Daily Archives

May 27, 2024

ବିଜେଡି କର୍ମୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣିଲା କଂଗ୍ରେସ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ନବଜ୍ୟୋତି…

କନକ ବ୍ୟୁରୋ: ବିଜେଡି କର୍ମୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣିଲା କଂଗ୍ରେସ । ରବିବାର ବିଳମ୍ବିତ ରାତିରେ ଭଦ୍ରକ ସହର ମୋଟେଲ ଛକ ଠାରେ ଜ୍ୟୋତି ମୋଟର୍ସ ସାମ୍ନାରେ କଂଗ୍ରେସ କର୍ମୀଙ୍କୁ କିଛି ବିଜେଡି କର୍ମୀ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । ସେହିପରି ସନ୍ଧ୍ୟାରେ ନିର୍ବାଚନ…

ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣ । ଭାଙ୍ଗିଲେ ଗାଡି, ମାଡ ମାରି ଚିରିଦେଲେ ସାର୍ଟ ।

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଘଣ୍ଟେଶ୍ୱର ଜୋନକୁ ଆସିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାଷ ସାହୁଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଲୋକ ସୁବାସଙ୍କ ଗାଡିରେ ବିଜେପି ପତାକା ଦେଖି ପୁଲିସ ଉପସ୍ଥିତିରେ ସୁବାସ ଓ ତାଙ୍କର କିଛି ସହଯୋଗୀଙ୍କ ଉପରେ ଆକ୍ରମଣ…

ଭୁବନେଶ୍ୱର ବରମୁଣ୍ଡାରେ ବୋମାମାଡ଼ । ଭାଙ୍ଗିଲା ସ୍କର୍ପିଓ, ଗୁରୁତର ଅବସ୍ଥାରେ ଜଣେ ଯୁବକ ହସପିଟାଲରେ ଭର୍ତ୍ତି ।…

କନକ ବ୍ୟୁରୋ: ରାଜଧାନୀରେ ବୋମାମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମାମାଡ଼ କରାଯାଇଛି । ବୋମା ମାଡ଼ରେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବାବେଳେ, ପତିଆରା ପାଇଁ ବୋମା ପକାଇ ଦୁବୃର୍ତ୍ତମାନେ ଫେରାର…

କାନ୍ସରେ ଚମକିଲେ ଦୁଇ ଭାରତୀୟ, ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବାରେ ଅନସୂୟା ପ୍ରଥମ ଭାରତୀୟ ।

କନକବ୍ୟୁରୋ:ଇଏ ହେଉଛନ୍ତି ପାୟଲ କପାଡ଼ିଆ । ୩୮ ବର୍ଷୀୟା ଯୁବ ନିର୍ଦ୍ଦେଶିକା ୨୦୧୫ରେ ବେଶ ଚର୍ଚ୍ଚାରେ ରହିଥିଲେ । ଏଫଟିଆଇଆଇର ଅଧ୍ୟକ୍ଷ ଭାବେ ଗଜେନ୍ଦ୍ର ଚୌହ୍ୱାନଙ୍କୁ ନିଯୁକ୍ତିକୁ ବିରୋଧ କରି ଯେଉଁ ବିଶାଳ ବିକ୍ଷୋଭ କରାଯାଇଥିଲା ସେଥିରେ ଥିଲେ ପାୟଲ । ଗିରଫ ହେବା ସହ ତାଙ୍କ ଉପରେ…

୫ ଦିନ ଭିତରେ କେରଳ ଓ ୧୫ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ଭଲ ବର୍ଷା ହେବା ନେଇ ପୂର୍ବାନୁମାନ

କନକ ବ୍ୟୁରୋ: ଏଥର ଆଗୁଆ ଆସିପାରେ ମୌସୁମୀ ଏବଂ ଓଡିଶା ହୋଇପାରେ ଭଲ ବର୍ଷା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ମେ’ ୩୧ରେ କେରଳ ଛୁଇଁପାରେ ମୌସୁମୀ । ଆଉ ରଜବେଳକୁ ଓଡିଶା ଛୁଇଁବ ମୌସୁମୀ । ଆଗୁଆ ଆସୁଛି ମୌସୁମୀ ଏଥର ଓଡ଼ିଶାରେ…

କେକେଆରକୁ ଆଇପିଏଲ ଟାଇଟେଲ,ସୋସିଆଲ ମିଡିଆଠୁ ନେଇ ବ୍ୟକ୍ତିଗତଭାବେ ଗମ୍ଭୀରଙ୍କ ଉପରେ ଶୁଭେଚ୍ଛାର ବର୍ଷା ।

କନକବ୍ୟୁରୋ: ଭୁଲ ପ୍ରମାଣିତ ହେଲେ ଗୌତମଙ୍କ ସମାଲୋଚକ । କାମ ଦେଲା ଗୌତମଙ୍କ ‘ଗମ୍ଭୀର’ ଚାଲ୍ । ୨୦୨୪ ଆଇପିଏମଲ ଟାଇଟଲ ଜିତାଇଦେଲେ ଦାମୀ ଖେଳାଳୀ ମିଚେଲ ଷ୍ଟାର୍କ୍ । ଆଗକୁ ଟିମ୍ ଇଣ୍ଢିଆର କୋଚ୍ ହୋଇପାରନ୍ତି ଗମ୍ଭୀର କି । ଏପଟେ କେକେଆରର ମେଂଟର ପଦ ନଛାଡିବାକୁ ଗୌତମଙ୍କୁ ଟିମ୍ ମାଲିକ…