Daily Archives

April 5, 2021

ଛତିଶଗଡରେ ପୁଅ ହୋଇଗଲା ସହିଦ । ହେଲେ ମା ଜଣା ଯାଉନାହିଁ ସହିଦ ହେବାର ଖବର ।

କନକ ବ୍ୟୁରୋ: ଛତିଶଗଡ଼ର ସୁକୁମା ଓ ବିଜାପୁର ସୀମା ସ୍ଥିତ ଜଙ୍ଗଲରେ ମାଓବାଦୀଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ୨୨ ଯବାନ ସହିଦ ହୋଇଯାଇଛନ୍ତି। ଏଥିରେ ଅଯୋଧ୍ୟାରେ ରହୁଥିବା ରାଜକୁମାର ଯାଦବ ବି ସହିଦ ହୋଇଛନ୍ତି। ପରିବାରର ସବୁଠାରୁ ବଡ଼ ପୁଅ ରାଜକୁମାର ଯାଦବ ଛୁଟିରେ…

ରାତି ୧୦ ବାଜିଲା, ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଲା । 

କନକ ବ୍ୟୁରୋ : ରାତି ୧୦ ବାଜିଲା, ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ସୁନ୍ଦରଗଡ,…

ବିହାର, ଆସାମ ଓ ପଶ୍ଚିମବଙ୍ଗରେ ରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତିବ୍ରତା ୫.୪ ଡିଗ୍ରୀ ରେକର୍ଡ

କନକ ବ୍ୟୁରୋ: ବିହାରରେ ଭୂମିକମ୍ପର ଝଟକା ଅନୁଭୂତ । ପାଟନା, କିସନଗଞ୍ଜ ଓ ଅନ୍ୟ କିଛି ଅଞ୍ଚଳରେ ଅନୁଭୂତ ହୋଇଛି ଭୂମିକମ୍ପ । ଆସାମ ଓ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ହେଲେ ଏଯାଏଁ କୌଣସି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ…

ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଛି ଏଭଳି ରିପୋର୍ଟ । ୨୦୧୬ରେ ଭାରତ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ…

ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ । ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର, ଘେରିଲା…

କନକ ବ୍ୟୁରୋ : ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର । ସିଏଜି ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ବିଜେପିର ଅଭିଯୋଗ ହେଲା, ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସରକାର ଯୋଜନା କରିଥିଲେ । ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି…

ଆର୍ମଡ ଡିସିପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । କହିଲେ, ଯୁବତୀ ଯୋଗାଇବା ପାଇଁ ତାଙ୍କ…

କନକ ବ୍ୟୁରୋ : ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ ।…