Daily Archives

April 26, 2021

ବଡ ହୃଦୟ ଦେଖାଇଲେ ବିଦେଶୀ କ୍ରିକେଟର । ଅକ୍ସିଜେନ ପାଇଁ ଭାରତକୁ ଦାନ କଲେ ୩୮ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ଯେତେବେଳେ କରୋନାର ଭୟବହତା ସାରା ଦେଶକୁ ଗ୍ରାସିଛି । ଚାରିଆଡେ ଖାଲି ଚିତ୍କାର ଶୁଭୁଛି । କେଉଁଠି ଅକ୍ସିଜେନର ଅଭାବ, ତ କେଉଁଠି ହସ୍ପିଟାଲ ବେଡ ପାଇଁ ହାହାକାର । କିଏ ନିଜ ବାପାକୁ ହରାଇଲାଣି ତ କିଏ ମାଆକୁ ଆଉ କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଲାଣି । ଅକ୍ସିଜେନ…

କମିବ କି କରୋନା ଟିକାର ଦର? ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଦର କମାଇବାକୁ କେନ୍ଦ୍ର ସରକାର କହିଥିବା ସୂଚନା ।

କନକ ବ୍ୟୁରୋ: ପୁଣି କମିପାରେ କରୋନା ଟିକାର ଦାମ । କୋଭିଡ ଟିକାର ଦାମ କମାଇବା ପାଇଁ ଟିକା ନିର୍ମାତାଙ୍କୁ କେନ୍ଦ୍ର ସରକାର କହିଥିବା ସୂଚନା ମିଳିଛି । ଦେଶରେ ଏବେ ବ୍ୟବହାର ହେଉଥିବା କୋଭିସିଲଡ ଓ କୋଭାକ୍ସିନ ଟିକାର ଦାମ କମିବା ସମ୍ଭାବନା ରହିଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ…

ସାରା ବିଶ୍ୱରୁ ସମାଲୋଚନା ପରେ ଭାରତକୁ ଟିକା କଞ୍ଚାମାଲ ଯୋଗାଇବାକୁ ରାଜି ହେଲା ଆମେରିକା । ଅନ୍ୟାନ୍ୟ ଆନୁସଙ୍ଗିକ…

କନକ ବ୍ୟୁରୋ: ଯେତେବେଳେ କୋଭିଡକୁ ନେଇ ଭାରତ ସଂକଟଜନକ ସ୍ଥିତି ଦେଇ ଗତି କରୁଛି, ଯେତେବେଳେ ଭାରତରେ ଦୈନିକ ସଂକ୍ରମଣ ବଢି ବଢି ଚାଲିଛି, ଠିକ ସେତିକି ବେଳେ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟକୁ ନେଇ ବିଶ୍ୱ ସମୁଦାୟ ପକ୍ଷରୁ ଆରମ୍ଭ ହୋଇଯାଇଛି ସମାଲୋଚନା । ଆଉ ଏହି ସମାଲୋଚନା ଭିତରେ…

କୋଲକାତାର କମାଲ ବୋଲିଂ । ୧୨୩ ରନ କଲା ପଞ୍ଜାବ । କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚମତ୍କାର ବୋଲିଂ କରିଛି କୋଲକାତା ନାଇଟ ରାଇଡର । ଫଳରେ ପଞ୍ଜାବ ମାତ୍ର ୧୨୩ ରନ କରିବାରେ ସଫଳ ହୋଇଛି । ତେଣୁ ଏବି କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଜିତିବାକୁ ହେଲେ ଏବେ ପଞ୍ଜାବ ବୋଲରଙ୍କୁ ସାମ୍ନା କରିବାକୁ ହେବ । ଏହି…

ଅଣନିଶ୍ୱାସୀ ହେଉଛି ରାଜଧାନୀ ଦିଲ୍ଲୀ । ଅମ୍ଲଜାନ ଅଭାବକୁ ନେଇ ମୁହାଁମୁହିଁ କେନ୍ଦ୍ର ଓ ଦିଲ୍ଲୀ ସରକାର

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଅଣନିଶ୍ୱାସୀ ହୋଇପଡିଛି ରାଜଧାନୀ ଦିଲ୍ଲୀ । କରୋନା ଆକ୍ରାନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଏହାରି ଭିତରେ ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ଅଭାବ ରହିଛି । ଅମ୍ଲଜାନ ଅଭାବକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ…

କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି…

କନକ ବ୍ୟୁରୋ: ୩ଦିନ ଧରି ହସ୍ପିଟାଲରେ ଭର୍ତି ହୋଇଛନ୍ତି କୋଭିଡ ଆକ୍ରାନ୍ତ ମା । ଆଉ ହସ୍ପିଟାଲ ବାହାରେ ଜଗିରହିଛି ପୁଅ । କିନ୍ତୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ବି ସେଠାରେ ତାଙ୍କର ଯତ୍ନ ନିଆଯାଉନଥିବା ଅଭିଯୋଗ ବାଢିଛନ୍ତି ଅସହାୟ ପୁଅ । ଦିଲ୍ଲୀର ଦୁଇ ପ୍ରମୁଖ କୋଭିଡ ହସ୍ପିଟାଲ…