Daily Archives

July 5, 2021

ମହାରାଷ୍ଟ୍ରରେ ହେବକି ଶିବସେନା-ବିଜେପି ମେଣ୍ଟ । ପରସ୍ପରର ବନ୍ଧୁ ବୋଲି ପରିଚୟ ଦେଲେ ଉଭୟ ଦଳ ନେତା ।

କନକ ବ୍ୟୁରୋ : ଫାଟି ଯାଇଥିବା ସମ୍ପର୍କ ପୁଣିଥରେ ଯୋଡି ହେବାକୁ ଯାଉଛି । ଶିବସେନା ଓ ବିଜେପି ମଧ୍ୟରେ ବୁଝାମଣା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଆଉ ଏଭଳି ଆଭାଷ ମିଳିଛି, ଶିବସେନା ନେତା ସଂଜୟ ରାଉତଙ୍କ ବୟାନରୁ । ନିକଟରେ ସଂଜୟ ରାଉତ କହିଛନ୍ତି ବିଜେପି ସହ ଶିବସେନାର ସମ୍ପର୍କ ଆମିର…

କୋଭିଡ୍ ମୃତ୍ୟୁ ପଛର ସତ କଣ ? କେମିତି ପ୍ରକାଶ ପାଉଛି ଦୈନିକ ମୃତ୍ୟୁ ସଂଖ୍ୟା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ,…

କନକ ବ୍ୟୁରୋ : ପ୍ରତିଦିନ କରୋନାଜନିତ ମୃତ୍ୟୁର ଯେଉଁ ସଂଖ୍ୟା ପ୍ରକାଶ ପାଉଥିଲା, ତାହା ପ୍ରକୃତରେ ୨୪ ଘଂଟା ଭିତରେ ହୋଇଥିବା ମୃତ୍ୟୁ ନଥିଲା । ଜିଲ୍ଲାସ୍ତରରେ ଅଡିଟ୍ ହେବା ପରେ ସରକାର ହିସାବ କିତାବ କରି ମୃତ୍ୟୁର ତାଲିକା ଦୈନିକ ପ୍ରକାଶ କରୁଥିଲେ । ଯାହା ପ୍ରତିଦିନର କରୋନା ମୃତ୍ୟୁ ଭାବେ…

ଦ୍ୱିତୀୟ ଲହର ସଂଖ୍ୟା କମୁନଥିବା ବେଳେ ତୃତୀୟ ଲହର ନେଇ ଏସବିଆଇ କଲା ପୂର୍ବାନୁମାନ । ଅଗଷ୍ଟରେ ବଢିବ ସଂଖ୍ୟା,…

କନକ ବ୍ୟୁରୋ: କେବେ ଆସିବ କରୋନାର ତୃତୀୟ ଲହର । ଏହାକୁ ନେଇ ସମସ୍ତେ ଆଶଙ୍କା ଭିତରେ ରହିଛନ୍ତି । ଏଭଳି ସମୟରେ କରୋନାର ତୃତୀୟ ଲହରକୁ ନେଇ ଆକଳନ କରିଛି ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ । ଏସବିଆଇ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ ତୃତୀୟ ଲହର ଆସିବ ଏବଂ ସେପ୍ଟେମ୍ବରରେ ଏହା ଶୀର୍ଷରେ ପହଁଚିବ ।…

କରୋନା କାଳରେ କେମିତି ହେବ ପାଠପଢା ଓ ପରୀକ୍ଷା । ୨୦୨୧-୨୨ ଦଶମ ଓ ଦ୍ୱାଦଶ ପାଇଁ ଖସଡା ଘୋଷଣା କଲା ସିବିଏସଇ 

କନକ ବ୍ୟୁରୋ: କରୋନା କାଳରେ କେମିତି ହେବ ପାଠପଢ଼ା ଓ ପରୀକ୍ଷା । ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖସଡ଼ା ଘୋଷଣା କରିଛି ସିବିଏସଇ । ଦୁଇଟି ଟର୍ମରେ ପୂରା ପାଠ୍ୟକ୍ରମକୁ ଭାଗ କରି ଦିଆଯାଇଛି । ପ୍ରତି ଟର୍ମରେ ରହିବ ୫୦ ପ୍ରତିଶତ ସିଲାବସ୍ । ଆଉ ପ୍ରତି ଟର୍ମ ଶେଷରେ ପରୀକ୍ଷା…

ରାଜଧାନୀ ହତ୍ୟାକାଣ୍ଡର ସାଂଘାତିକ ସତ । ଭିଡିଓ କଲ୍ କରି ହତ୍ୟା ବାବଦରେ ସ୍ୱାମୀଙ୍କୁ ଖବର ଦେଇଥିଲା ହତ୍ୟାକାରୀ, ପୁଲିସ…

କନକ ବ୍ୟୁରୋ : ରାଜଧାନୀର ହତ୍ୟାକାଣ୍ଡର ଖୁଲାସା ହୋଇଥିଲା ଯେତେବେଳେ ଏକ ଅଜଣା ନମ୍ବରରୁ ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରାକେଶ ସାହୁଙ୍କ ନିକଟକୁ ଆସିଥିଲା ହ୍ୱାଟସଅପ ଭିଡିଓ କଲ୍, ଯେଉଁଥିରେ ରକ୍ତ ଜୁଡୁବୁଡୁ ନିଜ ସ୍ତ୍ରୀର ମୃତଦେହ ଦେଖି ବ୍ୟତିବ୍ୟସ୍ତ ହୋଇ ଉଠିଥିଲେ ରାକେଶ, ଆଉ ତୁରନ୍ତ ଘର…

ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ ଲାଗିଲା କଟକଣା । ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ।

କନକ ବ୍ୟୁରୋ: ଜାମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ । ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଏପରିକି ଏହି ଅଂଚଳରେ ଡ୍ରୋନକୁ କେହି ରଖିପାରିବେନି କି…