Daily Archives

May 14, 2021

ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି : ପ୍ରଥମ ଡୋଜ ନେଲେ କଷ୍ଟମ ଫାର୍ମାର ଅନ୍ତର୍ଜାତୀୟ ମୁଖ୍ୟ

କନକ ବ୍ୟୁରୋ : ହାଇଦ୍ରାବାଦରେ ଦିଆଯାଇଛି ଋଷ ଟିକା ସ୍ପୁଟନିକ ଭିର ପ୍ରଥମ ଡୋଜ । ଆଉ ଏହି ଡୋଜ ନେଇଛନ୍ତି କଷ୍ଟମ ଫାର୍ମା ସର୍ଭିସେସର ଅନ୍ତର୍ଜତୀୟ ମୁଖ୍ୟ ଦୀପକ ସାପ୍ରା । ହାଇଦ୍ରାବାଦର ରେଡ୍ଡି ଲାବ୍ରୋଟୋରୀରେ ଏହି ଟିକା ଦିଆଯାଇଛି । ସେପଟେ ଭାରତରେ ଏହି ଟିକାର ଦର ମଧ୍ୟ ଧାର୍ଯ୍ୟ ହୋଇଛି ।…

ନୂଆ ଜୀବନ ପାଇଲା ନବଜାତକ : ୨୫ ଦିନର ଶିଶୁ କରୋନାରେ ଆକ୍ରାନ୍ତ ହେବା ପରେ କଳାହାଣ୍ଡିରୁ ଅଣାଯାଇଥିଲା ଭୁବନେଶ୍ୱର

କନକ ବ୍ୟୁରୋ : କରୋନାକୁ ମାତ୍ ଦେଲେ ନବଜାତକ । କରୋନାରେ ସଂକ୍ରମିତ ହେବା ପରେ ୨୫ଦିନିଆ ଶିଶୁଟିକୁ କଳାହାଣ୍ଡିରୁ ଭୁବେନଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଏକ ଘରୋଇ ହସ୍ପିଟାଲରେ ନବଜାତକକୁ ଭର୍ତି କରାଯିବା ପରେ ଆଇସୋଲେସନ ଆଇସିୟୁରେ ଭେଂଟିଲେଟରରେ ରଖାଯାଇଥିଲା । ପ୍ରଥମେ ୧୦ଦିନ…

ପାରିବାରିକ କଳହର ପରିଣତି : ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ସ୍ୱାମୀ; ଗାଁ ଲୋକଙ୍କ ପାଇଁ ଜୀବନ ପାଇଲା ୩ ବର୍ଷର…

କନକ ବ୍ୟୁରୋ : କରୋନା କାଳରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ । ଗାଁ ଲୋକ ପହଁଚି ଯିବାରୁ ଜୀବନ ରକ୍ଷା ପାଇଲା ୩ ବର୍ଷର କୁନି ଝିଅ । ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ଧରି ପୋଲିସରେ ଦେଇଛନ୍ତି । କୋରାପୁଟ ଜିଲ୍ଲା…

ଋଷ ଟିକାର ଦର ୯୪୮ ଟଙ୍କା : ଭାରତରେ ଏହି ଦରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା

କନକ ବ୍ୟୁରୋ : ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ପୁଟନିକ-ଭି ଟିକା ଭାରତରେ ଏହି ଦରରେ ଉପଲବ୍ଧ ହେବ । ଏହା ସହ ପ୍ରତି ଡୋଜ୍ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଡକ୍ଟର ରେଡ୍ଡି ଲାବରୋଟେରୀ ପକ୍ଷରୁ ଦିଆଗଲା ସୂଚନା ଦିଆଯାଇଛି । ଆଜି…

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ବିନା ପଞ୍ଜିକରଣରେ ଟିକା ନେଇ ପାରିବେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ । ସରକାରୀ ସ୍କୁଲ…

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରି ମଧ୍ୟରେ ଦିଲ୍ଲୀରେ ଜାରି ରହିଛି ଟିକାକରଣ । ଟିକାକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି । ଏବେ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ନେବା ପାଇଁ ଆଉ ଅନଲାଇନ୍ ପଞ୍ଜିକରଣର…

କରୋନା କାଳରେ ହଜିଗଲା ମାନବିକତା : ଶବକୁ କାନ୍ଧ ଦେଲେନି କେହି; ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ 

କନକ ବ୍ୟୁରୋ : କରୋନା କାଳରେ ହଜିଗଲା ମାନବିକତା । ଶବକୁ କାନ୍ଧ ଦେଲେନି କେହି । ଶବ ଛୁଇଁଲେନି ପରିବାର ଲୋକ , ଜାତି ସମାଜ ତଥା ଗାଁ ଲୋକ । ଏପରି କଷ୍ଟକର ସମୟରେ ସ୍ୱର୍ଗଦ୍ୱାର ସେବା ସଂଗଠନ ସଦସ୍ୟ ଶବ ଅନ୍ତିମ ସଂସ୍କାର କରିଲେ । କରୋନା ବିପତି ସମୟରେ ଏପରି ଏକ କଷ୍ଟକର ଖବର ଆସିଛି…