Daily Archives

July 14, 2021

ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପରେ ବନ୍ୟା ଓ ଭୂ-ସ୍ଖଳନ । ସ୍ଥିତି ସମୀକ୍ଷା କଲେ…

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପାଇଁ ରାଜ୍ୟରେ ଦେଖାଦେଇଥିବା ବନ୍ୟା ଓ ଭୂସ୍ଖଳନରେ ଅନେକ ଧନ ଜୀବନ ହାନି ଘଟିଛି । ଗତ ତିନି ଦିନ ଧରି ଏନଡିଆରଏଫ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାହାଡରୁ ମାଟି ଅତଡା ଖସିବା ଫଳରେ ଅନେକ ଘର…

ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ନିପାତ କଲା ୩ ଆତଙ୍କୀ । ମୃତକଙ୍କ ଭିତରେ ରହିଛି…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଲୱାମା ସେକ୍ଟରରେ ସେନାକୁ ମିଳିଛି ବଡ ସଫଳତା । ମଙ୍ଗଳବାର ବିଳମ୍ବିତ ରାତିରେ ଏନକାଉଣ୍ଟର କରି ୩ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ସୁରକ୍ଷାବଳ । ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନର ଆତଙ୍କବାଦୀ ଅନୁଷ୍ଠାନ ଲସ୍କର-ଇ-ତୋଇବାର କମାଣ୍ଡର ଐଜାଜ୍…

ୟୁପିର ଅନୁମତି ଓ ଉତ୍ତରାଖଣ୍ଡର ବାରଣ ଭିତରେ ବୋଲବମ୍ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ । ନିଜଆଡୁ ହସ୍ତକ୍ଷେପ କଲେ…

କନକ ବ୍ୟୁରୋ: ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଅନୁମତି ଓ ଉତ୍ତରାଖଣ୍ଡ ସରକାରଙ୍କ ବାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ମହାପ୍ରଭୁ ଶିବଙ୍କୁ କାଉଡିଆମାନେ ଜଳଲାଗି କରିବା ପାଇଁ ଯିବେ ନା ନାହିଁ , ଏହି ପ୍ରସଙ୍ଗରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ ।…

କଂଗ୍ରେସରେ ଯୋଗ ଦେଇ ପାରନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା…

କନକ ବ୍ୟୁରୋ: କଂଗ୍ରେସରେ ଯୋଗ ଦେଇ ପାରନ୍ତି ନିର୍ବାଚନ ରଣନୀତିକାର ତଥା ଜେଡିୟୁର ପୂର୍ବତନ ନେତା ପ୍ରଶାନ୍ତ କିଶୋର । ମଙ୍ଗଳବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବତ୍ରାଙ୍କ ସହ ସାକ୍ଷାତ୍ ପରେ ଏହି ଚର୍ଚ୍ଚା ଜୋର ଧରିଛି । ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଁଚି ପ୍ରଶାନ୍ତ କିଶୋର…

ସଫଳତା ପଛର ସଂଘର୍ଷମୟ କାହାଣୀ । ଆଜି ଜିଲ୍ଲାପାଳ ଭାବେ ବଡ ନିଷ୍ପତ୍ତି ନେଉଥିବା ବିଜୟ କୁଲାଙ୍ଗେଙ୍କ ଅତୀତର ଅନ୍ଧାରୀ…

କନକ ବ୍ୟୁରୋ: ଘନ ଅନ୍ଧାର ରାତି । ଘରର ଏକ କୋଣରେ ମୁହଁ ଲୁଚାଇ କାନ୍ଧୁଥାଏ ଜଣେ ପିଲା । କାନ୍ଦ ପଛର କାରଣ ଥାଏ, ସେ ମେଡ଼ିକାଲ ପଢ଼ିବ । ହେଲେ ଅଭାବ, ପିଲାଟିକୁ ବଡ଼ ସ୍ୱପ୍ନ ଦେଖିବାକୁ ପଛରୁ ଗୋଡ଼ ଟାଣୁଥାଏ । ବାପା କହୁ୍ଥାନ୍ତି- ପୁଅରେ ତୁ ଡାକ୍ତରୀ ସ୍ୱପ୍ନ ଦେଖ ନା’ ପାଠପଢ଼ ଶିକ୍ଷକ ହୋଇଯା’…

କଲେଜର ଋଣ ଶୁଝିଲେ ଡାକ୍ତର । ସମ୍ବଲପୁର ଜିଏମ୍ କଲେଜ ଟ୍ରଷ୍ଟରୁ ଷ୍ଟାଇପେଣ୍ଡ ପାଇ ଡାକ୍ତରୀ ପଢ଼ିଥିଲେ ନାରାୟଣୀ ପଣ୍ଡା ।…

କନକ ବ୍ୟୁରୋ: ସମ୍ବଲପୁରର ନାଁ କରା ଡାକ୍ତରାଣୀ ନାରାୟଣୀ ପଣ୍ଡା । ଏହି ୮୪ ବର୍ଷିୟା ଡାକ୍ତରାଣୀଙ୍କ କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୋ କଲେଜ ଅଭିଯାନରେ ନାରାୟଣୀ ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦେଇଛନ୍ତି । ଆପଣ ଭାବୁଥିବେ ଜଣେ ଏକ କଲେଜକୁ ଏତେ ଟଙ୍କା…