Daily Archives

May 3, 2021

ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । ଲକଡାଉନ ପୂର୍ବରୁ ଅସମ୍ଭାଳ ଭିଡ ଦେଖି ଲୋକଙ୍କୁ ଏସଆରସିଙ୍କ ଅନୁରୋଧ ।

କନକ ବ୍ୟୁରୋ: ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଦୋକାନ ଆଗରେ ଭିଡ କରନ୍ତୁନାହିଁ କି ଗହଳି କରି ନିଜ ଜୀବନ ସହ ପରିବାରର ଜୀବନକୁ ବିପଦରେ ପକାନ୍ତୁ ନାହିଁ । ବୁଧବାର ଦିନ ସାରା ରାଜ୍ୟରେ ଲକଡାଉନ ଲାଗୁଥିବାରୁ ଏହା ପୂର୍ବରୁ ରାଜ୍ୟବାସୀଙ୍କୁ…

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟରେ ଦିଆଗଲା ସୂଚନା । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକୁ ଆଉ ୫୮…

କନକ ବ୍ୟୁରୋ : ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଅଭିଯୋଗ କରୁଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ରାଜ୍ୟମାନଙ୍କ ପାଖରେ ଏବେ ପ୍ରାୟ ୭୮ ଲକ୍ଷ ଡୋଜ୍ ଟିକା ରହିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା…

ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆ । କହିଲେ, ସିଟି ସ୍କାନ କରିବା ବିପଦପୂର୍ଣ୍ଣ

କନକ ବ୍ୟୁରୋ: କରୋନା ପାଇଁ ଲୋକେ ସିଟି ସ୍କାନ ବ୍ୟବହାର ପ୍ରସଙ୍ଗ । ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର ଗୁଲେରିଆ । ଗୁଲେରିଆ କହିଛନ୍ତି ସିଟି ସ୍କାନ କରିବା ବିପଦପୂର୍ଣ୍ଣ ରହିଛି । ସାମାନ୍ୟ ଲକ୍ଷଣ ଥିଲେ ସିଟି ସ୍କାନ କଲେ କିଛି ଫାଇଦା ମିଳିବନି । ଥରେ ସିଟି ସ୍କାନ କରିବା ଅର୍ଥ…

୧୫ ଦିନ ହେବ ଦେଶର କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା କରୋନା…

କନକ ବ୍ୟୁରୋ: ୧୫ ଦିନ ଭିତରେ ଦେଶରେ କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ କମୁଛି ସଂକ୍ରମଣ । ହେଲେ କିଛି ରାଜ୍ୟରେ ବଢ଼ିବାର ଲାଗିଛି ସଂକ୍ରମଣ । ସେଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡ । କରୋନା…

ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସିଲା ଅଭାବନୀୟ ଘଟଣା । ପାଣିକୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦା ଅଂଚଳରେ ଅଭାବନୀୟ ଘଟଣା । କରୋନା ଆକ୍ରାନ୍ତଙ୍କ ପାଣିକୁ ଡ଼େଇଁ ଆତ୍ମହତ୍ୟା । ଅନୁଗୁଳ ନିଶା ଇଣ୍ଡଷ୍ଟ୍ରିଆଲ ଥାନା ରାଇଝରଣ ଡ଼୍ୟାମରୁ କରୋନା ଆକ୍ରାନ୍ତ ମୃତଦେହ ଉଦ୍ଧାର କରଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଥିବା…

ଦୁର୍ଗମ ଅଂଚଳରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଦୋଳା ତିଆରି କରି ପ୍ରସୂତିଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର ।

କନକ ବ୍ୟୁରୋ: ଖୋଲା ଆକାଶ ତଳେ ପ୍ରସବ ଆଉ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଏଭଳି କିଛି ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଦୁର୍ଗମ ଗଟିମଝୋଲା ଗାଁର ଜଣେ ପ୍ରସୂତି ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ତାଙ୍କୁ ମେଡ଼ିକାଲ ନେବାକୁ…