Daily Archives

July 7, 2021

ଦେଶକୁ ମିଳିଲା ନୂଆ କ୍ରୀଡାମନ୍ତ୍ରୀ,ସ୍ବାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ରେଳମନ୍ତ୍ରୀ । ଜାଣନ୍ତୁ, କେଉଁ…

କନକ ବ୍ୟୁରୋ: ମୋଦୀ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ ହେବା ସହିତ ଆଜି ଦେଶକୁ ମିଳିଛି ନୂଆ କ୍ରୀଡା ମନ୍ତ୍ରୀ । ହିମାଚଳ ପ୍ରଦେଶର ନେତା ତଥା ସାଂସଦ ଅନୁରାଗ ଠାକୁରଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ କ୍ରୀଡା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ କିରଣ ରିଜିଜୁ ଦେଶର…

ଦେଶ ପାଇଲା ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା କେଉଁ ପଦ ?

କନକ ବ୍ୟୁରୋ: ଦେଶ ପାଇଲା ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ମନସୁଖ ମାଣ୍ଡଭ୍ୟ ହେଲେ ମୋଦୀ ସରକାରର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ୱାସ୍ଥ୍ୟ ବିଭାଗ ସହିତ ସାର ଓ…

ଦିନେ ଡାକ୍ତର ସାଜି କରୁଥିଲେ ରୋଗୀ ସେବା । ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ ସ୍ଥାନ । ଜାଣନ୍ତୁ, ଏହି ନେତା କିଏ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରିତ ହୋଇଛି । ଯେଉଁଥିରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦୀଙ୍କ ଏହି ନୂଆ ଟିମରେ ଆଜି ୪ ଜଣ ଡାକ୍ତର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ…

ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଶପଥ ନେଲେ ୪୩ ଜଣ ମନ୍ତ୍ରୀ । ଜାଣନ୍ତୁ, କାହାକୁ କ୍ୟାବିନେଟ୍ ପାହ୍ୟା, କାହାକୁ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ୨ୟ ପାଳି ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନେତାମାନଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ଶପଥ ନେଲେ ୭ ମହିଳା ମନ୍ତ୍ରୀ, ଅନେକ ନୂଆ ମୁହଁ

କନକ ବ୍ୟୁରୋ : କେନ୍ଦ୍ର ସରକାର ବୁଧବାର ଦିନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିଛନ୍ତି । ଏହି କ୍ରମରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ୧୫ କ୍ୟାବିନେଟ ମନ୍ତ୍ରୀ ସହ ୨୮ ଜଣ ରାଜ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ଶପଥ ନେଇଥିବା ମୋଟ ୪୩ ଜଣଙ୍କ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ମହିଳା ।…

ଚିକେନ୍ ଦୋକାନୀରୁ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ କ୍ୟାବିନେଟ୍ ପାହ୍ୟା ।…

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ। ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି…