Daily Archives

April 24, 2021

କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର ।

କନକ ବ୍ୟୁରୋ : ଦେଶରେ କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ ପାଇଁ ସୀମାଶୁଳ୍କ ଛାଡ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦେଶରେ ଦେଖାଦେଇଥିବା ଅକ୍ସିଜେନର ଅଭାବ ଓ ମେ…

କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ ।

କନକ ବ୍ୟୁରୋ: ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କଲେ କ୍ଷମା ଦିଆଯିବ ନାହିଁ । କୌଣସି ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣରେ ଯଦି କିଏ ବାଧା ସୃଷ୍ଟି କରେ ତେବେ ତାକୁ…

କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ କେନ୍ଦ୍ରର ନିଷ୍ପତ୍ତି । 

କନକ ବ୍ୟୁରୋ: କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ଏହାସହ ଅମ୍ଳଜାନ ଓ ଅମ୍ଳଜାନ ଉପକରଣ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ହଟାଯାଇଛି । ଆସନ୍ତା ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ବର୍ତମାନ ସ୍ଥିତିରେ ଟିକା ଓ ଅକ୍ସିଜେନ୍ର ବହୁ ମାତ୍ରାରେ…

କରୋନା ପାଇଁ ସାରା ଦେଶରେ ହାହାକାର । କରୋନା ରୋଗୀଙ୍କ ପାଇଁ ଅଭାବ ହେଉଛି ଅକ୍ସିଜେନ । ଜାଣନ୍ତୁ ରୋଗୀ କେତେ ଗୁରୁତର…

କନକ ବ୍ୟୁରୋ: ଅକ୍ସିଜେନ ପାଇଁ ସାରା ଦେଶରେ ଏବେ ହାହାକାର । ଯେଉଁ ଭଳି ଭାବରେ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ତା ତୁଳନାରେ ଅକ୍ସିଜେନର ସଂଖ୍ୟା ଢେର କମ ରହିଛି । କହିବାକୁ ଗଲେ ହସ୍ପିଟାଲରେ ଏବେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ହେଲେ କାହିଁକି କରୋନା ରୋଗୀଙ୍କୁ ଏତେ…

କ୍ୟାନସର ପୀଡିତା ମହିଳାଙ୍କ ମୁହଁରେ ହସ ଟିକେ ପାଇଁ କେଶଦାନ କଲେ କଲେଜ ଛାତ୍ରୀ । ଚର୍ଚ୍ଚାରେ ଅନୁଗୁଳର…

କନକ ବ୍ୟୁରୋ: ସେ ଜାଣିଛନ୍ତି କର୍କଟରୋଗୀଙ୍କ କଷ୍ଟ କଣ ? ସେ ବୁଝିଛନ୍ତି ତାଙ୍କ ପରି ନାରୀଟିଏ କର୍କଟରେ କବଳିତ ହେଲା ପରେ କଣ ହରାଏ, କଣ ପାଏ ? କେଶ ହରାଇ କେମିତି ଲାଜର ଲୁହ ପିଇ ନାରୀଟିଏ ବଞ୍ଚେ ? ସେ ପରିସ୍ଥିତିକୁ ଆଖିବୁଜି ବୁଝିବା ପରେ ନିଜ ଅମୂଲ୍ୟ ସମ୍ପତିକୁ ଦାନ କରିଛନ୍ତି ପୂଜାଲିନ…

ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ, “ଏହା କୋଭିଡର ଲହର ନୁହେଁ ସୁନାମୀ, ଅକ୍ସିଜେନ ଯୋଗାଣ ଉପରେ ବାଧା ପହଂଚାଉଥିବା…

କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ଆଜି କହିଛନ୍ତି କି ଯଦି କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀ ଅକ୍ସିଜେନ ଯୋଗାଣରେ ପ୍ରତିବନ୍ଧକ ସାଜନ୍ତି ତାହେଲେ କୋଟ ତାଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବେ । ଏନେଇ ଗଠିତ ଖଣ୍ଡପୀଠରେ ଜଷ୍ଟିସ ବିପିନ ସାଂଘୀ , ଜଷ୍ଟିସ ରେଖା…