Daily Archives

May 24, 2024

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ମତଦାନ । ବିଭିନ୍ନ ସ୍ଥାନରୁ ଆସିଲା ଭୋଟ ପାଇଁ ନୋଟ୍ ବଣ୍ଟାର ଭିଡିଓ, ପୁଳା ପୁଳା ଟଙ୍କା…

କନକ ବ୍ୟୁରୋ : ଆଉ କେଇ ଘଂଟା ପରେ ପଡ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ମତଦାନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଟଙ୍କା ବଂଟାର ଭିଡିଓ । ଆମେ ବର୍ତମାନ ଆପଣଙ୍କ ସାମ୍ନାରେ ତିନୋଟି ଦୃଶ୍ୟ ରଖିବାକୁ ଯାଉଛି । ଗୋଟିଏ ପଟେ ଘଷିପୁରା ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ଟେବୁଲ…

ଟି-ଟ୍ୱେଟିଂ ବିଶ୍ୱକପ ପାଇଁ କମେଂଟ୍ରି ପ୍ୟାନେଲ ଘୋଷଣା । ୪୦ଜଣିଆ ଟିମରେ ଦିନେଶ କାର୍ତିକ

କନକ ବ୍ୟୁରୋ : ଟି-ଟ୍ୱେଟିଂ ବିଶ୍ୱକପ ପାଇଁ କମେଂଟ୍ରି ପ୍ୟାନେଲ ଘୋଷଣା । ୪୦ଜଣିଆ ଟିମରେ ସ୍ଥାନ ପାଇଲେ ଦିନେଶ କାର୍ତିକ । ନିକଟରେ ଆଇପିଏଲର ସନ୍ନ୍ୟାସ ନେଇଥିଲେ ଦିନେଶ । ଜୁନ ୧ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ ମହାସମର ।

ଜୀବନ ବଂଚାଇଦେଲେ ବାବା କେଦାରନାଥ । ଅଳ୍ପକେ ବର୍ତିଲେ ୮ରୁ ଅଧିକ ଶ୍ରଦ୍ଧାଳୁ । ଖରାପ ପାଣିପାଗ ଯୋଗୁଁ ବଡ଼ ଦୁର୍ଘଟଣାରୁ…

କନକ ବ୍ୟୁରୋ : ଉତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାର ଭିଡିଓ ହେଲା ଭାଇରାଲ । ୬ ଜଣ ଯାତ୍ରୀଙ୍କୁ କେଦାରନାଥ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇଥିଲା ହେଲିକପ୍ଟରଟି । ମାତ୍ର କେଇ ମିନିଟ୍ ଭିତରେ ଏହା ତଳେ ଆସି କଚାଡି ହୋଇ ପଡିଥିଲା । ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ…

ଚାକିରି କ୍ଷେତ୍ରରେ ବଢ଼ୁଛି ଏଆଇଆଇର ପ୍ରଭାବ । ମିଳୁନି ଚାକିରି, ଆଶଙ୍କାରେ ଆଶାୟୀ

କନକ ବ୍ୟୁରୋ : ଆଇଆଇଟି, ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ବିଶ୍ୱରେ ପରିଚିତ । ଥରେ ଯିଏ ଏଠାରୁ ଡିଗ୍ରୀ ହାସଲ କରିନିଅନ୍ତି ତାଙ୍କ ପଛରେ ବଡ ବଡ କମ୍ପାନୀଙ୍କ ଲାଇନ ଲାଗିଥାଏ । ବିଶ୍ୱର ରେକର୍ଡ ପ୍ଲେସମେଂଟ୍ କେବଳ ଭାରତୀୟ ଆଇଆଇଟିରେ ହିଁ ହୋଇଥାଏ । କିନ୍ତୁ ନକଟରେ ଏକ…

ପୁଣେ ହିଟ ଆଣ୍ଡ ରନ ମାମଲାରେ ନୂଆ ମୋଡ । ନାବାଳକ ଅଭିଯୁକ୍ତ ବଦଳରେ କାର ଡ୍ରାଇଭର ଉପରେ ଦୋଷ ଲଦିବାକୁ କରାଯାଇଥିଲା…

କନକ ବ୍ୟୁରୋ : ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ନୂଆ ଟୁଇଷ୍ଟ୍ । ମାମଲାରେ ଡ୍ରାଇଭରକୁ ଫସାଇବାକୁ ଯୋଜନା କରିଥିଲେ କୋଟିପତି ବିଲଡର ବାପା । ଏନେଇ ସୂଚନା ଦେଇଛନ୍ତି ପୁଣେ ପୋଲିସ କମିଶନର ଅମିତେଶ କୁମାର । ଦୁର୍ଘଟଣା ଘଟାଇଥିବା ନାବାଳକ ପୁଅକୁ ବଂଚାଇବାକୁ ଜଣେ ଡ୍ରାଇଭରକୁ ଟଙ୍କା ଯାଚିଥିଲେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି । ମୋଦୀଙ୍କ ଟାର୍ଗେଟରେ କେରଳ, ପଶ୍ଚିମବଙ୍ଗ । ସରକାର ଭାଙ୍ଗିବାକୁ ଚାଲିଛି ଯୋଜନା

କନକ ବ୍ୟୁରୋ : ନିର୍ବାଚନୀ ଉଷ୍ମତା ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ବିଜେପି ସରକାରଙ୍କ ଆଗାମୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ କେଜ୍ରିୱାଲ ଦାବି କରିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସରକାର ଭାଙ୍ଗିବାକୁ ବଡ ଯୋଜନା କରୁଛି ବିଜେପି । ଏଥିସହ…