Daily Archives

April 8, 2021

ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ…

କନକ ବ୍ୟୁରୋ: ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ମହାରାଷ୍ଟ୍ରର…

ଦୁଷ୍କର୍ମ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପୂର୍ବ ପତ୍ନୀଙ୍କ ଉପଦେଶ । ଜେମିମା…

କନକ ବ୍ୟୁରୋ: ବଢୁଥିବା ବଳାତ୍କାର ପ୍ରସଙ୍ଗରେ ଇମ୍ରାନ ଖାନ ଦେଇଥିବା ବୟାନକୁ କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି । ଏହାରି ଭିତରେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । ଏପରିକି ଇମ୍ରାନଙ୍କୁ କୋରାନ ପଢିବା ପାଇଁ…

ଟିକା ଅଭାବକୁ ନେଇ ରାଜନୀତି । ପାତରଅନ୍ତର ଅଭିଯୋଗ ଆଣିଲେ ମହାରାଷ୍ଟ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର…

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କୋଭିଡ ଟିକାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର । ଯେଉଁ ଦେଶ ବାହାର ରାଷ୍ଟ୍ର ଗୁଡିକୁ ଟିକା ଯୋଗାଇଛି ଏବେ ସେହି ଦେଶରେ କଣ ଟିକାର ଅଭାବ ଦେଖାଦେଇଛି କି? ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ନେଇ ଅଭିଯୋଗ ହେବା ପରେ ଏପରି…

ପୁରୀ ରଥଯାତ୍ରା ଭଳି ହେବ କି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ…

କନକ ବ୍ୟୁରୋ: ଆଶା ଓ ଆଶଙ୍କାରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କୋଭିଡ ଯୋଗୁଁ ଗତବର୍ଷ ହୋଇପାରିନଥିବା ରଥଯାତ୍ରାକୁ ଏ ବର୍ଷ କରିବା ନେଇ  ଜୋରସୋରରେ ଆଲୋଚନା ହୋଇଛି । ପୁରୀ ରଥଯାତ୍ରା ଭଳି ଏ ବର୍ଷ ରୁକୁଣା  ରଥଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଆଉ ସରକାର…

କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ…

କନକ ବ୍ୟୁରୋ: ପୁଣି ଜୋରଦାର ହେଲା କୋଟିଆ କଳି । ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ କଥା କଟାକଟି ଭିତରେ କୋଟିଆ ପଂଚାୟତର ନେରିଡ଼ିୱାଲସାରେ ଭୋଟ ଦାନ କରିଛି ଆନ୍ଧ୍ର । ତେବେ କେବଳ ତେଲୁଗୁ ସଂପ୍ରଦାୟର ଲୋକେ ଭୋଟଦେଇଛନ୍ତି । ଆନ୍ଧ୍ରର ମତଦାନ କେନ୍ଦ୍ରକୁ ଗଲେ ନାହିଁ ଓଡିଆ ଭୋଟର । ନିର୍ବାଚନ ଶେଷ…

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ । ୧୦ ଦିନ ପାଇଁ ପାଇଁ ଟିକା ଓଡିଶାକୁ ଦେବାକୁ ଦାବି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା…