Daily Archives

April 24, 2021

କରୋନା ମହାମାରୀ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା…

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର । ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ…

ଆଜି ବି ପିଚ୍, ପଡିଆ ଆଉ ଫ୍ୟାନ୍ସ ଖୋଜୁଛନ୍ତି ସଚିନ । ୪୮ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ।

କନକ ବ୍ୟୁରୋ: ସଚିନ,ମାଷ୍ଟର ବ୍ଲାଷ୍ଟର,ଗଡ ଅଫ୍ କ୍ରିକେଟ୍ - ବୋଧହୁଏ ଏହି ନାଁ ହିଁ କାଫି ତାଙ୍କୁ ଚିହ୍ନିବା ପାଇଁ ଓ ତାଙ୍କୁ ଜାଣିବା ପାଇଁ । ବିଶ୍ୱ କ୍ରିକେଟରେ ଯେତେବେଳେ ବି ସଚିନଙ୍କ ନାଁ ଉଠେ, ଆଖି ଆଗକୁ ଚାଲିଆସେ ସେହି ୫ ଫୁଟ୍ ୫ ଇଂଚର ମଣିଷ ଟିଏ, ଯେ ଦୀର୍ଘ ୨୩ ବର୍ଷ ୧୧ ମାସ ଧରି…

ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ : ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫…

କନକ ବ୍ୟୁରୋ : ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ବତ୍ରା ହସ୍ପିଟାଲରେ ଏବେ ବି ଅକ୍ସିଜେନର ଘୋର ଅଭାବ ରହିଛି । ଅକ୍ସିଜେନ ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟରେ…

ରାଜ୍ୟରେ ମହଜୁଦ ଅଛି କେତେ ଅକ୍ସିଜେନ ? ଦୈନିକ ଆବଶ୍ୟକ ୨୩. ୭୮ ମେଟ୍ରିକ ଟନ୍

କନକ ବ୍ୟୁରୋ : ଓଡିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଭିତରେ, ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ ? ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସ୍ଥିତି ଭଲ ଅଛି । ହେଲେ ପ୍ରତିଦିନ ଯେଭଳି ୬ ହଜାରରୁ ଅଧିକ ଆକ୍ରାନ୍ତ…

ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଆଖିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ…

କନକ ବ୍ୟୁରୋ : କରୋନା ସଂକ୍ରମଣ ଦେଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମେ ୧୫ ଯାଏଁ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ଭକ୍ତଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । It was…

ଦିଲ୍ଲୀ ପରେ ପଞ୍ଜାବରୁ ଆସିଲା କରୁଣ ଚିତ୍ର, ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ କରୋନା ରୋଗୀ ମୃତ ,…

କନକ ବ୍ୟୁରୋ : ରୋଗ ଉପରେ ଭାରି ପଡୁଛି ଚିକିତ୍ସା । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ମୁଖ୍ୟ ଅକ୍ସିଜେନର ଅଭାବ ଏବେ ରାଜ୍ୟ ପରେ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ରମିତ ଜୀବନ…