Daily Archives

April 24, 2021

ଆଇପିଏଲରେ ଆଜି କେକେଆରକୁ ମାତ୍ ଦେଲା ରାଜସ୍ଥାନ । ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କଲା ସାମସନ ବାହିନୀ ।…

କନକ ବ୍ୟୁରୋ: ଆଜି ଏକ ଲୋ ସ୍କୋରିଂ ମ୍ୟାଚରେ ଶକ୍ତିଶାଳୀ କେକେଆରକୁ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ । ଦଳ କୋଲକାତାକୁ ୬ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉଠିଛି । କୋଲକାତା ଆଜି ବିଜୟ ପାଇଁ ରାଜସ୍ଥାନ ଆଗରେ ୧୩୪ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଯାହାକୁ ଦଳ ମାତ୍ର ୪ଟି ୱିକେଟ…

କୋଭିସିଲ୍ଡଠାରୁ କୋଭାକ୍ସିନ୍ ଆହୁରି ମହଙ୍ଗା । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ…

କନକ ବ୍ୟୁରୋ: କୋଭିସିଲ୍ଡଠାରୁ ଆହୁରି ମହଙ୍ଗା କୋଭାକ୍ସିନ୍ ଟିକା । କୋଭାକ୍ସିନ୍ ଟିକାର ଦର ନେଇ ଭାରତ ବାୟୋଟେକ୍ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ତେବେ କେନ୍ଦ୍ର ସରକାରଙ୍କୁ ୧୫୦…

କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ଖାଲି ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ । ସମସ୍ତ…

କନକ ବ୍ୟୁରୋ: କୋଭିଡ୍ ଚିକିତ୍ସା କେନ୍ଦ୍ରରେ ବ୍ୟବହାର ପାଇଁ ଖାଲି ଥିବା ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ କାଳରେ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର, କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ହେଉଥିବା ଅକ୍ସିଜେନ୍କୁ…

ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ ପଜିଟିଭ୍, ୨ ହଜାର ୬୧୪ ଜଣଙ୍କ…

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର…

ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ…

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ସଂକ୍ରମଣ ବଢାଉଛି । ଏପରି ସମୟରେ ଅମ୍ଲଜାନ ପାଇଁ ସବୁଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ଜଣ…

କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ । ଅକ୍ସିଜେନ ଯୋଗାଣରେ କେହି…

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କଲେ କ୍ଷମା ଦିଆଯିବ ନାହିଁ । କୌଣସି ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣରେ ଯଦି କିଏ ବାଧା ସୃଷ୍ଟି କରେ…