Daily Archives

April 1, 2021

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ବ୍ୟୋମକେଶ ରାୟ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ…

କନକ ବ୍ୟୁରୋ: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ ହୋଇଛି । ଏହି ସମାବର୍ତ୍ତନ ଉତ୍ସବର ପ୍ରଥମ ଦିନରେ ୨୦୧୭-୨୦୧୯ ବର୍ଷର ପ୍ରତ୍ୟେକଟି ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ସହ ପିଏଚଡି ଏବଂ ଡି.ଲିଟ୍ ଉପାଧି ପ୍ରଦାନ…

ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେଦ ଫାଲକେ ସମ୍ମାନ । ବର୍ଷ ୨୦୨୦ ପାଇଁ ଫାଲକେ ସମ୍ମାନ ପାଇବେ ରଜନୀକାନ୍ତ ।

କନକ ବ୍ୟୁରୋ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ୨୦୧୯ ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଜନୀକାନ୍ତଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ଏହା ଅତ୍ୟନ୍ତ…

ଆଜିଠୁ ଆରମ୍ଭ ହେଲା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଏପ୍ରିଲ ପହିଲାରେ ରାଜ୍ୟରେ ଟିକା ନେଲେ ୨ ଲକ୍ଷରୁ…

କନକ ବ୍ୟୁରୋ: ଆଜିଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି । ଏପ୍ରିଲ ପହିଲା ପ୍ରଥମ ଦିନରେ ଟିକାକରଣର ୨ ଲକ୍ଷ ଟାର୍ଗେଟ ପୂରଣ କରିଛି ଓଡିଶା । ଆଜି ଗୋଟିଏ ଦିନରେ ୨ ଲକ୍ଷ ୩ ହଜାର ୧୬୨ ଜଣଙ୍କୁ ଟିକା ଦିଆଯାଇଛି । ସେପଟେ ଦୀର୍ଘ ମାସର ବ୍ୟବଧାନ ପରେ ଓଡ଼ିଶାରେ ପ୍ରାୟ ୪…

ପଶ୍ଚିମବଙ୍ଗରେ ଗୋତ୍ର କାର୍ଡ ଖେଳିଲେ ମମତା । ନନ୍ଦିଗ୍ରାମରେ ବିଗାଡିଦେଲେ ବିଜେପିର ହିନ୍ଦୁ ଭୋଟର କାର୍ଡ 

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନରେ ଆଜି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କିନ୍ତୁ ଏହାରି ଭିତରେ ପୁରା ବେଙ୍ଗଲ ରାଜନୀତିକୁ ସରଗରମ୍ କରି ରଖିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋତ୍ର । ଗତ ୩୦ ତାରିଖରେ ନନ୍ଦିଗ୍ରାମରେ ପ୍ରଚାରର ଶେଷ ପର୍ଯ୍ୟାୟରେ ମମତା…

ଦେଶରେ ଆରମ୍ଭ ହେଲା ଏପ୍ରିଲ ଟିକାକରଣ । ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ଟିକା । ଏପ୍ରିଲ ମାସରେ ସପ୍ତାହର…

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ରହିଛି । ବର୍ତମାନ ଦୈନିକ ସଂକ୍ରମଣ ୭୦ ହଜାର ଉପରେ ରହୁଛି । ଏପରି ସମୟରେ କରୋନା ଉପରେ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ଏପ୍ରିଲ ମାସର ଟିକାକରଣ । ସାରାଦେଶରେ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକାଦାନ କରାଯିବ । ସପ୍ତାହର ସମସ୍ତ…

ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତାକାଲି ଠାରୁ କମିବ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ ।

କନକ ବ୍ୟୁରୋ: ଗତ ଦୁଇ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହୋଇଛି ସାରା ଓଡିଶା । ହଠାତ୍ ଗରମ ଓ ଗୁଳୁଗୁଳି ବଢ଼ିଯିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି । ପ୍ରଚଣ୍ଡ ଖରାଯୋଗୁଁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି । ତେବେ ଆଗକୁ ତାପମାତ୍ରା କମିବା ସହ କାଳ ବୈଶାଖୀ ହେବା ନେଇ…