Daily Archives

April 16, 2021

ପଞ୍ଜାବକୁ ଚିତ୍ କଲା ଚେନ୍ନାଇ । ୬ ୱିକେଟରେ ପଞ୍ଜାବକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍ ।

କନକ ବ୍ୟୁରୋ: ଆଜି ଏକ ଲୋ-ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଚିତ୍ କରିଛି ଚେନ୍ନାଇ ସୁପର କିଙ୍ଗସ । ପଞ୍ଜାବର ୧୦୭ ରନର ଟାର୍ଗେଟକୁ ସିଏସକେ ମାତ୍ର ଚାରି ୱିକେଟ ହରାଇ ଜିତି ନେଇଛି । ଏହାସହ ଚଳିତ ସିଜିନରେ ପ୍ରଥମ ବିଜୟର ସ୍ୱାଦ ଚାଖିଛି ଧୋନୀବାହିନୀ । ଆଜି ଟସ୍ ଜିତି ପ୍ରଥମେ ବୋଲିଂ…

ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ । ସୋସିଆଲ ମିଡିଆ ବ୍ୟାନ୍ କଲା ଇମ୍ରାନ ସରକାର ।

କନକ ବ୍ୟୁରୋ: ଫ୍ରାନ୍ସ ବିରୋଧୀ ହିଂସାକୁ ନେଇ ଏବେ ଜଳୁଛି ପାକିସ୍ତାନ । ଗତ ସୋମବାର ଠାରୁ ଫ୍ରାନ୍ସ ବିରୋଧୀ ହିଂସା ଆରମ୍ଭ ହେବା ପରେ ପାକିସ୍ତାନର ପରିସ୍ଥିତି ଅଣାୟତ୍ତ ହୋଇଛି । ସହରରୁ ସହରକୁ ଏବେ ବ୍ୟାପି ଚାଲିଛିି ହିଂସା । ଏହି ହିଂସାକାଣ୍ଡ କାରଣରୁ ପୋଲିସ ଗୁଳିରେ ୧୨ ଜଣଙ୍କ ଜୀବନ…

ଦ୍ୱିତୀୟ ଲହରରେ ଚିନ୍ତା ବଢାଇଲାଣି ଦିଲ୍ଲୀ । ସଂକ୍ରମଣରେ ମହାରାଷ୍ଟ୍ରକୁ ଟପୁଛି ଦେଶର ରାଜଧାନୀ ।

କନକ ବ୍ୟୁରୋ: ଦେଶରେ କରୋନା ଦ୍ୱିତୀୟ ଲହର ସମୟରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମହାରାଷ୍ଟ୍ରରୁ । ହେଲେ ଏପ୍ରିଲ ୧୧ ତାରିଖ ପରେ ବଦଳିଗଲା ଏହି ଚିତ୍ର । ଦୈନିକ ସଂକ୍ରମଣ ହିସାବରେ ମୁମ୍ୱାଇକୁ ଟପିଗଲା ଦିଲ୍ଲୀ । ଏପ୍ରିଲ ୧୨ ତାରିଖରେ ଦିଲ୍ଲୀରେ ଚିହ୍ନଟ ହୋଇଥିଲେ ୧୧,୫୦୦ରୁ…

କଟକ ସହର ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର…

କନକ ବ୍ୟୁରୋ: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି  ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ  ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ…

ଉତ୍ତରପ୍ରଦେଶରେ ମାସ୍କ ନିୟମ ଉଲଂଘନ କଲେ ପଡିବ ମହଙ୍ଗା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ତଣ୍ଡ…

କନକ ବ୍ୟୁରୋ: କରୋନା ସ୍ଥିତି ଭୟଙ୍କର ହେବା ପରେ ଉତ୍ତରପ୍ରଦେଶରେ କଡାକଡି ହେଲା ମାସ୍କ କଟକଣା । ମାସ୍କ ବ୍ୟବହାର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ଟଙ୍କାର ତଣ୍ଡ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶରେ ମାସ୍କ ପିନ୍ଧିବା ନିୟମ ଉଲଂଘନ କରି ପ୍ରଥମ…

ଛତିଶଗଡରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ । ଛତିଶଗଡ଼ରୁ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଅନୁରୋଧ କଲା ଓଡ଼ିଶା।

କନକ ବ୍ୟୁରୋ : ଛତିଶଗଡ଼ରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାରୁ ଏହି ରାଜ୍ୟରୁ ରେଳ ଚଳାଚଳ ବନ୍ଦ ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର।  ଛତିଶଗଡ଼ରୁ ଓଡ଼ିଶାକୁ ଆସୁଥିବା ଟ୍ରେନଗୁଡ଼ିକୁ ଅତି କମରେ ୧୫ ଦିନ ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର…