Daily Archives

May 23, 2024

ମହାରାଷ୍ଟ୍ର ଥାନେର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ, ୪୦ରୁ ଅଧିକ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଥାନେରେ ଗୁରୁବାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହେଇଥିବାବେଳେ, ୪୦ରୁ ଅଧିକ ଲୋକ ଏଥିରେ ଆହତ ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଦ୍ୱିପହର ପ୍ରାୟ ୧.୪୦ଟା ବେଳକୁ…

ଏପଟେ ପ୍ରଚାର, ସେପଟେ ପ୍ରେସମିଟ୍ । ପ୍ରସଙ୍ଗ ରଖି ପରସ୍ପରକୁ ଟାର୍ଗେଟ କଲେ ନେତା ।

କନକ ବ୍ୟୁରୋ: ନିର୍ବାଚନବେଳେ ଚର୍ଚ୍ଚାରେ ନେତାଙ୍କ ପ୍ରେସମିଟ୍ ପଲିଟିକ୍ସ । ଗୋଟିଏ ପଟେ ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନେତା । ଜନସଭା ଓ ରୋଡ୍ ସୋ କରି ଭୋଟ୍ ମାଗିଛନ୍ତି । ସେପଟେ ତୁହାକୁ ତୁହା ପ୍ରେସମିଟ୍ କରି ବିପକ୍ଷ ନେତାଙ୍କୁ ଘେରୁଛନ୍ତି । ଲାଗୁଛି ଯେମିତି…

ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାଖରେ ଥିବା କୂଅରେ ଗଳିପଡ଼ିଲେ ବୟସ୍କ ଭକ୍ତ । ଏକ ଘଣ୍ଟା କାଳ ରେସ୍କ୍ୟୁ ଅପରେସନ୍ ପରେ ହେଲେ…

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଉତ୍ତରଦ୍ୱାର ନିକଟରେ ଆନନ୍ଦ ବଜାରରେ ଥିବା କୂଅରେ ପଡ଼ିଗଲେ ପଶ୍ଚିମବଙ୍ଗର ୬୫ ବର୍ଷୀୟ ଭକ୍ତ ଧ୍ରୁବ ଚକ୍ରବର୍ତ୍ତୀ । ତୁରନ୍ତ ସେବାୟତମାନେ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିବା…

ବେଙ୍ଗଲରେ ବାଂଲାଦେଶ ସାଂସଦ ହତ୍ୟା ମାମଲା: ୫ କୋଟି ଟଙ୍କା ସୁପାରୀ ଦେଇ ମର୍ଡର ପାଇଁ ଷଡଯନ୍ତ୍ର ହୋଇଥିବା ସୂଚନା

କନକ ବ୍ୟୁରୋ: ବାଂଲାଦେଶ ସାଂସଦଙ୍କ ହତ୍ୟା ପାଇଁ କିଏ ଦେଇଥିଲା ସୁପାରୀ । ପ୍ରଥମେ ତଂଟି ଚିପି ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲେ । ପଶ୍ଚିମବଙ୍ଗରେ ବାଂଲାଦେଶ ସାସଂଦଙ୍କ ହତ୍ୟା ଘଟଣାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମେ ୧୨ ରେ ସାସଂଦ ଅନୱରୁଲ ଅଜିମ ଭାରତ ପହଂଚିବାର ୨୪ ଘଣ୍ଟା ଭିତରେ…

ନାତିକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଯୌନ ନିର୍ଯାତନା ମାମଲାରେ ଆତ୍ମସମର୍ପଣ ପାଇଁ ଏନଡିଏ ପ୍ରାର୍ଥୀ ପ୍ରଜୱଲ…

କନକ ବ୍ୟୁରୋ: ଯୌନ ନିର୍ଯାତନା ମାମଲାରେ ଫସିଥିବା ଜେଡିଏସ ସାଂସଦ ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଥମୁନି ଅଡୁଆ । ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବେ ଦେଇଛନ୍ତି କଡା ଚେତାବନୀ । ତୁରନ୍ତ ଆତ୍ମସମର୍ପଣ ନକଲେ ତାଙ୍କ କ୍ରୋଧର ଶିକାର ହେବେ ବୋଲି…

୭ ମାସ ପୂର୍ବରୁ ହେବ ବ୍ରିଟେନରେ ନିର୍ବାଚନ । ପ୍ରଧାନମନ୍ତ୍ରୀ ଋଷି ସୁନକ୍ କଲେ ଘୋଷଣା । ସର୍ଭେ ରିପୋର୍ଟ ବଢାଇଲା…

କନକ ବ୍ୟୁରୋ: ଜୁଲାଇ ୪ରେ ବ୍ରିଟେନରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବୁଧବାର ଏହା ଘୋଷଣା କରିଛନ୍ତି । ଏହାପରଠାରୁ ବ୍ରିଟିଶ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଋଷି ସୁନକ୍ ଏହି ନିର୍ବାଚନକୁ ଆହ୍ୱାନପୂର୍ଣ୍ଣ ବୋଲି କହିଛନ୍ତି । ବ୍ରିଟେନ ନିଜର…