Daily Archives

May 14, 2021

ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ : ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଆସିଲା…

କନକ ବ୍ୟୁରୋ : ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ । ଉଦ୍ଧାର ପରେ ଏହି ଭାଲୁଛୁଆଙ୍କୁ ନନ୍ଦନକାନନରେ ରଖାଯାଇଛି । ଏମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ବେଳେ ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଭିଜୁଆଲ ସାମ୍ନାକୁ ଆସିଛି । ଖୋର୍ଦ୍ଧା ନିକଟ…

ଗୋଟିଏ ବର୍ଷ ହେବ ଏକ ଟ୍ରକ ଭିତରେ ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ । ଏବେ ହେଉଛି ଅନ୍ତିମ ସଂସ୍କାର, ବର୍ଷେ ପୂର୍ବେ…

କନକ ବ୍ୟୁରୋ: କରୋନା ଯେ କେତେ ଭୟଙ୍କର ହୋଇପାରେ ତାହା ଆଜି ଆମେ ଆପଣଙ୍କୁ କହିବୁ । ଆଜି ଭାରତ ଯେଉଁ ବିପତ୍ତି ଦେଇ ଗତି କରୁଛି ତାହାକୁ ଆମେରିକା ଗୋଟିଏ ବର୍ଷ ପୂର୍ବେ ଦେଖିଥିଲା । କାରଣ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ବର୍ଷ ହେବ ଏକ…

ରାସ୍ତା ତିଆରି ପାଇଁ ବ୍ୟବହାର ହେଉଛି କେଲୁଆ ମାଟି : ଟିକେ ବର୍ଷା ହେଲେ ଯାତାୟାତ କରିବା ହୋଇଯାଉଛି ଅସମ୍ଭବ; ଠକି…

କନକ ବ୍ୟୁରୋ : ରାସ୍ତା ନିର୍ମାଣରେ ବ୍ୟବହାର ହେଉଛି କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁ ନାହାନ୍ତି ଲୋକ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନି ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର…

ଦିଲ୍ଲୀରେ କମୁଛି ସଂକ୍ରମଣ ହାର । ମେଡିକାଲରେ ଖାଲି ପଡିଛି ୧୦ ହଜାର ବେଡ । କରୋନାରେ ଅନାଥ ହୋଇଥିବା ପିଲାଙ୍କ ଲାଳନ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ କରୋନା ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା କରିଛନ୍ତି । ଏହି ଚର୍ଚ୍ଚାବେଳେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବି କରିଛନ୍ତି । ସେ କହିଛନ୍ତି କି ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଗତ ୨୪ ଘଂଟା ମଧ୍ୟରେ…

ସୋନୁଙ୍କ ମନ ଜିଣିନେଲେ ଦୃଷ୍ଟିହୀନ ଲକ୍ଷ୍ମୀ । କିଛି ଏମିତି କରିଲେ ଯେ ସୋନୁ ପ୍ରଂଶସା ନ କରି ରହିପାରିଲେନି, ଆଉ କହିଲେ…

କନକ ବ୍ୟୁରୋ: ତାଙ୍କର ସିନା ଆଖି ନାହିଁ ହେଲେ ସେ ଲୋକମାନଙ୍କ ଦୁଃଖକୁ ଠିକ ଭାବେ ଅନୁଭବ କରି ପାରିଛନ୍ତି । ଦେଶରେ କରୋନା ଯୋଗୁଁ ଲୋକମାନଙ୍କ କରୁଣ ଚିତ୍କାରକୁ ସେ ଶୁଣିପାରିଛନ୍ତି । ଆଉ ସେଥିପାଇଁ ତ ଏଭଳି ଏକ ସମୟରେ ଲୋକମାନଙ୍କ ସହ ସେ ଛିଡା ହେବାକୁ ଆଗେଇ ଆସିଛନ୍ତି । ସେ ହେଉଛନ୍ତି…

କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ : ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ସପ୍ତାହ

କନକ ବ୍ୟୁରୋ : କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ । ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ପ୍ରଥମ ଡୋଜ ନେବାର ୮୪ଦିନ ପରେ ଦ୍ୱିତୀୟ ଡୋଜ ନେଇପାରିବେ । ପ୍ରଥମ ଡୋଜ ନେବାର ୧୨ ସପ୍ତାହ ବା ୮୪ଦିନ ଭିତରେ ଅନଲାଇନ ସ୍ଲଟ ବୁକିଂ…