ଭାରସାମ୍ୟ ହରାଇ ଓଲଟିଲା ବସ୍ , ୮ ଗୁରୁତର । ୮ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ କେନ୍ଦ୍ରାପଡ଼ା-ବଢିଇ ରାସ୍ତାର କୁମାରୁଣି ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ । ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମହାକାଳପଡ଼ା ଗୋଷ୍ଠି…