Daily Archives

May 26, 2024

ମଧ୍ୟରାତିରେ ବାତ୍ୟା ରେମାଲ କରିବ ଲ୍ୟାଣ୍ଡଫଲ । ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କ ଗୁୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ରେମାଲ’ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବର୍ଷା ହେଉଥିବାବେଳେ ଅଶାନ୍ତ ହୋଇଛି ସମୁଦ୍ର । ବତ୍ୟାକୁ ନେଇ ସମୁଦ୍ରକୂଳିଆ ଲୋକଙ୍କ ମନରେ ଛନକା ପଶିଛି । ଉପକୂଳ ଜିଲ୍ଲାଗୁଡିକରେ ବର୍ଷା…

ପାଣିକୋଇଲିରୁ ଆସିଲା ଦୁଃଖଦ ଖବର । କମ୍ ମାର୍କ ପାଇଥିବାରୁ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା !

କନକ ବ୍ୟୁରୋ : ପାଣିକୋଇଲିରୁ ଆସିଛି ଏକ ଦୁଃଖଦ ଖବର । ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆ ଗାଁରୁ । ଗାଁର ବ୍ରଜବିହାରୀ ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ ପୁଅ…

ଗଂଜାମର ପ୍ରସିଦ୍ଧ ଗୋଛା ବାଇଗଣ । ଏକର ଏକର ଜମିରେ ବାଇଗଣ ଚାଷ କରିଛନ୍ତି ଗୋଛା ପଂଚାୟତର ଚାଷୀ

କନକ ବ୍ୟୁରୋ : ସ୍ୱାବଲମ୍ବୀ କରିଛି ବାଇଗଣ ଚାଷ । ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକ ଗୋଛା ପଂଚାୟତର ଶତାଧିକ ଲୋକ ବାଇଗଣ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି   । ଏହି ବାଇଗଣ ଗୋଛା ବାଇଗଣ ଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ । ଗୋଛା ପଂଚାୟତର ବଡ଼ଗୋଛା, ସାନଗୋଛା, ଯାତ୍ରାମା, ମାଳିପଙ୍କା,…

ରାୟଗଡ଼ାର ସଜନା ଚାଷୀ ଟଙ୍କ । ୨ ଏକର ଜମିରେ ଲଗାଇଛନ୍ତି ସଜନା ଗଛ, ବର୍ଷକୁ ରୋଜଗାର ହୋଉଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାର ପ୍ରାୟ ଅଧୀକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ତେବେ ରାମାନାଗୁଡା ବ୍ଲକ ଏରାଗୁଡା ଗାଁର ଯୁବଚାଷୀ ଟଙ୍କ ଶବର ବିଏ ପାସ୍ କରିବା ପରେ ଚାକିରି ପଛରେ ନଗୋଡେଇ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରି ଜଣେ ସଫଳ ଚାଷୀ ରୂପେ ଅଂଚଳରେ ନିଜର ପରିଚୟ…

କାଠରେ ସୁନ୍ଦର କଳାକୃତି । ଚାବି ରିଙ୍ଗ, ନେମପ୍ଲେଟ୍, ପେନଷ୍ଟାଣ୍ଡ, ଉଡ୍ ଟ୍ରେ, ବାହାଘର ଗ୍ରୀଟିଙ୍ଗସ ଭଳି ସାମଗ୍ରୀ…

କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ରେ ମହିଳା ମାନେ କାଠରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ । ପୁଷ୍ପାଞ୍ଜଳି ମହାନନ୍ଦଙ୍କ ନେତୃତ୍ୱ ମହିଳା ମାନେ ଏହି କାମ କରି ବେଶ କିଛି ରୋଜଗାର କରିପାରୁଛନ୍ତି । ପୁଷ୍ପାଞ୍ଜଳି ଏହି କାମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଶିଖିଥିଲେ । ପରେ ୨୦୧୩ରେ…

କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ । ତିନୋଟି କୁକୁଡ଼ା ଫାର୍ମ କରି ଭଲ ରୋଜଗାର କରୁଛନ୍ତି ଭୋଗରାଇ ଗଣେଶ୍ୱରପୁର ଗାଁର…

କନକ ବ୍ୟୁରୋ : ଦିନ ଥିଲା ମହିଳା ମାନେ କେବଳ ଘର କାମରେ ସୀମିତ ରହୁଥିଲେ । ହେଲେ ଏବେ ସମୟ ବଦଳିଛି । ମହିଳା ମାନେ ପୁରୁଷ ମାନଙ୍କ ଅପେକ୍ଷା ସବୁ କ୍ଷେତ୍ରରେ ଆଗରେ ଅଛନ୍ତି । ଗାଁ ହେଉ କି ସହର ସବୁଠି ମହିଳା ମାନେ ଆତ୍ମନିର୍ଭର ହେବା ପାଇଁ ଉଦ୍ୟମ କରି ସଫଳ ହେଉଛନ୍ତି । ସେହିଭଳି ଜଣେ ମହିଳା…