Daily Archives

April 29, 2021

ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ ।

କନକ ବ୍ୟୁରୋ: ପୃଥ୍ୱୀ ସଙ୍କ ଧୂଆଁଧାର ଇଂନିସ ବଳରେ ଆଜି କେକେଆରକୁ ମାତ୍ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୭ ୱିକେଟରେ ମୋର୍ଗାନବାହିନୀକୁ ପରାସ୍ତ କରିଛି । ଏଥିସହ ଦଳ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।ଆଜି କୋଲାକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୪ ରନ୍…

ଦେଶରେ କରୋନା ସଂକ୍ରମଣର ସୁନାମି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ମୁହାଁ । ଏପଟେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ…

କନକ ବ୍ୟୁରୋ: ଦେଶରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୩ଲକ୍ଷ ୭୯ହଜାର ୨ଶହ ୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୩ହଜାର ୬ଶହ ୪୫ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ୩୦ଲକ୍ଷ ୮୪ହଜାର ୮୧୪ ଆକ୍ଟିଭ ମାମଲା ରହିଛି । ଦୈନିକ ସଂକ୍ରମଣ…

ପୁଡୁଚେରିରେ ଫୁଟିପାରେ ପଦ୍ମ । ପଢନ୍ତୁ କଣ କହୁଛି ସି ଭୋଟର ସର୍ଭେ?

କନକ ବ୍ୟୁରୋ: ଆସିଲା ଏଗଜିଟ ରିପୋର୍ଟ । ରିପୋର୍ଟ ଅନୁସାରେ ପୁଡୁଚେରୀରେ ସରକାର ଗଢିପାରେ ବିଜେପି । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ପୁଡୁଚେରୀରେ ବିଜେପିକୁ ମିଳିପାରେ ବହୁମତ ।  ମିଳିପାରେ ୧୯ରୁ ୨୩ ଆସନ, କଂଗ୍ରେସ ହାତେଇପାରେ ୬ରୁ ୧୦ ଆସନ । ସେହପରି ରିପବ୍ଲିକ ସିଏନଏକ୍ସ ଅନୁସାରେ…

କୋଭିଡ ରୋଗୀଙ୍କ ସଂଜିବନୀ ଅକ୍ସିଜେନ ବଂଟନ ବିବାଦ  । ଭେଦଭାବ ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋଟ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଯେତିକି ଅକ୍ସିଜେନ ମାଗୁଛନ୍ତି, ତାଠୁ ଅଧିକ ଅକ୍ସିଜେନ ଯୋଗା ଯାଉଛି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ପାଇଁ ବାରମ୍ବାର ନିବେଦନ କରିବା ସତ୍ତ୍ବେ କାହିଁକି ଯୋଗା ଯାଉ ନାହିଁ । ତେଣୁ କେନ୍ଦ୍ର ସରକାର…

କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କୁ କୋଭିସିଲ୍ଡର…

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ଘୋର ଅଭାବ ଯୋଗୁଁ ରାଜ୍ୟରେ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର । ଏହି ବର୍ଗର ବ୍ୟକ୍ତିଙ୍କୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ ଦେବା ପାଇଁ…

ତାମିଲନାଡୁରେ ଚାଲିପାରେ ଷ୍ଟାଲିନଙ୍କ ଯାଦୁ, ବଦଳିପାରେ ସରକାର । ସି ଭୋଟର ସର୍ଭେରେ ଡିଏମକେକୁ ୧୭୫ରୁ ୧୯୫ ଆସନ 

କନକ ବ୍ୟୁରୋ: ଆସିଲା ଏଗଜିଟ ପୋଲ । ସି ଭୋଟର ସର୍ଭେ ଅନୁସାରେ ତାମିଲନାଡୁରେ ବଦଳିପାରେ ସରକାର । ତାମିଲନାଡୁରେ ଏଥର ଚାଲିପାରେ ଷ୍ଟାଲିନଙ୍କ ଯାଦୁ । ଇଣ୍ଡିଆ ଟୁଡେ- ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁଯାୟୀ ତାମିଲନାଡୁରେ ଡିଏମକେକୁ ମିଳିପାରେ ମ୍ୟାଜିକ ନମ୍ବର । ୧୭୫ରୁ ୧୯୫ ଆସନ ସରକାର…