍ଲା ପ୍ରଭାବିତ, ସେପଟେ…

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ବନ୍ୟା । ଆସାମରେ ବନ୍ୟାର ତାଣ୍ଡବ । ବିପଦ ସଂକେତ ଉପରେ ବହୁଛି ବ୍ରହ୍ମପୁତ୍ର । ଫଳରେ ୨୧ଟି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ବନ୍ୟାର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ବନ୍ୟାରେ ବେହାଲ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୧ରେ ସମଲେଶ୍ୱରୀଙ୍କ ପାଖରେ ହେବ ନବାନ୍ନ ଲାଗି, ଦିନ…

କନକ ବ୍ୟୁରୋ : ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭାରେ ଏଥିପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ତୁଳା ଲଗ୍ନରେ ସେପ୍ଟେମ୍ବର ୧୧ତାରିଖ ଦିନ ୧୦ଟା ୧୫ରୁ…

୨୦ ବର୍ଷର ଯୁଦ୍ଧ ସାରି ଆଫଗାନ ମାଟି ଛାଡିଲା ଆମେରିକା । ଯୁଦ୍ଧ ବିମାନକୁ ଅକାମି କରି ବୁଦ୍ଧି ଶିଖାଇଲା ବାଇଡେନ୍ ସେନା,…

କନକ ବ୍ୟୁରୋ : ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଛାଡିଲା ଆମେରିକା । ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଲା ଆମେରିକାର ଶେଷ ବିମାନ । ୨୦ ବର୍ଷ ପରେ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା । ଶେଷ ସୈନ୍ୟ ଭାବେ ମେଜର ଜେନେରାଲ ଖ୍ରୀସ୍ ଜୋନାହ୍ୱେ…