Daily Archives

April 17, 2021

ହାଇଦ୍ରାବାଦକୁ ମାତ୍ ଦେଲା ମୁମ୍ବାଇ । ୧୩୭ ରନରେ ଅଲଆଉଟ୍ ହେଲା ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ…

କନକ ବ୍ୟୁରୋ: ଏକ ରୋମାଞ୍ଚକର ମ୍ୟାଚରେ ଆଜି ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ । ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦ । ଦଳ ହାଇଦ୍ରାବାଦକୁ  ୧୩ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ପ୍ରଥମେ ଟସ୍ ଜିତି…

କରୋନା ଲଢେଇ ଭିତରେ ବଡଦୋରାରୁ ଆସିଲା ରୋଚକ ଚିତ୍ର । ରୋଗୀଙ୍କ ମୁହଁରେ ହସ ଆଣିବାକୁ ବଲିଉଡ ଗୀତରେ ଡାକ୍ତରଖାନାରେ…

କନକ ବ୍ୟୁରୋ: ଦେଶରେ କରୋନା ଏହାର କାୟା ମେଲାଇ ଚାଲିଛି । ଏହାରି ଭିତରେ ବିଭିନ୍ନ ରାଜ୍ୟରେ ଡାକ୍ତରଖାନା ଗୁଡିକରେ ବେଡ୍ ଅଭାବର ଚିତ୍ର ସାମ୍ନାକୁ ଆସୁଛି । କିନ୍ତୁ ଏସବୁ ଭିତରେ ଆଜି ଏପରି ଏକ ଚିତ୍ର ସାମ୍ନାକୁ ଆସିଛି , ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ । ଡାକ୍ତରଖାନା ମଧ୍ୟରେ…

ପଶ୍ଚିମବଙ୍ଗରେ ଶେଷ ହେଲା ପଂଚମ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ୍ ୪୫ଟି ଆସନ ଲାଗି ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଅପରାହ୍ନ ୫ଟା ୪୫ ସୁଦ୍ଧା ପଶ୍ଚିମବଙ୍ଗରେ ୭୮.୩୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । କାଁ ଭାଁ…

କୁମ୍ଭ ମେଳାରେ ସାଧୁ ମାନିଲେ ମୋଦୀଙ୍କ କଥା । ଫୋନ୍ କଲ୍ ପରେ ଚଳିତ ବର୍ଷ କୁମ୍ଭମେଳା ଶେଷ ନେଇ ଘୋଷଣା କଲା ଜୁନା ଆଖଡା…

କନକ ବ୍ୟୁରୋ: ଦେଶରେ ବଢୁଥିବା କରୋନା ସଂକ୍ରମଣ, ଦ୍ୱିତୀୟ ଲହରର ପ୍ରଭାବ ଏବଂ କୁମ୍ଭମେଳାରେ ସାଧୁଙ୍କୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ପ୍ରତୀକାତ୍ମକ କରିବା ପାଇଁ ଅନୁରୋଧ କରିବା ପରେ , ଜୁନା ଆଖଡା ପକ୍ଷରୁ…

ଦେଶରେ ବିଭିନ୍ନ ସ୍ଥାନରୁ ଆସୁଛି କରୋନାର ବିକଳ ଚିତ୍ର । ଦିଲ୍ଲୀରୁ ମହାରାଷ୍ଟ୍ର ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍…

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଏତେ ତୀବ୍ର ଓ ଘାତକ ବନିବ କେହି କେବେ ହେଲେ ଭାବିନଥିଲେ । ଗତ ୨୪ ଘଂଟାରେ ଦେଶରେ ଦୈନିକ ନୂଆ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୩୪ ହଜାର ଅତିକ୍ରମ କରିଛି । ଏହାରି ଭିତରେ ଦେଶରେ କିଛି ରାଜ୍ୟରେ କରୋନା ସ୍ଥିତି ଅତି ଭୟଙ୍କର ହେଲାଣି । ଦିଲ୍ଲୀରେ…

ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ ଯାଏଁ ଲାଗିଲା କଟକଣା । ଏପଟେ ଟୁଇନ ସିଟିରେ ଲାଗିଲା ଧାରା…

କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲା ଛଡା ରାଜ୍ୟର ବାକି ୨୦ ଜିଲ୍ଲାରେ ଆଜିଠୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ଏଣିକି ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ…