Daily Archives

May 25, 2024

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଆସନ୍ତାକାଲି ସକାଳେ ଭୀଷଣ ବାତ୍ୟାର ରୂପ ନେବ ରେମାଲ

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ନେଲା ବାତ୍ୟାର ରୂପ । ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ…

ରାଜକୋଟର ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ୨୦ ଲୋକଙ୍କ ମୃତ୍ୟୁ ହେଇଥିବା ନେଇ ସୂଚନା ।

କନକ ବ୍ୟୁରୋ: ଗୁଜରାଟର ରାଜକୋଟରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି, ୨୦ ଜଣଙ୍କର ମୃତ୍ୟୁ ହେଇଛି । ତେବେ ଏହି ଅଗ୍ନିକାଣ୍ଡରେ ଗେମିଂ ଜୋନ୍ ଟି ଜଳିପୋଡି ଛାରଖାର ହେଇଯାଇଛି । ମିଳିଥିବା ସୂଚନା ମୁତାବକ, ଏବେ ବି ସେଠାରେ ନିଆଁ ଲିଭେଇବାକୁ ୮ଟି ଦମକଳ ଗାଡି…

ଚର୍ଚ୍ଚାରେ ପ୍ରଶାନ୍ତ କିଶୋର ଏବଂ ଯୋଗେନ୍ଦ୍ର ଯାଦବଙ୍କ ଆଳକନ । ବିଜେପି ଏବଂ ଏନଡିଏ ୨୭୫ରୁ ୩୦୩ ଏବଂ ବିରୋଧୀ ୨୦୫ରୁ…

କନକ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଜୁନ ୧ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଦୁଇ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ଯୋଗେନ୍ଦ୍ର ଯାଦବ ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ କରିଛନ୍ତି । ଉଭୟ…

ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀରେ ବିଗ୍ ଫାଇଟ୍ । ବିଜେପିକୁ ଟକ୍କର ଦେବାକୁ ଆପ-କଂଗ୍ରେସର ରଣନୀତି ।…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ୭ ଆସନ ସହ ମୋଟ ୫୮ ଆସନରେ ଶନିବାର ଭୋଟ ଗ୍ରହଣ ହୋଇଛି । ଆପ ଓ କଂଗ୍ରେମ ଏଥର ମିଳିତ ଭାବେ ନିର୍ବାଚନ ଲଢୁଥିବାରୁ ଦିଲ୍ଲୀରେ ବିଜେପି ଏବଂ ଇଣ୍ଡିଆ ବ୍ଳକ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଷଷ୍ଠ ପର୍ଯ୍ୟାୟରେ ବିଗ୍ ଫାଇଟ୍…

ପ୍ରତିବାଦର ଭୋଟ ବର୍ଜନ । ଭୋଟ ଦେଲେନି ଜଣେ ବି ଭୋଟର ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଭୋଟ ବର୍ଜନର ଖବର । କେଉଁଠି ରାସ୍ତା ପାଇଁ ତ’ କେଉଁଠି ପାନୀୟ ଜଳ ପାଇଁ ଭୋଟ ଦେବାକୁ ଆସିନାହାନ୍ତି ଭୋଟର । ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଲୋକ ଏଥର ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ସାମିଲ…

ମତଦାନ କେନ୍ଦ୍ରରେ ନାଁ ନଥିବାରୁ ଅସନ୍ତୋଷ । ବୁଥରେ ଶୋଇରହିଲେ ୯୭ ବର୍ଷର ବୃଦ୍ଧ । ଏପଟେ ଭୋଟ ଦେଇ ନପାରିବାରୁ କ୍ଷୋଭ…

କନକ ବ୍ୟୁରୋ: ଭୋଟ ଦେବା ପାଇଁ ବଞ୍ଚିିତ ହେବାରୁ ବରିଷ୍ଠ ନାଗରିକଙ୍କ ଅଭିନବ ପ୍ରତିବାଦ । ପୁରୀ ଭୋଳାନାଥ ବିଦ୍ୟାପୀଠ ୫୬ ନମ୍ବର ବୁଥରେ ଶୋଇ ପ୍ରତିବାଦ କରିଛନ୍ତି ୯୭ ବର୍ଷିୀୟ ରାମଚନ୍ଦ୍ର ଦାସ । ଏଥର ଭୋଟର ଲିଷ୍ଟରେ ତାଙ୍କ ନାଁ ନାହିଁ , ଯାହାକୁ ନେଇ ସେ ଓ ତାଙ୍କ ପରିବାର ଲୋକ ବି…