Monthly Archives

March 2021

କମିଲା ଜମାର ସୁଧହାର । ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର । ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର ।…

କନକ ବ୍ୟୁରୋ: ଏପ୍ରିଲ ୧ରୁ ସଂଚୟଜମା ଉପରେ କମିବ ସୁଧହାର । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ହେବ ଲାଗୁ । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଲାଗିଛି ଝଟ୍କା । ଅର୍ଥ ମନ୍ତ୍ରାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି…

ରାସ୍ତା କରିବାକୁ ଯାଇଥିଲେ ୩୨ ପରିବାର, ଫେରିବା ବେଳକୁ ଜଳି ଯାଇଥିଲା ଗୋଟିଏ ପରେ ଗୋଟିଏ ଘର । 

କନକ ବ୍ୟୁରୋ : ଚାହୁଁ ଚାହୁଁ ଆଖି ଆଗରେ ଜଳିଗଲା ଗୋଟିଏ ପରେ ଗୋଟିଏ ଘର। ଆସବାବପତ୍ର ଦୂରର କଥା, ପିନ୍ଧା ଲୁଗା କିମ୍ବା ବାସନ ବି ଉଦ୍ଧାର କରିପାରିଲେ ନାହିଁ । ସବୁକିଛି ନିଆଁରେ ପୋଡ଼ି ପାଉଁଶ ହୋଇଗଲା । ଏବେ ବେସାହାରା ହୋଇପଡିଛନ୍ତି, ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ 

କନକ ବ୍ୟୁରୋ: ଆଜି ଭୁବନେଶ୍ୱର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ଆଜି ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ସାରା ବିଶ୍ୱର ସର୍ବାଧିକ ତାପମାତ୍ରା । ଲଗାତାର ଦ୍ୱିତୀୟ ଦିନ ପାଇଁ ଓଡିଶାର ସହର ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଅର୍ଥାକ…

ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ହାଇରିସ୍କ ଗ୍ରୁପରୁ ମିଳିବ ପ୍ରାଥମିକତା ।…

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ଆସନ୍ତାକାଲି ଠାରୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢୁଥିବାରୁ ଟିକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ,…

ଓଡ଼ିଶା ସମେତ ୯ ରାଜ୍ୟରେ ହେବ ପ୍ରବଳ ଗରମ । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଏ ବର୍ଷ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଗ୍ରୀଷ୍ଣ ଋତୁ ହାରାହାରିଠାରୁ ଅଧିକ ଗରମ ରହିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅପେକ୍ଷାକୃତ କମ ଗରମ ରହିବା ସମ୍ଭାବନା ରହିଛି । ଲା ନିନୋର ପ୍ରଭାବ ଧୀରେ ଧୀରେ…

ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । 

କନକ ବ୍ୟୁରୋ: ଜୁନ ୩୦ ଯାଏଁ ବଢିଲା ଆଧାର ଓ ପ୍ୟାନ ଲିଙ୍କ । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମୋଦି ସରକାର ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହିତ ପାନ୍ କାର୍ଡ ଲିଙ୍କ ଅବଧି ବଢାଇ ଦେଇଛନ୍ତି । ପୂର୍ବରୁ ଆଜି ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଏଥିପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ…