Daily Archives

April 25, 2021

ସୁପରଓଭରରେ ବାଜି ମାରିଲା ଦିଲ୍ଲୀ । ୱାର୍ଣ୍ଣରବାହିନୀକୁ ପରାସ୍ତ କଲା ପନ୍ତବାହିନୀ ।

କନକ ବ୍ୟୁରୋ: ଆଜି ଏକ ରୋମାଂଚକର ମ୍ୟାଚର ସୁପରଓଭରରେ ହାଇଦ୍ରାବାଦକୁ ହରେଇଛି ଦିଲ୍ଲୀ । ଦୁଇ ଦଳ ଆଜି ସମାନ ସଂଖ୍ୟକ ୧୫୯ ରନ୍ କରିବା ପରେ ସୁପର ଓଭରରେ ଏହାର ଫଇସଲା ହୋଇଥିଲା । ଯେଉଁଥିରେ ଦିଲ୍ଲୀ ବିଜୟୀ ହୋଇଛି । ସୁପରଓଭରରେ ବାଜି ମାରିଲା ଦିଲ୍ଲୀ । ୱାର୍ଣ୍ଣରବାହିନୀକୁ ପରାସ୍ତ କଲା…

ରାସ୍ତା କଡରେ ମନ ମୋହୁଛି ବେତ ତିଆରି ସାମଗ୍ରୀ । ଚେୟାରଠୁ ଆରମ୍ଭ କରି ବିଭିନ୍ନ କିସମର ସାମଗ୍ରୀ କିଣିବାକୁ ଜମୁଛି…

କନକ ବ୍ୟୁରୋ: ଅର୍ଥ ରୋଜଗାର ପାଇଁ ରହିଛି ଅନେକ ବାଟ । ଦେଶର ଯେକୌଣସି ସ୍ଥାନ ହେଉନା କାହିଁକି ନିଜ ଭିତରେ ଯଦି କଳା ଓ ଜ୍ଞାନ ରହିଛି ତାହା ହେଲେ ରୋଜଗାରର ବାଟ ମିଳିପାରିବ । ଏହାର ଉଦାହରଣ ହେଉଛି ଜୟପୁର ରାସ୍ତାକଡରେ ମେଲିଥିବା ବେତ ତିଆରି ସାମଗ୍ରୀର ପସରା । ଆନ୍ଧ୍ର ପ୍ରଦେଶର ନେଲୁର…

ଏଣିକି ମଧୁମେହ ରୋଗୀ ବି ଖାଇପାରିବେ ଭାତ । ଓଡିଶାରେ ସୁଗର ଫ୍ରି ଧାନ ଚାଷ କରୁଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର ।

କନକ ବ୍ୟୁରୋ: ଏଣିକି ମଧୁମେହ ରୋଗୀ ହୁଅନ୍ତୁ ଅବା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତି ଯେଉଁମାନଙ୍କୁ ଭାତ ଖାଇବା ନେଇ ବାରଣ ରହିଛି ସେମାନେ ବି ଭାତ ଖାଇପାରିବେ । କାରଣ ଓଡିଶାରେ ଏବେ ଚାଷ ହେଉଛି ସୁଗର ଫ୍ରି ଧାନ । ଆନ୍ଧ୍ରପ୍ରଦେଶରୁ ବିହନ ଆଣି ଏହି ଚାଷ କରଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର…

ସାମନାକୁ ଆସୁଛି କରୋନାର କରୁଣ ଚିତ୍ର । ମହାମାରୀ ଉଜାଡି ଦେଉଛି ପରିବାର । ରାୟଗଡା ଗୁଣପୁରରେ ୨୪ ଘଂଟା ଭିତରେ ଭୂତାଣୁ…

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ଉଜାଡି ଦେଉଛି ପରିବାର । ରାୟଗଡା ଜିଲ୍ଲା ଗୁଣପୁର ସହରର କରୋନା ଆକ୍ରାନ୍ତ ବାପ-ପୁଅ ଡକାଡକି ହୋଇ ଚାଲିଗଲେ ଆରପାରିକୁ । ଜେକେ କୋଭିଡ କେୟାରରେ ଚିକିତ୍ସାଧିନ ଅବସ୍ଥାରେ ୨୪ ଘଂଟା ଭିତରେ ବାପା ଚନ୍ଦ୍ରଶେଖର ଓ ବାପୁ ସାହୁଙ୍କ ମୃତ୍ୟୁ ହୋଇଯାଇଛି ।…

କରୋନା ଆକ୍ରାନ୍ତଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ରେନକୋର୍ଟ ପିନ୍ଧି ବାଇକରେ ବସି ହସ୍ପିଟାଲରେ ପହଞ୍ଚିଲେ ରୋଗୀ ।

କନକ ବ୍ୟୁରୋ: ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ବାଇକ୍ରେ ବସି ମେଡିକାଲ ଗଲେ କରୋନା ଆକ୍ରାନ୍ତ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଂଚାୟତ ଇଛାପାଲି ଗାଁରେ ଦେଖିବାକୁ ମିଲିଛି ଏହି ଦୃଶ୍ୟ । ଇଛାପାଲି ଗାଁର ୨୭ବର୍ଷ ବୟସ୍କ ଦୁଷ୍ମନ୍ତ ପ୍ରଧାନ ଆଠ ଦିନ…

ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ ଅକ୍ସିଜେନ୍ ।

କନକ ବ୍ୟୁରୋ: ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଏଣିକି ଅକ୍ସିଜେନ କୌଣସି ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ନିଷ୍ପତି…