Daily Archives

July 11, 2021

ବିଶ୍ୱରେ ବଢୁଛି ଟିକାକରଣ, କ୍ରମାଗତ କମୁଛି ମୃତ୍ୟୁ ସଂଖ୍ୟା । ଇସ୍ରାଏଲରେ ସର୍ବାଧକ ୬୦ ପ୍ରତିଶତ ହୋଇଛି…

କନକ ବ୍ୟୁରୋ: ବିଶ୍ୱରେ ବଢୁଛି ଟିକାକରଣ ଆଉ ସେହି ଅନୁସାରେ କ୍ରମାଗତ କମୁଛି ମୃତ୍ୟୁ ସଂଖ୍ୟା । ଏକ ତଥ୍ୟ ଅନୁସାରେ ଡିସେମ୍ବରରେ ଇଂଲଣ୍ଡରେ ଟିକାକରଣ ଆରମ୍ଭ ହୋଇଥିଲା ଏବଂ ଜାନୁୟାରୀ ମାସରେ ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା । ଏବେ ସୁଦ୍ଧା ଇଂଲଣ୍ଡର ପ୍ରାୟ ୩କୋଟି ୪୦ ଲକ୍ଷ ଲୋକ ଟିକା ନେଇ…

ନେଟୱାର୍କ ଆସୁ ନଥିବାବେଳେ ନୂଆ ବାଟ ଦେଖାଇଲେ ସମ୍ବଲପୁର ଜମନକିରା ବ୍ଲକ ସିରଡା ଗାଁ ସ୍କୁଲର ଶିକ୍ଷକ । ପାହାଡ ଉପରେ…

କନକ ବ୍ୟୁରୋ: ଛତିଶଗଡ ଢାଞ୍ଚାରେ ଓଡିଶାରେ ମୋହଲ୍ଲା ସ୍କୁଲ ହେବା ନେଇ ଚର୍ଚ୍ଚା ଚାଲିଛି । ଏପରି ହେଲେ ନେଟୱାର୍କ ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିିବେ ଶିକ୍ଷକ । ଏନେଇ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସମ୍ବଲପୁର ଜମନକିରା ବ୍ଲକ ସିରିଡା ଗାଁରୁ ଆସିଛି…

ପୁଲିସ ଚାକିରି କରାଇଦେବାକୁ କହି, ସାଢେ ୩ ଲକ୍ଷ ଠକି ନେଇଥିଲା ସଦାନନ୍ଦ । ଦୁଇ ବର୍ଷ ପରେ ବି ମିଳିଲାନି ଚାକିରି ।…

କନକ ବ୍ୟୁରୋ: ଫିଲ୍ମର କାହାଣୀ ଭଳି ଜଣେ ଠକକୁ ଅପହରଣ କରି ପୋଲିସ ହାତରେ ଧରାପଡିଛନ୍ତି ଅପହରଣକାରୀ ଦୁଇ ଯୁବକ । ପୋଲିସର ସୂଚନା ଅନୁସାରେ ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରେ ରହୁଥିବା ସଦାନନ୍ଦ ବେହେରା, ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କୁ ଠକିଥିଲା । ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ…

ପୁରୀରେ ଲାଗିଲା ୪୮ ଘଣ୍ଟିଆ କର୍ଫ୍ୟୁ । ଆସନ୍ତା ୧୩ ତାରିଖ ରାତି ୮ ଯାଏଁ ଭକ୍ତଙ୍କୁ ବଡଦାଣ୍ଡ ମନା ।

କନକ ବ୍ୟୁରୋ: ରାତି ପାହିଲେ ରଥଯାତ୍ରା । କୋଭିଡ୍ କଟକଣାକୁ ମାନି ଆସନ୍ତାକାଲି ପୁରୀରେ ପାଳନ ହେବ ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା । ତେବେ ଏହାପୂର୍ବରୁ ଆଜି ରାତି ୮ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତା ୧୩ ତାରିଖ ରାତି ୮ ଯାଏଁ ଏହି…

ଭାଗ ବାଣ୍ଟିି କିଣିନେଲେ ସରକାରୀ କ୍ୱାର୍ଟର । ସାଧାରଣ ପ୍ରଶାସନ ବିଭାଗ ନିକଟରେ ଟଙ୍କା ଜମା କରି ଜାଗା କିଣିନେଲେ…

କନକ ବ୍ୟୁରୋ: ସରକାରୀ କ୍ୱାର୍ଟରରେ ହେବ ବିଜେଡି-ବିଜେପି ପାର୍ଟି ଅଫିସ । ୟୁନିଟ-୬ର ଦୁଇଟି କ୍ୱାର୍ଟର ଜମି ବିଜେଡିକୁ ଲିଜ ଆକାରରେ ଦିଆଯିବା ପରେ ଦଳ ଏହାକୁ ଫ୍ରି ହୋଲ୍ଡ କରିନେଇଛି । ସେହିଭଳି ଜନପଥ ନିକଟରେ  ବିଜେପି ବି ସାଧାରଣ ପ୍ରଶାସନ ବିଭାଗ ନିକଟରେ ଅର୍ଥ ଜମା କରି ଜମି କିଣିନେଇଛି…

ତ୍ରିପୁରାରେ ୧,୮୦୦ ଜଣଙ୍କ ଠାରେ ଏନିମିଆ ଭୂତାଣୁ ଚିହ୍ନଟ । ଜୁଲାଇ ପହିଲାରୁ ଚାଲିଛି ପରୀକ୍ଷଣ

କନକ ବ୍ୟୁରୋ : କରୋନା ପରେ ଏବେ ତ୍ରିପୁରାରେ ଏନିମିଆ ଭୂତାଣୁ ସଂକ୍ରମଣ । ରାଜ୍ୟରେ ଜୁଲାଇ ପହିଲାରୁ ୯ ତାରିଖ ପର୍ଯ୍ୟନ୍ତ ୪,୪୨୯ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୭୯୯ ଜଣଙ୍କ ଠାରେ ଏନିମିଆ ଭୂତାଣୁ ଚିହ୍ନଟ ହୋଇଛି । ଏନିମିଆ ସଂକ୍ରମଣ ମାମଲାରେ ପଜିଟିଭ୍ ଚିହ୍ନଟ…