Daily Archives

April 14, 2021

ବାଙ୍ଗାଲୋର ବୋଲରଙ୍କ ଚମତ୍କାର ବୋଲିଂ । ହାଇଦ୍ରାବାଦ ହାତରୁ ଛଡାଇ ଆଣିଲେ ମ୍ୟାଚ । ୬ ରନରେ ବିଜୟୀ ହେଲା ଆରସିବି ।

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ହାତରୁ ମ୍ୟାଚ ଛଡାଇ ଆଣିଛି ଆରସିବି । ଏହି ମ୍ୟାଚରେ ୬ ରନରେ ବିଜୟ ହାସଲ କରିଛି ବିରାଟ ବାହିନୀ । ଏହାସହ ବାଙ୍ଗାଲୋର ୨ଟି ମ୍ୟାଚ ଜିତି ଏବେ ଆତ୍ମବିଶ୍ୱାସ ଦୃଢ…

ଦାଦାବଟି ଆଦାୟ କରିବା ଅଭିଯୋଗରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ପଚରାଉଚରା । ସମନ ପରେ ଡିଆରଡିଓ…

କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କଲା ସିବିଆଇ । ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ ନେଇ ସଚିନ ବାଜେ ଆଣିଥିବା ଅଭିଯୋଗ ଲିଙ୍କରେ ବିବାଦ ଘେରକୁ ଆସି ଶେଷରେ ପଦ ଛାଡିଥିଲେ ଦେଶମୁଖ । ସିବିଆଇର ସମନ ପରେ ଆଜି ଡିଆରଡିଓ ଗେଷ୍ଟ ହାଉସରେ ପହଁଚି ନିଜର…

କୁଚବିହାର ହିଂସାକାଣ୍ଡ କଟକଣା ଫେରିବା ପରେ ମୈଦାନକୁ ଫେରିଲେ ମମତା । ଶୀତଲକୁଚାରେ ପୀଡିତ ପରିବାରକୁ ଭେଟିଲେ, ଦେଲେ…

କନକ ବ୍ୟୁରୋ: ନିର୍ବାଚନ କମିଶନଙ୍କ ବ୍ୟାନ ହଟିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୁଚବିହାର ଶୀତଲକୁଚି ବୁଥରେ ମତଦାନ ସମୟରେ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ସେହି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଦିଦି । ଏହା…

କରୋନା ଡାକି ଆଣିଲା କୁମ୍ଭମେଳା । ଧାର୍ମିକ ବୁଡ଼ରେ ସାମିଲ ହୋଇଥିବା ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ ପଜିଟିଭ ଚିହ୍ନଟ ପରେ…

କନକ ବ୍ୟୁରୋ: କରୋନା କାଳରେ କୁମ୍ଭମେଳାରୁ ଆସିଛି ଚିନ୍ତାଜନକ ଖବର । ଯାହା ଅନୁମାନ କରାଯାଉଥିବା , ଠିକ୍ ସେୟା ହିଁ ହୋଇଛି । ହରିଦ୍ୱାର କୁମ୍ଭମେଳାରେ ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଆସିଛନ୍ତି । ସାହି ସ୍ନାନ ସମୟରେ ଏକାଠି ହୋଇ ବୁଡ ପକାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ ।…

କୋଭିଡ କଟକଣାକୁ ଦେଖି ରାଜସ୍ଥାନରେ କଟକଣା ଲାଗୁ । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଜାରିହେବ…

କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନରେ କଡା କଟକଣା ଜାରି କରାଯାଇଛି । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ପ୍ୟୁ ଜାରି କରଛନ୍ତି ରାଜସ୍ଥାନ ସରକାର । ଏପ୍ରିଲ ୧୬ରୁ ଏପ୍ରିଲ ୩୦ ଯାଏଁ ଏହି ନିୟମ ଲାଗୁ ରହିବ । ସେହିଭଳି ସନ୍ଧ୍ୟା ୫ଟା ସୁଦ୍ଧା…

ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ । ୧୪୯ ରନ କଲା ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମାକ୍ସୱେଲଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୧୪୫ ରନ କରିବାରେ ସକ୍ଷମ ହୋଇଛି ବାଙ୍ଗାଲୋର । ଏହାସହ ଏବେ ହାଇଦ୍ରାବାଦ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ । ଏହି ମ୍ୟାଚରେ…