Daily Archives

April 3, 2021

ଦୁଇ ସପ୍ତାହ ପରେ ସ୍ୱାଭାବିକ ବିଶ୍ୱର ସବୁଠୁ ବ୍ୟସ୍ତ ଜଳପଥ । ସୁଏଜ କେନାଲରେ ଶନିବାର ଅତିକ୍ରମ କଲା ଜାମରେ ଫସିଥିବା…

କନକ ବ୍ୟୁରୋ: ଇଜିପ୍ଟର ସୁଏଜ କେନାଲରେ ଲାଗିରହିଥିବା ଅଚଳାବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେଉଛି । ଗତ ୨୩ ତାରିଖରେ ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିଲା ଯାହା ୭ଦିନ ପରେ ଅର୍ଥାତ ୩୦ ତାରିଖରେ ଏହା ହଟିଥିଲା । ଏହି ସମୟ ମଧ୍ୟରେ କେନାଲର ଦୁଇ ମୁଣ୍ଡରେ ୪୨୨ଟି…

ଅର୍ଥନୀତିକୁ ବାଦ୍ ନେଇ ରାଜନୈତିକ ରାସ୍ତା ବାଛିଲା ପାକିସ୍ତାନ । କଶ୍ମୀର ପ୍ରସଙ୍ଗ ଯୋଗୁଁ ଭାରତ ସହ ବାଣିଜ୍ୟିକ…

କନକ ବ୍ୟୁରୋ: ଭାରତ ସହ ବାଣିଜ୍ୟ କରିବା ନେଇ ନିଷ୍ପତ୍ତି ନେବାର ମାତ୍ର ୨୪ଘଂଟା ଭିତରେ ନିଷ୍ପତ୍ତି ବଦଳାଇଥିବା ପାକିସ୍ତାନ ଏବେ କଶ୍ମୀର ପ୍ରସଙ୍ଗ ଉଠାଇଛି । କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିିଥିବା ବେଳେ ମଧ୍ୟ ଏବେ କଶ୍ମୀର କଥା କହୁଛି ପାକିସ୍ତାନ । ସାମ୍ପ୍ରତିକ…

କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ଫେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସୋମବାର ଠାରୁ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ପେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସୋମବାର ଠାରୁ ଲକଡାଉନ ଘୋଷଣା କରାଯାଇଛି । ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଏପରି ନିଷ୍ପତି ନେଇଛି ବାଂଲାଦେଶ । ଏହି ତାଲାବନ୍ଦ ସମୟରେ ଜରୁରୀସେବା ଜାରି…

ମହାରାଷ୍ଟ୍ରରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଆଜିଠାରୁ ପୁନେରେ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ । ସପ୍ତାହ…

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, ଦିଲ୍ଳୀ, ତାମିଲନାଡୁ, ଗୁଜୁରାଟ , ମଧ୍ୟପ୍ରଦେଶ ଓ ପଞ୍ଜାବ । ଶୁକ୍ରବାର ସାରାଦେଶରେ ମୋଟ ଯେତିକି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ରୋଗୀ କେବଳ ଏହି ୮ଟି ରାଜ୍ୟରୁ ଚିହ୍ନଟ…

ଦେଶରେ ରେକର୍ଡ ଛୁଉଁଛି କରୋନା ସଂକ୍ରମଣ । ପ୍ରଥମ ଲହର ତୁଳନାରେ ଅଧିକ ବ୍ୟାପୁଛି ଦ୍ୱିତୀୟ ଲହର ।

କନକ ବ୍ୟୁରୋ: କରୋନା ଭୂତାଣୁ ଲେଉଟିବା ପରେ ହୁ ହୁ ହେଇ ମାଡି ଚାଲିଛି ସଂକ୍ରମଣ । ଦ୍ୱିତୀୟ ଲହର ଆରମ୍ଭ ହେବାର ମାତ୍ର ଦିନ କେଇଟା ଭିତରେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୯୦ ହଜାରରେ ପହଁଚିଛି । ମାର୍ଚ୍ଚ ୧୨ରେ ସାରାଦେଶରୁ ୨୩ ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଅପ୍ରେଲ ୩…

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ…

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ଶିକ୍ଷା ଏପରି ହେବା ଉଚିତ ଯାହା ଛାତ୍ରଛାତ୍ରୀଙ୍କୁ ଚାକିରି ପଛରେ ଗୋଡାଇବା ବଦଳରେ ଅନ୍ୟକୁ ଚାକିରି ଦେବାରେ ସକ୍ଷମ କରିବ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଶିକ୍ଷାନୁଷ୍ଠାନର ଭୂମିକା ଓ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟକୁ ନେଇ ଏପରି…