Daily Archives

April 15, 2021

ଦିଲ୍ଲୀକୁ ଦମ୍ ଦେଖାଇଲା ରାଜସ୍ଥାନ । ମ୍ୟାଚ୍ ଛଡାଇ ଆଣିଲେ ମୋରିସ । ୩ ୱିକେଟରେ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍ସ ।

କନକ ବ୍ୟୁରୋ: ଆଜି ଆଇପିଏଲର ଏକ ଦମଦାର ମ୍ୟାଚରେ ଦିଲ୍ଲୀକୁ ଦମ ଦେଖାଇଛି ରାଜସ୍ଥାନ ରୟାଲ୍ସ । କ୍ରିସ୍ ମୋରିସଙ୍କ ଧୂଆଁଧାର ଇଂନିସ ବଳରେ ରାଜସ୍ଥାନ ୩ ୱିକେଟରେ ଦିଲ୍ଲୀକୁ ହରାଇଛି । ଆଜି ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ…

ବିଜେପିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ । କହିଲେ, ବାହାର ଗୁଣ୍ଡାଙ୍କୁ ଆଣି କରୋନା…

କନକ ବ୍ୟୁରୋ: ବାହାର ଗୁଣ୍ଡାଙ୍କୁ ଆଣି ପଶ୍ଚିମବଙ୍ଗରେ କରୋନା ବିସ୍ତାର କରାଇଛି ବିଜେପି । ମୋଦୀ ଓ ଅମିତ ଶାହାଙ୍କୁ ଆକ୍ଷେପ କରି ମମତା ଏପରି ବୟାନ ଦେବା ପରେ ପଶ୍ଚିମବଙ୍ଗର ରାଜନୀତି ପୁଣି ସରଗରମ୍ ହୋଇଛି । ସେପଟେ ବିଜେପି କହିଛି ଦିଦି ପରାଜୟ ଭୟରେ ଏବେ ବିଳିବିଳେଇଲେଣି । ଏପ୍ରିଲ ୧୭…

ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଦେଶରେ ଦ୍ୱିତୀୟ ଲହର ଆସିବା ପରେ ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ପାର୍ । ୧୦…

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଦେଶରେ ଦ୍ୱିତୀୟ ଲହର ଆସିବା ପରେ ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଆସିଛି ଏକ ଚିନ୍ତାଜନକ ରିପୋର୍ଟ । ଦେଶରେ ଅତିକମରେ ୧୦ ରାଜ୍ୟରେ ନୂଆ ଡବଲ ମ୍ୟୁଟାଂଟ ଦେଖାଦେଲାଣି ।…

ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଦିଲ୍ଲୀରେ ସପ୍ତାହନ୍ତ ତାଲାବନ୍ଦ । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ…

କନକ ବ୍ୟୁରୋ: ଦିଲ୍ଲୀରେ ଗୁରୁବାର କରୋନା ମିଟର ପୁରା ଉପର ମୁହାଁ ରହିଛି । ଦିନକରେ ୧୭ ହଜାର ୨୩୪ ନୂଆ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୧୦୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । କରୋନା ଭୂତାଣୁର ଏପରି ଦ୍ରୁତ ସଂକ୍ରମଣ ଦେଖିବା ପରେ ଦିଲ୍ଲୀରେ ସପ୍ତାହନ୍ତ…

କୁମ୍ଭମେଳା ପାଲଟିଲା ସୁପର ସ୍ପ୍ରେଡର । ହରିଦ୍ୱାରରେ ୫ ଦିନରେ ୧୭ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ: କରୋନା କାଳରେ ଚାଲିଛି କୁମ୍ଭମେଳା । ଏବେ ଏହି ମେଳାରୁ ହଜାରେରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ବି ଆସିଛି । ଏପରି ସମୟରେ କିପରି ଏତେ ବଡ ମେଳାକୁ ଦିଆଗଲା ଅନୁମତି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏହାରି ଭିତରେ ବିଦେଶୀ ମିଡିଆ , ଏହି କୁମ୍ଭମେଳାକୁ ସୁପର…

ପ୍ରଥମ ଇଂନିସରେ ଦିଲ୍ଲୀ କଲା ୧୪୮ ରନ୍ । ରିଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୪୮ । 

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୮ ରନ କରିପାରିଛି । ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ ିହିଁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହାପରେ ଶେଷ ଆଡକୁ…