Daily Archives

April 11, 2021

ହାଇଦ୍ରାବାଦକୁ ୧୦ରନରେ ହରାଇଲା କେକେଆର୍ । କାମଦେଲାନି ମନିଷ ପାଣ୍ଡେଙ୍କ ଧୂଆଁଧାର ଇଂନିସ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ଦେଖିବାକୁ ମିଳିଛି ଆଉ ଏକ ରୋମାଂଚକର ମ୍ୟାଚ୍ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ହାଇଦ୍ରାବାଦକୁ ବିଜୟ ପାଇଁ ୧୮୮ ରନ୍ ଆବଶ୍ୟକ ହେଉଥିବାବେଳେ ଦଳ ୨୦ ଓଭର ଶେଷ ସୁଦ୍ଧା କେବଳ ୧୭୭ ରନ କରିଥିବା ହେତୁ…

ବିଜେଡି ବିରୋଧରେ ବିଜେପିର ଅଭିଯୋଗ । ଶାସକ ଦଳର ବିଧାୟକ ଓ ନେତାଙ୍କ ଇଙ୍ଗିତରେ ବିଜେପି କର୍ମୀକୁ ଆକ୍ରମଣ କରାଯାଇଛି…

କନକ ବ୍ୟୁରୋ: ବିଜେଡି କର୍ମୀଙ୍କ ମାଡରେ ୩ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସ ଯାଇ ବିଜେପି ସଭାପତି ସମୀର ମହାନ୍ତି ଗୁରୁତର…

ପିପିଲିରେ ନିର୍ବାଚନୀ ହିଂସା । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ ହେବା ନେଇ ଅଭିଯୋଗ ।

କନକ ବ୍ୟୁରୋ: ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ତାଙ୍କ ଗାଡିର କାଚ ଭାଙ୍ଗିଯାଇଛି । ଆଜି କିଛି ବିଜେଡି କର୍ମୀ ଆହତ ହୋଇ ଡେଲାଙ୍ଗରେ…

ବିଜେପିକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । କହିଲେ, ନିଜ ହିଂସ୍ର ଆଚରଣ ଲୁଚାଇବାକୁ କୁମ୍ଭୀର…

କନକ ବ୍ୟୁରୋ: ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି  ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର ଅଭିଯୋଗର ଜବାବ ଦେଇ ଲେନିନ୍ କହିଛନ୍ତି…

ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ । ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ…

କନକ ବ୍ୟୁରୋ: ଟିକା ଉତ୍ସବର ପ୍ରଥମ ଦିନରେ ରାଜ୍ୟରେ କମିଛି ଟିକାକରଣ । ରାଜ୍ୟରେ ଟିକା ଅଭାବ ଯୋଗୁଁ ଟିକାକରଣ ଏକ ଲକ୍ଷ ତଳକୁ ଖସି ଆସିଛି । ରାଜ୍ୟର ୫୯୩ ଟିକାକରଣ କେନ୍ଦ୍ରରେ ଆଜି ୮୧ ହଜାର ୧୬୯ ଜଣଙ୍କୁ କୋଭିଡ ଟିକାର ଡୋଜ ଦିଆଯାଇଛି । ଦୈନିକ ଦୁଇ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ…

ପଶ୍ଚିମବଙ୍ଗରେ ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜନୈତିକ ଇଚ୍ଛାଶକ୍ତିର…

କନକ ବ୍ୟୁରୋ: ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି । ରବିବାର ପଶ୍ଚିମବଙ୍ଗର କୋଲକାତା ଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ôଥକ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଅବସରରେ ଏପରି କହିଛନ୍ତି…